ଟ୍ରୋଲ ହେଉଛନ୍ତି ପ୍ରିୟଙ୍କାଙ୍କ ମା’

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା। ନିଜର ପୋଷାକକୁ ନେଇ ଏବେ ତାଙ୍କୁ କଟାକ୍ଷ କରାଯାଉଛି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ସେ କଳାରଙ୍ଗର ଟ୍ରାନ୍ସପାରେଣ୍ଟ ଟପ୍‌ ସହ ଟ୍ରାଉଜର ପିନ୍ଧିଥିଲେ। ସେଠାରୁ ଫେରିବା ବେଳର ଭିଡିଓ ଭାଇରାଲ ହେବା ପରେ ଲୋକଙ୍କୁ ତାଙ୍କ ପୋଷାକ ପସନ୍ଦ ଆସିନାହିଁ। ତାଙ୍କ ଝିଅ ହିରୋଇନ୍‌ ସେ ନୁହେଁ ବୋଲି ଜଣେ ବ୍ୟବହାରକାରୀ ପ୍ରିୟଙ୍କାଙ୍କ ମା’ଙ୍କୁ କଟାକ୍ଷ କରି କହିଥିବା ବେଳେ ଅନ୍ୟଜଣେ ‘ଫ୍ୟାଶନୋଭା ମମ୍ମି’ ବୋଲି କହୁଛନ୍ତି। ସେହିଭଳି ସେ ଏଭଳି ପୋଷାକ ପିନ୍ଧିବା ଲାଗି ବୟସ୍କ ବୋଲି କିଛି କହୁଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ପପୁ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ: ଷଡ଼ଯନ୍ତ୍ର କରି…

ବଲାଙ୍ଗୀର,୧୧।୫ ( ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସୋନପୁର ରାସ୍ତା ବନବାହାଲ ଛକ ନିକଟରେ ଏକ ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି ।…

ପର୍ନ ଷ୍ଟାରଙ୍କ ସହ କୋହଲି! ଫଟୋ ଭାଇରାଲ୍‌ ପରେ କ୍ରିକେଟ୍‌ ଜଗତରେ…

ନୂଆଦିଲ୍ଲୀ,୧୧।୫: ଆଜିକାଲି ବିରାଟ କୋହଲି IPL ୨୦୨୬ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବାର ଦେଖାଯାଉଛି। ପୂରା ସିଜିନରେ କୋହଲି ଦମଦାର ଫର୍ମରେ ଅଛନ୍ତି। ଏହା…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଅନ୍‌ଲାଇନ୍‌ ଟ୍ରେଡିଂ ନାମରେ ଠକେଇ, ଆନ୍ଧ୍ରରୁ ଗିରଫ ହେଲେ ମାଷ୍ଟରମାଇଣ୍ଡ୍‌

କୋରାପୁଟ,୧୧ା୫(ଅମିତାଭ ବେହେରା): ଅନ୍‌ଲାଇନ୍‌ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ଘଟଣାରେ…

ବିଜ୍ଞପ୍ତି ଜାରିି: ସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ VBGRAMG ଆକ୍ଟ-୨୦୨୫ ଲାଗୁ

ନୂଆଦିଲ୍ଲୀ,୧୧।୫: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସୋମବାର VBG RAMG ଆକ୍ଟ-୨୦୨୫ ଲାଗୁ ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଜୁଲାଇ ପହିଲା ୨୦୨୬ରୁ VB-G RAM…

ଭବାନୀପାଟଣାରେ ବର୍ଷିଲେ ମୋକିମ, କହିଲେ ମୁଁ କୌଣସି ଗଡ଼କୁ ବିଶ୍ୱାସ କରେନି

ଭବାନୀପାଟଣା,୧୧ା୫(ଉତ୍ତମ ଦାଶ): କଳାହାଣ୍ଡିର ବିକାଶ ନାଁରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସୋମବାର ଏକ ବିଶାଳ ସମାବେଶ ଆୟୋଜନ କରାଯାଇଛି। ଭବାନୀପାଟଣାରେ ଆୟୋଜିତ ଏହି ସମାବେଶରେ ପିସିସି…

ମୁଖ୍ୟମନ୍ତ୍ରୀ ହେଉ ହେଉ ପ୍ରଥମ କ୍ୟାବିନେଟ ବୈଠକରେ ୬ ବଡ଼ ନିଷ୍ପତ୍ତି ନେଲେ ଶୁଭେନ୍ଦୁ, ଯାହା କରି ନଥିଲେ ଦିଦି କରି ଦେଖାଇବେ ଅଧିକାରୀ

କୋଲକାତା,୧୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ,…

ଅନ୍ୟ ଥାନା ଉପରେ ନିର୍ଭର କରୁଛି ପୁରୁଷୋତ୍ତମପୁର ପୋଲିସ: ମହିଳା-ଶିଶୁ ଡେକ୍ସରେ ପୁରୁଷ ଅଧିକାରୀ, ସମସ୍ୟା ଜଣାଇବାକୁ କୁଣ୍ଠିତ ପୀଡ଼ିତା

ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri