Home

ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି…

କର୍ନାଟକକୁ  ଝଟକା: କାବେରୀ ଜଳ ପ୍ରାଧିକରଣ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କଲେ…

ନୂଆଦିଲ୍ଲୀ,୨୧।୯ : କାବେରୀ ଜଳ ପରିଚାଳନା ପ୍ରାଧିକରଣର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତରେ, ଏହି ନିର୍ଦ୍ଦେଶ ଅନୁଯାୟୀ, କାବେରୀ ଜଳ ପରିଚାଳନା ପ୍ରାଧିକରଣ କର୍ନାଟକକୁ ତାମିଲନାଡୁକୁ ୫୦୦୦ କ୍ୟୁସେକ ଜଳ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ତ୍ତୃପକ୍ଷ…

ନଡ୍ଡା କହିଲେ ଆଜି ମହିଳା ସଂରକ୍ଷଣ ବିଲ ଲାଗୁ ହେଲେ ୨୦୨୯ ମଧ୍ୟରେ ଲାଗୁ ହୋଇଯିବ, ନଚେତ…

ନୂଆଦିଲ୍ଲୀ,୨୧।୯: ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବାରେ ବିଳମ୍ବ, କେତେଜଣ ମହିଳାଙ୍କ ପାଇଁ କାହିଁକି ସଂରକ୍ଷଣ ନାହିଁ ଭଳି ବିରୋଧୀ ଦଳର ଏହି ପ୍ରଶ୍ନର ଉତ୍ତରରେଭାଜପା ଏମପି ଜେପି ନାଡ୍ଡା କହିଛନ୍ତି ଯେ ମହିଳାମାନେ କେଉଁ ଆସନରେ ସଂରକ୍ଷଣ ପାଇବେ, କେଉଁ…

ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…

ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ ଲାଉଞ୍ଜ, ଖାଦ୍ୟ ଏବଂ ରହଣି ସହିତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ। ସୂଚନା…

ଇତିହାସ ରଚିଲେ ଶେଫାଳି

ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ…

ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ…

‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର…

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିଜା ସେବାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଭାରତ ଏପର୍ଯ୍ୟନ୍ତ ନେଇଥିବା…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ଶାନ୍ତି ପାଇଁ ଅପିଲ କଲା କାନାଡ଼ା…

ନୂଆଦିଲ୍ଲୀ,୨୧।୯ : ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବା ସହିତ ଗୁରୁବାର ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଭାରତ କାନାଡା ପାଇଁ ଭିଜା ସେବାକୁ ସ୍ଥଗିତ ରଖିଛି। କାନାଡାରୁ ଭାରତ ଆସୁଥିବା କାନାଡା…

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୧।୯:ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ…

ଜି-୨୦ ସମ୍ମିଳନୀରେ ବି ଡ୍ରାମା କରିଥିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ବି ଡ୍ରାମା କରିଥିଲେ। ଟ୍ରୁଡୋ ଭାରତ ଯାତ୍ରା ସମୟରେ ପ୍ରେସିଡେଣ୍ଟସିୟାଲ ସୁଟରେ ରହିବାକୁ ମନା କରିଦେଇଥିଲେ ଓ ହୋଟେଲର ଏକ ସାଧାରଣ କୋଠରିରେ ରହିଥିଲେ।…

ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?