Home

ପୁରସ୍କାର ବ୍ୟକ୍ତିର ଅନାବଶ୍ୟକତାର ଉପଲବ୍ଧି କରାଏ

ଓଡ଼ିଶାର ନାଟକ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର। ଟେଲିଭିଜନ୍‌, ଫିଲ୍ମ, ରେଡିଓ ସହ ୟୁଟ୍ୟୁବରେ ମଧ୍ୟ ସେ ଶୁଣାଉଛନ୍ତି ନାଟକୀୟ କାହାଣୀ। ରଚନା, ନିର୍ଦ୍ଦେଶନା ଓ ଅଭିନୟ ମାଧ୍ୟମରେ ୨୦୧୫ ନଭେମ୍ବର ସୁଦ୍ଧା ୧୦୦ରୁ ଅଧିକ ନାଟକରେ ସେ…

ଦେଶର ନାଁ ବଦଳାଇଲେ ମୂଲ୍ୟ ଦେବାକୁ ହେବ

ନୂଆଦିଲ୍ଲୀ,୧୧ା୯ : ଦେଶର ନାଁ ଇଣ୍ଡିଆ ଏବଂ ଭାରତ ପରିବର୍ତ୍ତେ କେବଳ ଭାରତ ରଖିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାଜପାକୁ ଟାର୍ଗେଟ କରିଛନ୍ତି। ଯେଉଁମାନେ ଭାରତର ଆତ୍ମା…

ବି.ଏଡ୍‌ ଶିକ୍ଷକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୧।୯: (ଅସମାପିକା ସାହୁ)- ମିଳିତ ପ୍ରାଥମିକ ମୂଳ ନିଯୁକ୍ତ ବି.ଏଡ୍‌ ଶିକ୍ଷକ ମହାସଂଘର ଏକ ଜରୁରୀକାଳୀନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିଧାନସଭା ପୂର୍ବରୁ ଯଦି ସରକାର ଦାବି ସମ୍ପର୍କରେ କୌଣସି ପଦକ୍ଷେପ…

ଇଣ୍ଡିଆ ବୁକ୍‌ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ଭାରତ ମାନଚିତ୍ର

ବ୍ରହ୍ମପୁର,୧୧ା୯(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପେନ୍‌ସିଲ ମୁନରେ କରିଥିବା କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ସତ୍ୟ ଗତ ସ୍ବାଧୀନତା ଦିବସ ଅବସରରେ ୨ ମିଲିମିଟର ଉଚ୍ଚତା ଓ…

ଡ୍ରାଇଭର ଢୁଳାଉଥିଲେ ସତର୍କ କରାଇବ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଟ୍ରେନ୍‌ ଚଳାଉଥିବାବେଳେ ଡ୍ରାଇଭରଙ୍କ ଆଖିପତା ଲାଗିଗଲେ, ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିକ ଡିଭାଇସ୍‌ ଏହାକୁ ଚିହ୍ନଟ କରି ତାଙ୍କୁ ଟ୍ରେନ୍‌ ଅଟକାଇବା ପାଇଁ ସତର୍କ କରାଇଦେବ। ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ (ଏନ୍‌ଏଫ୍‌ଆର୍‌) ଏଭଳି ଏକ ଡିଭାଇସ୍‌ ବିକଶିତ…

କେନ୍ଦ୍ରର ଫମ୍ପା ବିକାଶ ପଦାରେ ପଡ଼ିଲା: କଂଗ୍ରେସ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି-୨୦ ସମିଟ୍‌ ଆୟୋଜନ ସ୍ଥଳ ନବନିର୍ମିତ ଭାରତ ମଣ୍ଡପମ୍‌ରେ ପାଣି ଜମିଥିବାର ଭିଡିଓ ଶେୟାର କରି କେନ୍ଦ୍ର ସରକାରଙ୍କ ଫମ୍ପା ବିକାଶ ପଦାରେ ପଡ଼ିଲା ବୋଲି ରବିବାର କଂଗ୍ରେସ କହିଛି। ଉକ୍ତ ଭିଡିଓରେ ପାଣି ଜମିଥିବା କରିଡରରେ ଲୋକେ…

ୟୁଏନ୍‌ଏସ୍‌ସିର ସମ୍ପ୍ରସାରଣ ଦାବି ଉଠିଲା

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି୨୦ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ସମ୍ପ୍ରସାରଣ ଦାବିକୁ ଦୋହରାଇବା ସହ ବିଶ୍ୱର ନୂଆ ବାସ୍ତବତାର ପ୍ରତିଫଳନ ଲାଗି ବୈଶ୍ୱିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ସ୍ପଷ୍ଟ…

୧୨ରେ ଘୂର୍ଣ୍ଣିବଳୟ: ଆଜି ୧୯ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୧।୯(ଅନୁରାଧା ମହାରଣା): ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସୋମବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ

ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ…

ସୁଦାନର ରାଜଧାନୀ ଖାର୍ତୁମ ଉପରେ ଡ୍ରୋନ ଆକ୍ରମଣ: ୪୦ ମୃତ, ୩୬ରୁ ଅଧିକ ଆହତ…

ନୂଆଦିଲ୍ଲୀ,୧୧।୯ : ସୁଦାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ଆରଏସଏଫ ମଧ୍ୟରେ ବିବାଦ ମଧ୍ୟରେ ରାଜଧାନୀ ଖାର୍ତୁମର ଏକ ବଜାରରେ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪୦ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ କର୍ମୀ କହିଛନ୍ତି ୩୬ ରୁ ଅଧିକ ଲୋକ…

ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୧୦୦ ଟପିଲା, ୧୫୦୦ ଭାରତୀୟଙ୍କୁ ନେଇ ବଢ଼ିଲା ଚିନ୍ତା…

ରାବତ,୧୧।୯: ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି। ଏଥିସହ ୨,୦୫୯ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି ଭାରତୀୟଙ୍କର କ୍ଷତି ହେବାର ଖବର ନାହିଁ। ରାବତରେ ଥିବା…

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ ସାହାଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri