Home

ପଡ଼ିଆକୁ ଓହ୍ଲାଇଲେ ପନ୍ତ

ନୂଆଦିଲ୍ଲୀ,୯।୭: କାର ଦୁର୍ଘଟଣାରେ ଆହତ ହୋଇଥିବା ଟିମ ଇଣ୍ଡିଆର ଉଇକେଟ କିପର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଏବେ ବେଙ୍ଗାଲୁରୁର ଏନସିଏ ଅଭ୍ୟାସ କରୁଛନ୍ତି। ଏହି ସମୟରେ ସେ ଦୁଲିପ ଟ୍ରଫିର ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ…

୨୦୨୩ ବିଶ୍ୱକପ୍‌ ପୂର୍ବରୁ ଭବିଷ୍ୟବାଣୀ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୭: ୫ ଅକ୍ଟୋବରରୁ ଭାରତରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏଥିପାଇଁ ପୁରା କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି। ଦିନିକିଆ ବିଶ୍ୱକପର ଏହା ୧୩ତମ ସିଜନ ହେବ। ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି। ସେ ମଧ୍ୟ…

ଜର୍ମାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ ଓ ଉପଦ୍ରବକାରୀଙ୍କ ସଂଘର୍ଷରେ ୨୨ପୋଲିସ କର୍ମୀ ଆହତ, ପୋଲିସର ଲାଠି ଚାର୍ଜ

ବର୍ଲିନ,୯।୭: ପଶ୍ଚିମ ଜର୍ମାନୀର ଜିସେନ ସହରରେ ଇରିଟ୍ରିଆନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଙ୍ଗାରେ ୨୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର,ବୋତଲ ଏବଂ ଗ୍ୟାସ ବମ୍‌ ଫିଙ୍ଗିଥିଲେ। ସେମାନେ ବ୍ୟାରିକଡେ ଭାଙ୍ଗି ଧସି ପଶିବାକୁ ଚେଷ୍ଟା ମଧ୍ୟ କରିଥିଲେ।…

ଅଗ୍ନିପଥ ସ୍କିମରୁ ମୁହଁ ଫେରାଉଛନ୍ତି ଯୁବବର୍ଗ, ଅଧାରୁ ପ୍ରଶିକ୍ଷଣ ଛାଡୁଥିବା ଅଗ୍ନିବୀରଙ୍କୁ ଦେବାକୁ ପଡିବ ଖର୍ଚ୍ଚ ହୋଇଥିବା ଅର୍ଥ

ନୂଆଦିଲ୍ଲୀ,୯।୭: ଭାରତୀୟ ସେନାର ଅଗ୍ନିପଥ ସ୍କିମରେ ଖୁବଶୀଘ୍ର ଅଗ୍ନିବୀର ଭିନ୍ନ ଭିନ୍ନ ୟୁନିଟରେ ସାମିଲ ହେବାକୁ ଯାଉଛନ୍ତି। ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଶେଷ ହୋଇଛି। ଏବେ ଦ୍ୱିତୀୟ ବ୍ୟାଚର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଆସନ୍ତା ମାସରେ ପ୍ରଥମ ବ୍ୟାଚ ଭାରତୀୟ ସେନାରେ…

ରାହୁଲ ଗାନ୍ଧୀଙ୍କୁ ଅତିକମରେ ୫ ବର୍ଷ ଦଣ୍ଡ ମିଳିବା ଉଚିତ୍‌: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ଲକ୍ଷ୍ନୌ,୯।୭: ଗୁଜରାଟ ହାଇକୋର୍ଟ ‘ମୋଦି ଉପନାମ’ ସହିତ ଜଡିତ ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି। ରାହୁଲ ଗାନ୍ଧୀ ପୁନଃର୍ବିଚାର ମାମଲା ହାଇକୋର୍ଟରେ ଖାରଜ ହେବା ପରେ ପଦ୍ମଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ…

କ୍ରିକେଟ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆ-ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଦଳର ପ୍ରବେଶ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଭାରତୀୟ କ୍ରିକେଟ ଦଳର ପ୍ରସ୍ତୁତିକୁ ମଜବୁତ କରିବାର ଶେଷ ସୁଯୋଗ ରହିଛି। କାରଣ ବିଶ୍ୱକପ ୨୦୨୩ ଆରମ୍ଭ ହେବାକୁ ୯୦ ଦିନରୁ କମ ସମୟ ବାକି ଅଛି। ଆଇସିସି ୩ ସପ୍ତାହ ପୂର୍ବରୁ…

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୭: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଦିଲ୍ଲୀରେ ପ୍ରବଳ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୧୯୮୨ ପରଠାରୁ…

ଚାଇନାରେ ପ୍ରାକୃତିକ ବିପର୍ଯ୍ୟୟ: କେଉଁଠି ପ୍ରଚଣ୍ଡ ଗରମ ତ କେଉଁଠି ବନ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ,୯।୭: ଚାଇନାରେ ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଜଳବାୟୁ ବରିବର୍ତ୍ତନ ଯୋଗୁ କେଉଁଠି ପ୍ରବଳ ବର୍ଷା ହେଉଛି ତ କେଉଁଠି ବନ୍ୟା ଯୋଗୁଁ ଚାଇନାବାନୀ ଆର୍ତ୍ତ ଚିତ୍କାର କରୁଛନ୍ତି। ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନ ହୋଇଛି।…

ଟିକସ ବୃଦ୍ଧି ନେଇ କେନିଆରେ ପ୍ରଦର୍ଶନ, ୩ ମୃତ…

ନାଇରୋବି,୯।୭ : ଟିକସ ବୃଦ୍ଧି ନେଇ କେନିଆରେ ଚାଲିଥିବା ବିରୋଧ ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ଡାକ୍ତରଖାନା ଅଧିକାରୀ ଏବଂ ଦୁଇ ଜଣ ପୋଲିସକୁ ଏନେଇ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି କେନିଆରେ ହୋଇଥିବା ବିକ୍ଷୋଭରେ…

ନିଜ ପ୍ରତିଭା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଭେଙ୍କଟ

ହାଇଦ୍ରାବାଦ୍‌,୯।୭: ଇଚ୍ଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ସାଧାରଣ ବ୍ୟକ୍ତିଙ୍କ ଠାରୁ ବି କୌଣସି ଗୁଣରେ କମ ନୁହଁନ୍ତି ତେଲେଙ୍ଗାନାର ଅଟିଷ୍ଟିକ ଗାୟକ କାମିସେଟ୍ଟି ଭେଙ୍କଟ। ନିଜ ପ୍ରତିଭା ଜରିଆରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଛନ୍ତି।…

ନୀତୀଶ ପୁଣି ଭାଜପା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ସମ୍ପ୍ରତି ବିହାର ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ବିଷୟରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଅନୁମାନ କରାଯାଉଛି ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ…

ଗୈରିକ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଫଟୋ ଶେୟାର କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ବନ୍ଦେ ଭାରତ ଏକ୍ସପ୍ରେସକୁ ବର୍ତ୍ତମାନ ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟ୍‌ କରି ଏହାର ଝଲକ ଦେଖାଇଛନ୍ତି। ସେ ତାଙ୍କ ଟୱିଟର ହ୍ୟାଣ୍ଡେଲରେ ବନ୍ଦେ ଭାରତର ନୂଆ ଲୁକ୍‌କୁ ଶେୟାର କରିଛନ୍ତି। ଟ୍ବିଟ୍‌ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri