Home

କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା

ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି କି ସେ ଆମ ପରିବାର ପାଇଁ ମରିଯାଇଛନ୍ତି। ଗୟା ପ୍ରସାଦ କହିଛନ୍ତି ତାଙ୍କ…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୨୭।୭: ଆଜିଠାରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ପ୍ରଥମ ଦିନିକିଆ ପୂର୍ବରୁ ଗୋଡରେ ଯନ୍ତ୍ରଣା ଅନୁଭବ କରିବାରୁ ପେସ୍‌ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦିନିକିଆ ସିରିଜରୁ…

ସଂଗ୍ରାମୀ ସ୍ମୃତିବନ ଅନ୍ୟମାନଙ୍କ ପାଇଁ ଉଦାହରଣ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ଦେଶ ମାତୃକାର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ । ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅନେକ ସଂଗ୍ରାମୀ ଶହୀଦ ହୋଇଛନ୍ତି । ସ୍ବାଧୀନତା ସଂଗ୍ରାମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ…

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଷ୍ଟରମାଇଣ୍ଡ ଗିରଫ

ବାଲେଶ୍ୱର,୨୭ା୭(ମାନସ ବିଶ୍ୱାଳ): ଓଏସ୍‌ଏସ୍‌ସି ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବାଲେଶ୍ୱର ପୋଲିସ। ମାଷ୍ଟରମାଇଣ୍ଡ ସମେତ ଅନ୍ୟ କେତେଜଣଙ୍କୁ ପୋଲିସ ଧରିଛି । ପୂର୍ବରୁ ଏହି ମାମଲାରେ ୯ ଜଣ ଗିରଫ…

କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଗଲେ: ଏଏପି ବିଧାୟକ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି। କିନ୍ତୁ…

ମଣିପୁର ପ୍ରସଙ୍ଗରେ କିଛି କହୁନାହାନ୍ତି, ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ରାଲିରେ କଂଗ୍ରେସ ଏବଂ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଉପରେ କିଛି କହୁନାହାନ୍ତି, କିନ୍ତୁ…

କାର୍‌-ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ବସ୍ତା,୨୭ା୭(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତାର ମୁକୁଳୁଶି ଛକ ନିକଟରେ କାର୍‌ ଏବଂ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ସିଂଲା ଥାନା…

୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଲାଗିଲା ନିଆଁ, ବୁଡିଯିବା ସମ୍ଭାବନା, ଜଣେ ଭାରତୀୟ ମୃତ, ୨୦ ଆହତ

ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ…

୨୮ ପରିବର୍ତ୍ତେ ୨୯ ତାରିଖକୁ ମହରମ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ମହରମ ପର୍ବ ପଡୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର)କୁ ମହରମ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ…

ପ୍ରବଳ ବର୍ଷା: ମୋଟୁ-ବିଜୟଓ୍ବାଡାକୁ ଯାତାୟାତ ବନ୍ଦ

ମାଲକାନଗିରି,୨୭ା୭(ଦୁର୍ଯ୍ୟୋଧନ ପାତ୍ର): ଲଘୁଚାପ ଯୋଗୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋଦାବାରୀ ନଦୀ ଧିରେ ଧିରେ ଫୁଲିବାରେ ଲାଗିଛି। ଓଡ଼ିଶାରେ ଦୀର୍ଘଦିନ ଧରି ବର୍ଷା ଲାଗି ରହିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ରହିଛି। ପାହାଡ଼ି ବର୍ଷା…

ଜୁଲାଇ ୩୦ରେ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିପାରନ୍ତି ବିରୋଧୀ ଦଳ ଏମପି

ନୂଆଦିଲ୍ଲୀ,୨୭।୭: ମଣିପୁର ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ଜାରି ରହିଛି। ବିରୋଧୀ ସର୍ବଦା ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବି କରି ଆସୁଛନ୍ତି। ଏହି ସମୟରେ, ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି ଯେ ବିରୋଧୀ ଦଳ ମେଣ୍ଟର ଏମପି I.N.D.I.A…

ରାଜସ୍ଥାନ ସରକାର, ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ ଯଦି ଲାଲ୍‌ ଡାଏରୀର ରାଜ୍‌ ଖୋଲିବ ତେବେ…

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ପହଞ୍ଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ‘ଇଣ୍ଡିଆ’ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମିର ନାମ ମଧ୍ୟ ମଧ୍ୟ ‘ଇଣ୍ଡିଆ’ଥିଲା, ଯାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri