Home

ଆତଙ୍କବାଦୀଙ୍କ ଶୀତ ରଣନୀତି: ୧୦ ଦିନରେ ୫ ଅନୁପ୍ରବେଶ ଘଟଣା…

ଶ୍ରୀନଗର,୧୭।୯ : ଗତ ୧୦ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାଞ୍ଚଟି ଆତଙ୍କବାଦ ଏବଂ ଅନୁପ୍ରବେଶ ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅସୁବିଧାରେ ପକାଇଛି। ଏହା ସହିତ ସୁରକ୍ଷା ଏଜେନ୍ସିମାନଙ୍କୁ ଶୀତକାଳୀନ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ପୁନର୍ବିଚାର କରିବାକୁ ପଡିଛି। ଏହିପରି ଦୁଇଟି…

ଏସିଆ କପ: ଫାଇନାଲରେ ମଧ୍ୟ ବର୍ଷା ସଙ୍କଟ…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ। ତେବେ ଫାଇନାଲରେ ମଧ୍ୟ ବର୍ଷା ସଙ୍କଟ ରହିଛି। ପାଣିପାଗ ରିପୋର୍ଟ…

୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…

ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସେପ୍ଟେମ୍ବର ୨୧ (ଗୁରୁବାର) ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଆମେରିକାର…

ବିମାନ ଦୁର୍ଘଟଣା: ୧୪ ମୃତ

ବ୍ରାସିଲିଆ,୧୭ା୯: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟପାଳ କହିଛନ୍ତି, ଏହି ଦୁର୍ଘଟଣା ରାଜ୍ୟର ରାଜଧାନୀ ମନୌସଠାରୁ ୪୦୦ କିଲୋମିଟର ଦୂର ବାର୍ସିଲୋସ ପ୍ରଦେଶରେ ଘଟିଛି। ଆମାଜନର ରାଜ୍ୟପାଳ ଓ୍ବିଲସନ ଲିମା ଟୁଇଟ୍‌ କରି…

ଇସ୍ରୋ

ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌ (ଇସ୍ରୋ) ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଗୋଟିଏ ପରେ ଗୋଟିଏ ସଫଳ ପରୀକ୍ଷଣ ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ… -୧୯୬୨…

ଉପରାଷ୍ଟ୍ରପତି ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ…

ନୂଆଦିଲ୍ଲୀ,୧୭।୯ : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ରବିବାର ନୂତନ ସଂସଦ ଗୃହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂସଦୀୟ ପ୍ରକ୍ରିୟା ପୁରୁଣାରୁ ନୂତନ…

ଏଗ୍ରିକଲ୍ଚର ଫିଲ୍ଡରେ ଜବ୍‌

କୃଷି ବା ଏଗ୍ରିକଲ୍ଚର ଫିଲ୍ଡରେ କ୍ୟାରିୟର ଗଢ଼ିବାକୁ ଅଧିକାଂଶ ଯୁବପିଢ଼ି ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। କାରଣ ଏହି କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭଲ ରୋଜଗାର ମଧ୍ୟ କରାଯାଇପାରୁଛି। ତେଣୁ ଏ ଦିଗରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ କ’ଣ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ରାହୁଲ…

ନୂଆଦିଲ୍ଲୀ,୧୭।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରବିବାର ୭୩ ବର୍ଷ ବୟସ ହୋଇଛି। ସେ ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଡନଗର ସହରରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ସୋସିଆଲ…

ସାଇଲେଣ୍ଟ କିଲର

ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ୍‌ ଫୋନ ନିଶା। ଦିନରୁ ରାତି, ପ୍ରତି ସମୟରେ ପାଖରେ ରହୁଛି ଫୋନ। ତେବେ ଏହି ଆଡିକ୍ସନ ଅଜାଣତରେ ଧୀରେ ଧୀରେ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ବିଜ୍ଞାନର…

ଜେଲେନସ୍କିଙ୍କ କ୍ରିମିୟା ସ୍ଥିତ ଆପାର୍ଟମେଣ୍ଟ ବିକିବ ରୁଷିଆ, ତାଲିକାରେ ୧୦୦ ଅଚଳ ସମ୍ପତ୍ତି…

ମସ୍କୋ/କିଭ,୧୭।୯ : ରୁଷିଆ ଏହାର ଅଧିକୃତ କ୍ରିମିୟା ଦ୍ୱୀପପୁଞ୍ଜରେ ୟୁକ୍ରେନ ନାଗରିକଙ୍କ ସମ୍ପତ୍ତି ବିକ୍ରୟ କରିବ। ଏଗୁଡ଼ିକ ହେଉଛି ଅସ୍ଥାବର ସମ୍ପତ୍ତି, ଯାହାର ମାଲିକମାନେ ୟୁକ୍ରେନରେ ବାସ କରନ୍ତି ଏବଂ ନିବେଶ ଉଦ୍ଦେଶ୍ୟରେ ୨୦୧୪ପୂର୍ବରୁ ଏହି ସମ୍ପତ୍ତି କ୍ରୟ କରିଥିଲେ। ଏଥିସହ…

ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇଲା: ଏସସିଙ୍କ ନିଷ୍ପତ୍ତି ପରେ ୨ ହଜାର ଦୁର୍ନୀତି ମାମଲାର ବିଚାର ହେବ…

ଇସଲାମାବାଦ,୧୭।୯ : ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ଆଇନ ସଂଶୋଧନ ମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନେତାଙ୍କ ବିରୋଧରେ ପ୍ରାୟ ୨ ହଜାର ଦୁର୍ନୀତି ମାମଲା ପୁନଃ ଖୋଲାଯାଇପାରେ। ଜିଓ ନ୍ୟୁଜ…

ପୁରସ୍କୃତ ହେଲେ ୪ ଓଡ଼ିଆ

ଭୁବନେଶ୍ୱର,୧୭।୯(ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶନିବାର ଦେଶର ମୋଟ ୮୪ଜଣ ବର୍ଷୀୟାନ କଳାକାରଙ୍କୁ ‘ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତ ପୁରସ୍କାର ୨୦୨୨’ ପ୍ରଦାନ କରାଯାଇଛି। ଓଡ଼ିଶାରୁ ୪ କଳାକାରଙ୍କୁ ଏହି ମର୍ଯ୍ୟାଦାଜନକ ଜାତୀୟ ପୁରସ୍କାର ମିଳିଛି। ସେମାନେ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri