Home

ଆଫଗାନିସ୍ତାନରେ ମାନବିକ ସଙ୍କଟ: ସହାୟତା ପାଇଁ ଅନୁରୋଧ କଲା ଜାତିସଂଘ ସୁରକ୍ଷା ପରିଷଦ…

ଜେନେଭା,୫।୮ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉଚ୍ଚ ସ୍ତରୀୟ ଖୋଲା ବିତର୍କରେ ଆଫଗାନିସ୍ତାନରେ ମାନବିକ ସଙ୍କଟ ପ୍ରସଙ୍ଗ ଉଠିଥିଲା ଯେଉଁଠାରେ ବିଭିନ୍ନ ଦେଶର ପ୍ରତିନିଧୀମାନେ ଆଫଗାନିସ୍ତାନରେ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ ବୋଲି ଖାମା ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।…

କାମ୍ବୋଡିଆ ନିର୍ବାଚନ: ହୁନ ସେନଙ୍କ ପାର୍ଟିର ବିଜୟ…

ନୋମ ପେହ୍ନ,୫।୮ : ଦୀର୍ଘ ଦିନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଶାସକ ଦଳକୁ ପୁଣି ଏକ ବିଜୟ ମିଳିଛି। ଫଳରେ ତାଙ୍କ ଦଳ ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିବ। କାମ୍ବୋଡିଆର ନିର୍ବାଚନ କମିଶନ ଗତ ମାସରେ ନିର୍ବାଚନର ଶେଷ…

ଇଟାଭାଟିରେ ପୋଡ଼ି ହୋଇ ମହିଳା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା,୫ା୮(ସୁକାନ୍ତ କୁମାର ରଥ): ଗଜପତି ଜିଲା ଅଡ଼ବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ଏହା ଦୁର୍ଘଟଣା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ…

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଓ ହଟ୍ଟଗୋଳ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ। ଇଣ୍ଡିଆ ମେଣ୍ଟର…

ମାଓବାଦୀ ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରିଫ,ବହୁ ସାମଗ୍ରୀ ଜବତ

ଫୁଲବାଣୀ,୫।୮(ରାକେଶ କୁମାର ରାଉତ ) ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗୋଚ୍ଛାପଡା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ପକାରୀ ପଞ୍ଚାୟତ ସରୁପଡା ଗ୍ରାମର ମନବୋଧ ଦିଗାଲ। ସେ ପ୍ରାୟ ତିନି ବର୍ଷ ହେଲା ମାଓ…

‘ମହିଳାଙ୍କ ପରିଚୟ ବିବାହ ନୁହେଁ’, ବିଧବାଙ୍କ ମନ୍ଦିର ପ୍ରବେଶ ଉପରେ ରୋକକୁ ନେଇ ଜବାବ ଦେଲେ ହାଇକୋର୍ଟ

ଚେନ୍ନାଇ,୫।୮: ବିଧବାମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିବାର ପ୍ରଥାକୁ ମାଡ୍ରାସ ହାଇକୋର୍ଟ ଦୃଢ ତାଗିଦ କରିଛନ୍ତି। କୌଣସି ସଭ୍ୟ ସମାଜରେ ଏଭଳି ପରମ୍ପରା ରହିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏରୋଡ ଜିଲ୍ଲାର ଏକ ମନ୍ଦିର ପରିଦର୍ଶନ କରିବା ଏବଂ…

ସିସିଟିଭି ନଜରରେ ଗଞ୍ଜାମ ସହର, ସାବାଡ ହେବେ ଅପରାଧୀ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି l ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର l ସାବାଢ ହେବେ ଅପରାଧୀ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ବ ହାତ ପାଣ୍ଠିରୁ ଛତ୍ରପୁର, ରମ୍ଭା…

ତୋଶାଖାନା ମାମଲାରେ ଇମ୍ରାନ୍‌ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ଏବେ ଲଢିପାରିବେନି ନିର୍ବାଚନ

ଇସଲାମାବାଦ,୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମସ୍ୟା ବୃଦ୍ଧି ପାଇଛି। ତୋଶାଖାନା ମାମଲାରେ ଇମ୍ରାନ୍‌ ଖାନଙ୍କୁ ଜିଲା-ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ଇମ୍ରାନ୍‌ଙ୍କୁ କୋର୍ଟ ଏକ…

ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ପାଦରୁ ଅଳତା ଲିଭି ନ ଥିବା ବେଳେ ଜୁଇରେ ଜଳିଲେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା…

ଶ୍ରୀଲଙ୍କାରେ ‘ଆଧାର’ ଭଳି ଯୋଜନା ପାଇଁ ଭାରତ ଦେଲା ୪୫ କୋଟି ଟଙ୍କା

କଲମ୍ବୋ,୫।୮: ଶ୍ରୀଲଙ୍କାରେ ଆଧାର ଭଳି ଯୋଜନା ‘ୟୁନିକ ଡିଜିଟାଲ ଆଇଡେଣ୍ଟିଟି ପ୍ରୋଜେକ୍ଟ’ ପାଇଁ ଭାରତ ୪୫କୋଟି ଟଙ୍କାର ପ୍ରଥମ କିସ୍ତି ଜାରି କରିଛି। ଭାରତ ସରକାରଙ୍କ ଦ୍ୱାରା ଅର୍ଥ ପ୍ରଦାନ କରାଯାଉଥିବା ଶ୍ରୀଲଙ୍କାର ଡିଜିଟାଇଜେସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା।…

‘ମେଟଲ୍‌ ମିଟ୍‌ -୨୦୨୩ରେ ଭାଗନେଲେ ୭୫ ଟିମ୍‌

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ମେଟଲ୍‌ ମିଟ୍‌-୨୦୨୩ରେ ଜୁନିୟର୍‌, ସିନିୟର୍‌ ଗ୍ରୁପ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜୁନିୟର୍‌, ସିନିୟର ବିଭାଗରେ ୭୫ ଟିମ୍‌ ଭାଗ ନେଇଛନ୍ତି। ଜୁନିୟର୍‌ରେ ୪୨ଟିମ୍‌ ଭାଗ ନେଇଥିବା ବେଳେ ସିନିୟରରେ ୩୩…

‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ ଲୋକଙ୍କୁ ହସାଇବାକୁ ପ୍ରସ୍ତୁତ ହୋଇଗଲେଣି। ଫିଲ୍ମର ଫାଷ୍ଟ ପାର୍ଟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri