ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍ଓସି ମାଗିଲେ ଦୁଇ ଧୁରନ୍ଧର
ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍ର ପ୍ରତିନିଧିତ୍ୱ କରିବା ଲାଗି…
ନ୍ୟୁଜ୍କ୍ଲିକ୍ ମାମଲା: ବରିଷ୍ଠ ବିଚାରପତିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ
ନୂଆଦିଲ୍ଲୀ,୧୨।୮: ବିବାଦୀୟ ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ୨୫୦ରୁ ଅଧିକ ବରିଷ୍ଠ ଅଧିକାରୀ। ପୂର୍ବତନ ବିଚାରପତି ତଥା ରାଷ୍ଟ୍ରଦୂତଙ୍କ ସମେତ ୨୫୫ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନ ବିଚାରପତି ଡି.ଓ୍ବାଇ…
‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’
ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍ ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ୍ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ…
ରୁପେ କ୍ରେଡିଟ୍ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍ବିଆଇ କାର୍ଡ
ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍ କାର୍ଡ କମ୍ପାନୀ ଏସ୍ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଉପଲବ୍ଧ…
ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ
ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ପ୍ରଯୋଜନା…
ଏଣିକି ଅଭିଯୁକ୍ତ ଗିରଫ ହେଲେ ତୁରନ୍ତ ପରିବାରକୁ ଦିଆଯିବ ସୂଚନା, ୨୦୨୭ ସୁଦ୍ଧା ଅନଲାଇନ ହେବ ସବୁ କୋର୍ଟ
ନୂଆଦିଲ୍ଲୀ,୧୨।୮: ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ତିନୋଟି ବିଲ ଆଗତ କରିବାବେଳେ ଏହା ଭାରତୀୟ ଅପରାଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଅଭିଯୋଗକାରୀ ଶୀଘ୍ର ନ୍ୟାୟ ପାଇବା, ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ଆଇନ ବ୍ୟବସ୍ଥାକୁ…
କୋଭିଡ୍ ସମୟରେ ଗର୍ଭବତୀ ଥିଲେ ରାଣୀ, ହେଲେ…
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରି ଚମକାଇଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ। କୋଭିଡ ମହାମାରୀ ସମୟରେ ସେ ଦ୍ୱିତୀୟ ଥର ଲାଗି ଗର୍ଭବତୀ ଥିଲେ। ହେଲେ ପାଞ୍ଚ ମାସ ପରେ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା। ଏନେଇ ରାଣୀ ମେଲବୋର୍ନରେ…
ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ କରାଯାଇଛି ସମାଧାନ
ନୂଆଦିଲ୍ଲୀ,୧୨।୮: ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ ସମାଧାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ଅଧୀନରେ ୨୮୭ କୋଟି ଟଙ୍କାର ୧.୬…
ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ଖୋଲି ଯାଇଥାଆନ୍ତା ବିରୋଧୀଙ୍କ ଅହଂକାରୀ ମେଣ୍ଟର ମୁଖା: ମୋଦିି
ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଆଞ୍ଚଳିକ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ ଦେଖିଛି ଯେ ବିରୋଧୀଦଳପାର୍ଲାମେଣ୍ଟରୁ ପଳାୟନ କରିଛନ୍ତି। ଯଦି ଏମାନେ ସେଠାରେ ରହିଥାନ୍ତେ, ତେବେ…
ୟୁପି ଏନକାଉଣ୍ଟର: ଏନକାଉଣ୍ଟରରେ ୧୪୪ଟି ମାମଲାରେ ହୋଇଛି କେସ୍ କ୍ଲୋଜ୍
ଲକ୍ଷ୍ନୌ,୧୨।୮: ୨୦୧୭ରୁ ଏବେ ଯାଏଁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ଯାଞ୍ଚ ଉପରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ମାମଲାଗୁଡ଼ିକ ମଧ୍ୟରୁ କେତୋଟି ସନ୍ଦିଗ୍ଧ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ସନ୍ଦିଗ୍ଧ ମାମଲାରୁ କାହାକୁ ଗିରଫ…
ବିଦେଶ ଯିବେ ରାହୁଲ
ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ ଯେତେବେଳେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା ରଦ୍ଦ…
ପ୍ରଦୀପ କୁରୁଲକରଙ୍କୁ ସୁରକ୍ଷା ଦେବା ପାଇଁ ଦେଶଦ୍ରୋହ ଆଇନ ହଟାଇଛନ୍ତି ସରକାର!
ମୁମ୍ବାଇ,୧୨।୮: ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାଜପା ଓ ମୋଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ପୁଣେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଦେଶଦ୍ରୋହ ଲଗାଇନାହାନ୍ତି। ସେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ ଥିବା…
Archives


