ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ
ନୟାଗଡ଼,୧୪ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶଯ୍ୟା ନ ପାଇ ବାରଣ୍ଡାରେ ଶୋଇ ଚିକିସତ୍ିତ ହେଉଛନ୍ତି। ଏଭଳି ଘଟଣା ଦିନକର ନୁହେଁ। ପ୍ରାୟ ୧୫ ଦିନ ହେଲା ଏହି ଅବ୍ୟବସ୍ଥା ଲାଗି ରହିଛି। ସେପଟେ ସରକାରୀ ରେକର୍ଡ କହୁଛି…
ଚିନ୍ମୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୪ା୮,(ବିଜୟ ରଣା): କାନାଡାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଓ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚିନ୍ମୟୀ ଭୂୟଁାଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚିନ୍ମୟୀ ଭୁବନେଶ୍ୱର ସହାରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ। ସେ…
ରାଜ୍ୟ ସ୍କୁଲ ଓପନ ଚେସ୍: ସାଇ ରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୧୪ା୮, (ବିଜୟ ରଣା): ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍-୮ ଓ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ (ଓଏସ୍ସିଏ)ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ ଓପନ ଚେସ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଟାଉନ୍ର ସାଇ ରଞ୍ଜନ ମିଶ୍ର ୫.୫…
ପାହାଳରେ ୟାମାହାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୪।୮(ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ୟାମାହା ମୋଟର ଇଣ୍ଡିଆ’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଇଷ୍ଟର୍ନ ଇଣ୍ଡିଆରେ ଏହା ସର୍ବବୃହତ ୟାମାହା ଦୁଇ ଚକିଆ ଗାଡି ଶୋ’ରୁମ୍…
କଅଁଳ କାନ୍ଧରେ ବସ୍ତାନି ବୋଝ
ମହାକାଳପଡ଼ା,୧୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହେବା ପାଇଁ ପ୍ରଚୁର ପରିମାଣରେ ଭିଟାମିନ ଆବଶ୍ୟକତା ରହିଛି। ତେବେ ଏହି କୋମଳମତି ପିଲାମାନଙ୍କର ପ୍ରାରମ୍ଭ କାଳରୁ ଶରୀର ଗଠନ ବିକଶିତ ହେବା ପୂର୍ବରୁ ଶାରୀରିକ କଷ୍ଟ ଅନୁଭବ…
ଫିଲିଙ୍ଗ ଷ୍ଟେଶନ ଉଦ୍ଘାଟିତ
ଭୁବନେଶ୍ୱର,୧୪।୮: ସ୍ମାର୍ଟସିଟି ଭୁବନେଶ୍ୱରର ଖାଦ୍ୟପ୍ରିୟ ଲୋକଙ୍କ ପାଇଁ ଖାରବେଳ ନଗରଠାରେ ଏକ ନୂଆ ମଲଟି କ୍ୟୁଜେନ ରେଷ୍ଟୁରାଣ୍ଟ (ରେସ୍ତୋରାଁ) ଫିଲିଙ୍ଗ ଷ୍ଟେଶନ୍ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି…
ସେନ୍କୋର ସ୍ବତନ୍ତ୍ର ଫ୍ରିଡମ୍ ଅଫର
ଭୁବନେଶ୍ୱର,୧୪।୮: ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଏକ ଆକର୍ଷଣୀୟ ଏବଂ ସ୍ବତନ୍ତ୍ର ଫ୍ରିଡମ୍ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ସ୍ବାଧୀନତା ଦିବସ ଉପଲକ୍ଷେ ସେନ୍କୋର ସ୍ବତନ୍ତ୍ର ଫ୍ରିଡମ୍ ଅଫର ସମସ୍ତ ସେନ୍କୋ ଷ୍ଟୋରରେ ଶୁଭାରମ୍ଭ କରାଯାଇଛି।…
ବେଦାନ୍ତର ଦକ୍ଷତା ପ୍ରଶିକ୍ଷଣ ସମ୍ପ୍ରସାରିତ
ଭୁବନେଶ୍ୱର,୧୪।୮ (ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଓଡିଶା ଏବଂ ଛତିଶଗଡ ୟୁନିଟ କାର୍ଯ୍ୟ ପରିସର ମଧ୍ୟରେ ଯୁବକମାନଙ୍କ ପାଇଁ ବିଶେଷ…
ଅବଧିର ୪ ବର୍ଷ ପରେ ବି ସରିଲାନି ନିର୍ମାଣ
ଯାଜପୁର ଅଫିସ,୧୪ା୮: ପରସେଣ୍ଟେଜ୍(ପିସି) କାରବାରର ଅବସାନ ଏବଂ ପ୍ରଶାସନର ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦେଖିବାକୁ ମିଳୁଛି। ଏହି ବିଭାଗରେ ବାର୍ଷିକ ବିପୁଳ କୋଟି ଟଙ୍କା…
ଏନ୍ଆର୍ଟିର ସଫଳ ପରୀକ୍ଷଣ
ଭୁବନେଶ୍ୱର,୧୪।୮: କଟକ ଏସ୍ସିବି ଡେଣ୍ଟାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଏକ ଅନନ୍ୟ କ୍ଲିନିକାଲ ପରୀକ୍ଷା ଅଭ୍ୟାସଗତ ତମାଖୁ ସେବନକାରୀଙ୍କ ଅଭ୍ୟାସକୁ ସଫଳତାର ସହ ଛଡାଇବାରେ ଫଳପ୍ରଦ ନିକୋଟିନ ରିପ୍ଲେସମେଣ୍ଟ ଥେରାପି (ଏନଆରଟି) ଉପରେ ତଥ୍ୟ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ନିଶ୍ଚିତ…
ଗିଫ୍ଟ ମହାବିଦ୍ୟାଳୟରେ ଦିନିକିଆ କର୍ମଶାଳା
ଭୁବନେଶ୍ୱର,୧୪।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଫର୍ ଟେକ୍ନୋଲୋଜି’ ବା ଗିଫ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍ ଆଣ୍ଡ ଡି ବିଭାଗ ଅନୁକୂଲ୍ୟରେ ଏକ ଦିନିକିଆ କର୍ମଶାଳା (ସେମିନାର) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦେଶର ସାଇବର ଡିଫେନ୍ସ…
ପୋକୋ ଏମ୍୬ ପ୍ରୋ ୫ଜି ଉନ୍ମୋଚିତ
ଭୁବନେଶ୍ୱର,୧୪।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଏମ୍ ସିରିଜର ନୂତନ ଉପତ୍ାଦ ‘ପୋକୋ ଏମ୍୬ ପ୍ରୋ ୫ଜି’ର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ବିଶେଷ କରି ପୋକୋ ଏମ୍୬ ପ୍ରୋ ୫ଜି, ୫ଜି ସ୍ମାର୍ଟଫୋନ୍ କ୍ଷେତ୍ରରେ ନୂତନ ମାନକ ଧାର୍ଯ୍ୟ…
Archives


