ଆଜମ ଖାନଙ୍କ ଘରେ ଆୟକର ଚଢାଉ
ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ ଆଜମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ ସକାଳୁ…
ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ଶପଥ ନେବେ ଥରମାନ୍ ଶାନମୁଗରତ୍ନମ
ସିଙ୍ଗାପୁର,୧୩।୯: ସିଙ୍ଗାପୁରରେ ରାଷ୍ଟ୍ରପତି ନର୍ବାଚନରେ ଜିତିଥିବା ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥରମାନ୍ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ ଅର୍ଥାତ୍ ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଥରମାନ୍ ଶାନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହିତ…
ତେଲଙ୍ଗାନା ମୁକ୍ତି ଦିବସରେ ସାମିଲ ହେବା ପାଇଁ ହାଇଦ୍ରାବାଦ ଯିବେ ଶାହା
ନୂଆଦିଲ୍ଲୀ,୧୩।୯: ସେପ୍ଟେମ୍ବର ୧୭ରେ ହାଇଦ୍ରାବାଦରେ ଆୟୋଜିତ ତେଲଙ୍ଗାନା ମୁକ୍ତି ଦିବସ ଉତ୍ସବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପରେଡ ଗ୍ରାଉଣ୍ଡରେ କେନ୍ଦ୍ର ଏହି କାର୍ଯ୍ୟକ୍ରମ…
ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ
ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଏନ୍ଏଚ୍-୨୧ସ୍ଥିତ ଲଖନପୁର…
ଅନ୍ୟଙ୍କୁ ନ ଦେଖାଇ କେବଳ ନିଜେ ଅଶ୍ଳୀଳ ଭିଡ଼ିଓ ଦେଖିଲେ ଏହାକୁ କୁହା ଯିବନି ଅଶ୍ଳୀଳତା ଅପରାଧ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୨।୯ : କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଥିବା…
ଶଳାର ବେକ କାଟି ଭିଣେଇ ଫେରାର୍
କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)। ସୂଚନାଯୋଗ୍ୟ,…
ଆଦିଲଙ୍କ ସହ ବଲିଉଡ୍ରେ ଡେବ୍ୟୁ କରିବେ ଅଶନୁର
ଡେବ୍ୟୁ କରିବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଶନୁର କୌର। ସେ ଆଦିଲ ଖାନ୍ଙ୍କ ସହ ଚଳଚ୍ଚିତ୍ରରେ ନାୟିକା ସାଜିବେ। ଛତିଶଗଡ଼ରେ ଏହି ଫିଲ୍ମର ଶୁଟିଂ ହୋଇଛି। ଫିଲ୍ମକୁ‘ଶାଦି ମେ ଜରୁର୍ ଆନା’ ଫେମ୍ ରତ୍ନା ସିନ୍ହାଙ୍କ ପ୍ରଯୋଜନା ସଂସ୍ଥା ବ୍ୟାନ୍ରରେ…
ସ୍ପିନ୍ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?ଜାଣନ୍ତୁ…
କଲମ୍ବୋ,୧୨।୯: ପାକିସ୍ତାନ ବିପକ୍ଷ ଏସିଆ କପ୍ ସୁପର ୪ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ୨୨୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ୨୪ ଘଣ୍ଟା ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ…
ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା
କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି…
ଆଇରନ ବୋଝେଇ ଟ୍ରକରେ ନିଆଁ
କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ଫଳରେ ଟ୍ରକ ଚାଳକ ସେଠାରୁ ଡେଇଁ ଜୀବନ ବଞ୍ଚାଇଥିଲେ। ମଙ୍ଗଳବାର…
ଏତିହାଦ୍ ଏୟାରଓ୍ବେଜ୍ର ବ୍ରାଣ୍ଡ ଆମ୍ବାସାଡର ହେଲେ କଟ୍ରିନା
ନୂଆଦିଲ୍ଲୀ,୧୨।୯: ୟୁଏଇର ଜାତୀୟ ପରିବହନକାରୀ ସଂସ୍ଥା ଏତିହାଦ୍ ଏୟାରଓ୍ବେଜ୍ ବଲିଉଡ ସୁପଷ୍ଟାର କଟ୍ରିନା କୈଫଙ୍କୁ ଏହାର ନୂତନ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୧୦ରେ କଟ୍ରିନା ଏତିହାଦ୍ ସହ କାମ କରିଥିଲେ। ତେବେ ଏବେ କଟ୍ରିନା ପ୍ରଚାର…
ଘର ଛାଡି ବିବାହ କରିବାରୁ ଝିଅର ଶୁଦ୍ଧି କ୍ରିୟା କଲେ ବାପା
ଗଜପତି,୧୨।୯(ସୁକାନ୍ତ କୁମାର ରଥ)ନିଜ ଝିଅ ବଞ୍ଚିଥିବାବେଳେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ…
Archives


