ସଚେତନ କରୁନି ଉଦ୍ୟାନ ବିଭାଗ
ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ଉଦ୍ୟାନ କୃଷି ବିଭାଗ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛି। ହେଲେ ସଚେତନତା ଅଭାବରୁ ଚାଷୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଜାଣି ପାରୁନି। ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଉ ନ ଥିବା…
ଶାନ୍ତି ପାଇଁ ଯୋଗ ଶରଣରେ ୟୁକ୍ରେନବାସୀ…
କିଭ,୧୮।୯ : ରୁଷିଆ ଦ୍ୱାରା ଲଗାତାର ବୋମା ବିସ୍ଫୋରଣ ଯୋଗୁଁ ୟୁକ୍ରେନବାସୀ ଜୀବନ ଏବଂ ସମ୍ପତ୍ତି ହରାଇବା ସହିତ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୂର କରିବା ପାଇଁ, ୟୁକ୍ରେନର ଉନ୍ନତ ସହରରେ…
ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା
ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ…
ଆବାସ ଯୋଜନାରୁ ବଞ୍ଚିତ ପ୍ରମିଳା
ଡେରାବିଶ,୧୮ା୯(ବେବର୍ତା ଅଜୟ ଦାସ): ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଜଣେ ବିଧବା ଅସହାୟା ମହିଳା ଭଙ୍ଗା ଛପର ଘରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି। ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଗୁହାରୀ କରି ମଧ୍ୟ କୌଣସି…
ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି
କେନ୍ଦ୍ରାପଡ଼ା,୧୮ା୯ (ଜଗନ୍ନାଥ ଧଳ): ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି…
ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ପାଇଲଟ ମୃତ…
ଓ୍ବାଶିଂଟନ,୧୮।୯ : ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ରେନୋ ସିଟି ଏୟାର…
ଜଳବନ୍ଦୀରେ ବଳଭଦ୍ରପୁର ଗ୍ରାମବାସୀ
ଜେନାପୁର,୧୮ା୯(ଅଶୋକ ଦାସ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ୯ ନମ୍ବର ୱାର୍ଡବାସୀ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମରେ ୩୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କ କହିବା ମୁତାବକ, ପ୍ରତିବର୍ଷ ବର୍ଷା ଋତୁରେ ଏକ…
ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ
ଚଣ୍ଡିଖୋଲ,୧୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ସମସ୍ତେ ନିଯୁକ୍ତି ପାଇଛନ୍ତି। ହେଲେ କାହାର ଦେଖା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରୋଗୀଙ୍କ ଏକମାତ୍ର ଭରସା ପାଲଟିଛନ୍ତି ଆୟୁଷ ଡାକ୍ତର। ସେ କାମଚଳା ରୋଗୀ ଦେଖୁଛନ୍ତି।…
ଖାଦ୍ୟ ନାଁରେ ଜହର ବିକୁଛନ୍ତି ହୋଟେଲ ମାଲିକ
କୋରେଇ,୧୮ା୯(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପାଣିକୋଇଲି ନିକଟରୁ ଏନ୍ଏଚ୍ ୨୦ ରଗଡ଼ି ଛକ ଓ ଯାଜପୁର ରୋଡ୍ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଆଇନଭାବେ ଶତାଧିକ ହୋଟେଲ ଓ ଢାବା ସହିତ ହଜାରରୁ ଊର୍ଦ୍ଧ୍ୱ ଫାଷ୍ଟଫୁଡ଼ ଦୋକାନ ଗଢ଼ିଉଠିଛି।…
ତାଇଓ୍ବାନରେ ୧୦୩ ଚାଇନା ଯୁଦ୍ଧ ବିମାନ…
ତାଇପେ,୧୮।୯ : ଚାଇନା ଏହାର କାର୍ଯ୍ୟକଳାପରୁ ବିରତ ହେଉ ନାହିଁ। ତାଇୱାନ ପୁଣି ଥରେ ଚାଇନା ବିରୋଧରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ତାଇୱାନ ଦାବି କରିଛି ଗତ କିଛି ଦିନ ମଧ୍ୟରେ୧୦୩ ଟି ଚାଇନା ଯୁଦ୍ଧ ବିମାନ…
ଶିଶୁଶ୍ରମ ଉଦ୍ଧାରକାରୀ ଡିଟିଏଫ୍ ନିଷ୍କ୍ରିୟ
ଯାଜପୁର,୧୮ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଶିଶୁ ଶ୍ରମିକ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଧାରୁ ପାଠ ଛାଡ଼ି ପିଲାମାନେ ଶ୍ରମିକ ସାଜୁଛନ୍ତି। ଅନ୍ୟପକ୍ଷେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲରେ ନାମ…
ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନଓ୍ବାଡ଼ି କର୍ମୀ
ଭୁବନେଶ୍ୱର,୧୮ା୯(ଅନୁରାଧା ମହାରଣା): ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ସହ ଆଉ କେତେକ ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନ ଧମ ଦେଇଛି ଅଙ୍ଗନଓ୍ବାଡ଼ି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା। ଅକ୍ଟୋବର ୩ରେ ବଡ଼ଧରଣର…
Archives


