Home

ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା…

ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଭୂକମ୍ପର ୭ ଝଟ୍‌କା, ୧୫ ମୃତ

କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ୬.୩ ତିବ୍ରତା ବିଶିଷ୍ଟ ଭୂକମ୍ପରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନେକ ଲୋକ ଆହତ ହୋଇଥିବା…

ଡୁଡୁକାଠେଙ୍ଗା ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି

କୋକସରା,୭ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ଓ୍ବେ ଦର୍ଲିପଡ଼ା ଛକରୁ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଓ ଧବେନ ଚଞ୍ଚରା ୭ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ପଞ୍ଚାୟତର ଜଙ୍ଗଲ…

ଇସ୍ରାଏଲ ସହିତ ଫ୍ରାନ୍ସ-ବିଟ୍ରେନ-ୟୁକ୍ରେନ-ଜର୍ମାନୀ ଏକଜୁଟ…

ଜେରୁଜେଲମ,୭।୧୦ : ଶନିବାର ସକାଳେ ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ…

ଏ ହେଉଛି ଦୀପିକାଙ୍କ ଫିଟ୍‌ନେସ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ’ଣ ରହିଛି ତାଙ୍କ ଜୀବନଚର୍ଯ୍ୟା

ଫିଟ୍‌ ରହିବା ପାଇଁ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଣୁ ଆଜିର ଯୁବପୀଢ଼ି ଅଭିନୟ ସାଙ୍ଗକୁ ସେମାନଙ୍କ ଫିଟ୍‌ନେଟ୍‌ ରହିବାର ଫର୍ମୁଲା ବିଷୟରେ ଜାଣିବାକୁ ବେଶ ଇଚ୍ଛୁକ ଥାନ୍ତି। ସେପରି ଜଣେ ଅଭିନେତ୍ରୀ ହେଲେ…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରି, ନେତାନ୍ୟାହୁ କହିଲେ-ଆମେ ଯୁଦ୍ଧରେ ଅଛୁ

ଜେରୁଜେଲମ,୭।୧୦: ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରି ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ଅଫିସରମାନଙ୍କ ପରାମର୍ଶ ମାନିବାକୁ କୁହାଯାଇଛି। ଏହାଛଡ଼ା ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ…

ପଞ୍ଜାବୀ ଗାୟିକାଙ୍କୁ ହତ୍ୟା ଧମକ

ବମ୍ବେ: ଭାରତୀୟ ବଂଶୋଦ୍ଭବ ଅନ୍ତର୍ଜାତୀୟ ପଞ୍ଜାବୀ ଗାୟିକା ଜସ୍ମିନ ସାଣ୍ଡଲାସଙ୍କୁ ହତ୍ୟା ଧମକ। ଲରେନ୍ସ ବିଶ୍ନୋଇ ନାମରେ ଗାୟିକାଙ୍କୁ ଧମକପୂର୍ଣ୍ଣ ଫୋନ୍‌ ଆସିଛି। ଏହାକୁ ନେଇ ଜସ୍ମିନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହାଛଡ଼ା ଦିଲ୍ଲୀ ପୋଲିସ ମଧ୍ୟ ଫୋନ୍‌ କଲ୍‌ କିଏ…

ମ୍ୟାଚ୍‌ ମଝିରେ ନମାଜ ପଢ଼ିବାକୁ ଲାଗିଲେ ରିଜଓ୍ବାନ, ଭାଇରାଲ ହେଉଛି…

ହାଇଦ୍ରାବାଦ,୭।୧୦: ପାକିସ୍ତାନ କ୍ରିକେଟ ଟିମ୍‌ ବିଜୟରୁ ବିଶ୍ୱକପ୍‌ରେ ଯାତ୍ରା ଆରମ୍ଭ କରିଛି। ଶୁକ୍ରବାର ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ଦଳ ପରାଜିତ କରିଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନଙ୍କ ଭଲ ବ୍ୟାଟିଂ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ…

ପରଦାକୁ ଫେରୁଛନ୍ତି କରୀନା

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ତାଙ୍କର ଫିଲ୍ମକୁ ନେଇ କନ୍‌ଫର୍ମ କରିଛନ୍ତି। ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିବା ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର…

ଏମ୍ସରେ ଆରମ୍ଭ ହେବ ଆଧ୍ୟାତ୍ମିକ ଚିକିତ୍ସା: ଗଠନ ହେଲା କମିଟି…

ନୂଆଦିଲ୍ଲୀ,୭।୧୦ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଆଧୁନିକ ବିଜ୍ଞାନ ମାଧ୍ୟମରେ ଚିକିତ୍ସା ପାଇଁ ଦିଲ୍ଲୀ ହେଉଛି ସର୍ବୋତ୍ତମ ଡାକ୍ତରଖାନା କିନ୍ତୁ ବର୍ତ୍ତମାନ ଏବେ ଆଧ୍ୟାତ୍ମିକ ଚିକିତ୍ସା ମଧ୍ୟ ଏଠାରେ ଲୋକେ ପାଇପାରିବେ। ଯୋଗ, ଆୟୁର୍ବେଦ ଏବଂ ନେଚରପାଥି…

ବିଶ୍ୱକପ୍‌ରେ ସବୁଠାରୁ ଦ୍ରୁତ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର, ଭାଙ୍ଗିଲେ ୧୨ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଇଥିବା ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଆଡେନ୍‌ ମାର୍କ୍ରାମ। ସେ ମାତ୍ର ୪୯ ବଲ୍‌ରେ ଶତକ ମାରି ବିଶ୍ୱକପ୍‌ ଇତିହାସରେ ସବୁଠାରୁ ଦ୍ରୁତ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?