Home

ଦିଲ୍ଲୀରେ କୃତ୍ରିମ ବର୍ଷା କରିବ ଆଇଆଇଟି କାନପୁର, ଶୀତକାଳୀନ କାର୍ଯ୍ୟ ଯୋଜନା ନେଇ ପ୍ରସ୍ତୁତି..

ନୂଆଦିଲ୍ଲୀ,୧୩।୯ : ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ଏବଂ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଆଇଆଇଟି କାନପୁରର ବିଶେଷଜ୍ଞମାନେ କୃତ୍ରିମ ବର୍ଷା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଚିବାଳୟରେ ଏହି ବିଷୟରେ ଏକ ଉପସ୍ଥାପନା କରାଯାଇଥିଲା। ଏହା ଦର୍ଶାଯାଇଥିଲା…

ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି

ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି। ତେବେ…

ଶିନ୍ଦେ ମୋ ପାଖକୁ ଆସିଲେ ଭାଙ୍ଗିବି ଅନଶନ: ମନୋଜ ଜାରଙ୍ଗେ…

ମୁମ୍ବାଇ,୧୩।୯ : ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରଙ୍ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟରେ ଅନଶନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଶିନ୍ଦେ ଆସି ତାଙ୍କୁ ଭେଟିବା ପରେ ହିଁ ସେ ଅନଶନ ଭାଙ୍ଗିବେ। ମଙ୍ଗଳବାର ଦିନ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଯନ୍ତ୍ରୀ ବାଣେଶ୍ବର ନାଏକଙ୍କ ବାରିପଦା ରଘୁନାଥପୁରସ୍ଥିତ ୩ମହଲା ବାସଭବନ, ସରକାରୀ କାର୍ଯ୍ୟାଳୟ,…

ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…

ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।…

ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ ହେବ…

ନୂଆଦିଲ୍ଲୀ,୧୩।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ରାଜ ଭବନରୁ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିବେ। ‘ଆୟୁଷ୍ମାନ ଭବ’ ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଦେଶର ପ୍ରତ୍ୟେକ…

୨୩ ସେପ୍ଟେମ୍ବରରେ କାଶୀ ଯିବେ ପ୍ରଧାନମନ୍ତ୍ରୀ, ୧୦୦୦ କୋଟି ପ୍ରକଳ୍ପର ଦେବେ ଉପହାର

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩ରେ କାଶୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଏକ ବଡ଼ ଉପହାର ଦେବେ। ବାରାଣାସୀ କମିଶନର ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି କାଶୀରେ ପ୍ରାୟ ୩ ଘଣ୍ଟା…

ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଆଗ୍ରହୀ ୟୁକ୍ରେନ: ପୁଟିନ୍‌

ମସ୍କୋ,୧୩।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସହିତ ସାକ୍ଷାତ କରିବାର କିଛି ଘଣ୍ଟା ପୂର୍ବରୁ ଏକ ବଡ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ଆମେରିକା ଏବଂ ବ୍ରିଟେନ ଆଣବିକ ଅସ୍ତ୍ର ଦ୍ୱାରା…

ମଣିପୁରରେ ହିଂସାକୁ ରୋକିବା ପାଇଁ ୩୫୬ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ, ରାଜନୈତିକ ମହଲରେ ଚର୍ଚ୍ଚା…

ଇମ୍ଫାଲ,୧୩।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉ ନାହିଁ। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଦାବି କରିଛନ୍ତି ହତ୍ୟା ଆଉ ଘଟୁନାହିଁ, କିନ୍ତୁ ସମୟକ୍ରମେ ଏଭଳି ଘଟଣା ଜାରି ରହିଛି। ମଙ୍ଗଳବାର…

କାବେରୀ ଜଳ ବିବାଦ: ସିଦ୍ଦରାମାୟା ଡାକିଲେ ଜରୁରୀକାଳୀନ ବୈଠକ…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ ବୈଠକ ଡାକିଛନ୍ତି। ବାସ୍ତବରେ, କାବେରୀ ଜଳ ପରିଚାଳନା ପ୍ରାଧିକରଣ (ସିଡବ୍ଲୁଆରସି) ତାମିଲନାଡୁକୁ ଆସନ୍ତା ୧୫…

ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା…

ପ୍ୟୋଙ୍ଗୟାଙ୍ଗ,୧୩।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛି। ଜାପାନର ପିଏମଓ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛି ଯେ…

ଆଜମ ଖାନଙ୍କ ଘରେ ଆୟକର ଚଢାଉ

ଲକ୍ଷ୍ନୌ,୧୩।୯: ପୂର୍ବତନ ମନ୍ତ୍ରୀ ତଥା ଏସପିର ବରିଷ୍ଠ ନେତା ଆଜମ ଖାନଙ୍କ ଘରେ ବୁଧବାର ଆୟକର ବିଭାଗ ଚଢାଉ କରିଛି। ଜୌହର ଟ୍ରଷ୍ଟରେ ହୋଇଥିବା ଅନିୟମିତତା ପାଇଁ ଆଜମ ଖାନଙ୍କ ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁର ଏବଂ ଲକ୍ଷ୍ନୌରେ ସକାଳୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri