Home

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଢିଲା ସମସ୍ୟା: ପୁଅ ହଣ୍ଟର୍‌ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ୍‌,୧୫।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ ବଢିବାରେ ଲାଗିଛି। ଫେଡେରାଲ ଫାୟାରଆର୍ମସ ଅଭିଯୋଗରେ ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହଣ୍ଟର୍‌ଙ୍କ ବିରୋଧରେ ଅନୁସନ୍ଧାନ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହାପୂର୍ବରୁ ଆମେରିକା ସଂସଦର ବାଚସ୍ପତି କେଭିନ…

ପ୍ରୋତ୍ସାହନ ଅଭାବରୁ ବାଧାପ୍ରାପ୍ତ ହେଉଛି ହସ୍ତଶିଳ୍ପ

ଡେରାବିଶ,୧୫ା୯(ବେବର୍ତ୍ତା ଅଜୟ ଦାସ): ବାଉଁଶର ଅଭାବ ଯୋଗୁ ବିଲୁପ୍ତ ହେବାକୁ ବସିଲାଣି ବାଉଁଶର ହାତ ତିଆରି ଘରକରଣା ସାମଗ୍ରୀ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତଶିଳ୍ପ ବାଧାପ୍ରପ୍ତ ହେଉଛି। ଯଦି ପ୍ରୋତ୍ସାନ ମିଳନ୍ତା ଏହି କୁଟିିରଶିଳ୍ପ ବଞ୍ଚିତ ରହନ୍ତା ବୋଲି କାରିଗରମାନେ…

୮କୋଟି ଟଙ୍କାରେ ନିର୍ମିତ ବେଡ଼ାରୀ-କୂଳତୁଠି ରାସ୍ତା ୩ ମାସ ଗଲାନି

ପାଟକୁରା,୧୫ା୯(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେରି ପଞ୍ଚାୟତ ବେଡାରୀ-କୁଳତୁଠି ଗ୍ରାମ ରାସ୍ତା ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ହେଲେ ସେହି କାମ ସରିବାର ୩ ମାସ ଯାଇନି ବେରିମଳିକ…

କଂଗ୍ରେସ ବିଧାୟକ ଗିରଫ

ନୂଆଦିଲ୍ଲୀ,୧୫।୯: ନୁହ ହିଂସା କରିବାକୁ ଷଡଯନ୍ତ୍ର ଅଭିଯୋଗରେ ହରିୟାଣା ପୋଲିସ ବିଳମ୍ବିତ ରାତିରେ ରାଜସ୍ଥାନର ଫିରୋଜପୁର ଝିରକାର କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଛି। ଡିଏସପି ସତୀଶ କୁମାର ଏହା ନିଶ୍ଚିତ କରିଛନ୍ତି। ଆଜି ମାମନଙ୍କୁ କୋର୍ଟରେ ହାଜର କରାଯିବ।…

ଖୋଳୁଛନ୍ତି ଅଧିକ ଢଳେଇ କରୁଛନ୍ତି କମ୍‌

ନାଉଗାଁ,୧୫ା୯(ସୁଧା ବେହୁରା): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ସହ ପାଇପ୍‌ ଲାଇନ୍‌ ବିଛାକାର୍ଯ୍ୟ ଜାରି ରହିଛି। ଠିକାଦାରଙ୍କ ଦ୍ୱାରା ଏସବୁ କାର୍ଯ୍ୟ ଚାଲିଥିବାବେଳେ ତଦାରଖ କରିବା ପାଇଁ ଗ୍ରାମ୍ୟ…

ବଜରଙ୍ଗଙ୍କୁ ଦିଲ୍ଲୀ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୯(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ୍‌(ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂ ଯୌନ ଶୋଷଣ ମାମଲାରେ ବଜରଙ୍ଗ ପୁନିଆଙ୍କୁ ଆଶ୍ୱସ୍ତି। କୋଚ୍‌ ନରେଶ ଦହିୟାଙ୍କ ପକ୍ଷରୁ ଆଗତ ମାନହାନି ମୋକଦ୍ଦମାରେ ବ୍ୟକ୍ତିଗତ ହାଜିରାରୁ କୋର୍ଟ ପୁନିଆଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଗୁରୁବାର ମେଟ୍ରୋପଲିଟାନ୍‌…

ଜିଲା ବାହାରେ ଦାଦନ ଖଟୁଛନ୍ତି ଯୁବବର୍ଗ

କେନ୍ଦ୍ରାପଡ଼ା, ୧୫ା୯(ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି। ରାଜ୍ୟର ୩ ବୃହତ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନ ମଜଭୁତ ପାଇଁ ରାଜନୈତିକ ରଣନୀତି ଅନୁଯାୟୀ କାର୍ଯ୍ୟକ୍ରମ ଜାରିରହିଛି। ତୃଣମୂଳସ୍ତରର ସମସ୍ୟା ଏଜେଣ୍ଡାରେ ସାମିଲ ହୋଇଛି। କଂଗ୍ରେସ…

୧୯୭୫ରୁ ଆରମ୍ଭ

ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ୧୩ଶ ସଂସ୍କରଣ ଭାରତର ବିଭିନ୍ନ ଗ୍ରାଉଣ୍ଡରେ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି। କ୍ରୀଡ଼ା ଜଗତରେ ଏବେ କ୍ରିକେଟ ଫିଭର। ଏସିଆ କପ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ କ୍ରିକେଟର ରୋମାଞ୍ଚକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା। କ୍ରିକେଟ…

ମୁଖ୍ୟମନ୍ତ୍ରୀଙ୍କୁ ଓଏଫ୍‌ସି ଜର୍ସି ଉପହାର

ଭୁବନେଶ୍ୱର,୧୫ା୯(ସରୋଜ ଜେନା):ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଆରମ୍ଭ ହେବାକୁ ଯାଉଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡ଼ିଶା ଫୁଟବଲ୍‌ କ୍ଲବ(ଓଏଫ୍‌ସି) ମୁଖ୍ୟ କୋଚ ଓ ଅଧିନାୟକ। ଗୁରୁବାର ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା, ଗୋଲ୍‌କିପର ତଥା ଅଧିନାୟକ ଅମରିନ୍ଦର…

ଆଜି ଶ୍ରୀମନ୍ଦିରରେ ସାତପୁରୀ ଭୋଗ ଲାଗି

ପୁରୀ,୧୫ା୯( ଅଜିତ୍‌ ମହାନ୍ତି): ପବିତ୍ର ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବରେ ବିବେଚନା କରାଯାଇଥାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ମାଟିରେ ନିର୍ମିତ ତାଡ଼ ମଧ୍ୟରେ ସାତପୁର ଦିଆ ପିଠା ଭୋଗ ହୋଇଥାଏ। ଶୁକ୍ରବାର ସପ୍ତପୁରୀ ଅମାବାସ୍ୟା (ମଳ) ପଡୁଥିବାରୁ…

ଭାରତ-ଶ୍ରୀଲଙ୍କା ଫାଇନାଲ

କଲମ୍ବୋ,୧୫ା୯: ଏସିଆ କପ୍‌ ଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଶ୍ରୀଲଙ୍କା। ଗୁରୁବାର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ବର୍ଷା କାରଣରୁ ମ୍ୟାଚ୍‌ଟି ୪୨ ଓଭର ବିଶିଷ୍ଟ…

ପୃଥିବୀର ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ,୧୫।୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍‌-୧ ମହାକାଶଯାନ ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମନିଭର୍‌’ ସଫଳତାର ସହ ପରିବର୍ତ୍ତନ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏକ୍ସ ମାଧ୍ୟମରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri