Home

କର୍ନାଟକ କଂଗ୍ରେସର ୪୫ ନେତା ଆମ ଯୋଗାଯୋଗରେ ଅଛନ୍ତି: ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୯: କର୍ନାଟକରେ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ। ଜାନୁଆରୀ ପରେ ସିଦ୍ଦରମୈୟା ସରକାର ଆଉ ରହିବ ନାହିଁ ବୋଲି ଦାବି କରାଯାଉଛି। ଭାଜପା ବିଧାୟକ ବାସନାଗୌଡା ଆର ପାଟିଲ ଏକ ଦାବି କରିଛନ୍ତି। ବାସନାଗୌଡା କହିଛନ୍ତି ଯେ, ତାଙ୍କ ଦଳ ସହିତ…

ଗୁଜରାଟରେ ଦୁର୍ଲଭ ଓ୍ବାର ମିନେରାଲ ଭାନାଡିୟମର ସନ୍ଧାନ…

ଅହମଦାବାଦ,୧୮।୯ : ଇସ୍ପାତକୁ ମଜବୁତ କରୁଥବା ଏବଂ ବ୍ୟାଟେରୀ ତିଆରି କରିବା ପାଇଁ ବ୍ୟବହୃତ ଓ୍ବାର ମିନେରାଲ(ଯୁଦ୍ଧ ଖଣିଜ) ଭାରତରେ ବିରଳ। କିନ୍ତୁ ଦାବି କରାଯାଇଛି ଗୁଜରାଟର ଆଲାଙ୍ଗ ନିକଟ ଆରବ ସାଗରରେ ଖୋଳା ଯାଇଥିବା ଖମ୍ବାଟ ଉପସାଗରରୁ ସଂଗୃହିତ ପଲିଥିନ…

ବାଉଁଶ ଦେଇଛି ଜୀବିକା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବାଉଁଶ ଦେଇଛି ଜୀବିକା, ପାଲଟିଛି ବେସାହାରାଙ୍କ ସାହାରା। ଗାଁର ସୁରକ୍ଷା ବାଡ଼ଠାରୁ ଆରମ୍ଭ କରି ଘର ଛପର, ଘରୋଇ ଉପକରଣ ଓ ସାଜସଜ୍ଜା ସାମଗ୍ରୀଠାରୁ ସହରର ନଭଶ୍ଚୁମ୍ବୀ କୋଠା ନିର୍ମାଣ, ସବୁଥିରେ ବାଉଁଶର ବ୍ୟବହାର ହେଉଛି। ତେଣୁ ଭାରତରେ…

ନୂଆ ସଂସଦ ଭବନ ଏଣ୍ଟ୍ରି ଗେଟରେ ଲାଗିଛି ହାତୀ, ଘୋଡା, ଗରୁଡ ଷ୍ଟାଚ୍ୟୁ, ବାସ୍ତୁଶାସ୍ତ୍ର ସହ ରହିଛି କନେକଶନ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟା ୧୯ ସେପ୍ଟେମ୍ବର ମଙ୍ଗଳବାରଠାରୁ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ଏହି ନୂତନ ନିର୍ମିତ କୋଠାର ସ୍ଥାପତ୍ୟ କେବଳ ଦାସତ୍ୱର ପ୍ରତୀକରୁ ମୁକ୍ତିର ସଙ୍କେତ ନୁହେଁ, ଏହାସହ ହଜାର ହଜାର ବର୍ଷର ଭାରତୀୟ ସ୍ଥାପତ୍ୟ…

ସଂସଦର ଅଧିବେଶନ ଛୋଟ ହେଲେ ଐତିହାସିକ ନିର୍ଣ୍ଣୟ ନେବାର ସମୟ: ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳୁ ବିଶେଷ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଛନ୍ତି। ଏଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ‘ଚନ୍ଦ୍ର ମିଶନ ବା ଚନ୍ଦ୍ରାୟନର ସଫଳତା ପରେ ଆମର ତ୍ରରଙ୍ଗା ଉଡ଼ୁଛି। ଶିବଶକ୍ତି ପଏଣ୍ଟ ନୂତନ ପ୍ରେରଣା…

ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନକୁ ନେଇ କୌଣସି ଉଲ୍ଲେଖ ନାହିଁ

ନୂଆଦିଲ୍ଲୀ,୧୮।୯: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ସୋମବାର ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବାର କିଛି ସପ୍ତାହ ପରେ ହିଁ ସ୍ବତନ୍ତ୍ର ଅଧିବେଶନର ଘୋଷଣା କରାଯାଇଥିଲା। ସରକାର ଏହି ଅଧିବେଶନର ପ୍ରସ୍ତାବିତ ଏଜେଣ୍ଡା ଉପସ୍ଥାପନ…

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’…

ନୂଆଦିଲ୍ଲୀ,୧୮।୯ : ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ହୋଇଥିବା ବୈଠକରେ ସେନାର ସାମରିକ ସାମର୍ଥ୍ୟରେ ଅଧିକ…

ମୋଦି ଦେଶର ସବୁଠାରୁ ବଡ ବ୍ୟକ୍ତି: ଆଜମ ଖାନ୍‌

ନୂଆଦିଲ୍ଲୀ,୧୮।୯: ଗତ ସପ୍ତାହରେ ଆୟକର ବିଭାଗ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ରାମପୁର ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି କାର୍ଯ୍ୟ ତିନି ଦିନ ପର୍ଯ୍ୟନ୍ତ ଚାଲିଲା। ଏହି ଚଢାଉ…

ଦୁନିଆର ସବୁଠୁ ସ୍ବାଦିଷ୍ଟ ହୋଟେଲ, ଏଠାକୁ ଖାଇବା ପାଇଁ ଯାଉଥିଲେ ଚର୍ଚ୍ଚିଲ-ଆଇନ୍‌ଷ୍ଟାଇନଙ୍କ ପରି ମହାନ ବ୍ୟକ୍ତି

ଭାରତ ଏବଂ ପାକିସ୍ତାନ ସମେତ ଦୁନିଆର ଅନେକ ଦେଶ ସେମାନଙ୍କର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଏପରି ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଅଛି, ଯେଉଁଠାରେ ଆପଣ ଖାଦ୍ୟ ଖାଇବା ପରେ ଖୁସି ହେବେ। କିନ୍ତୁ ଆଜି ଆମେ…

ସିଂହ ସହ ଲଢ଼ି ପାରିବେନି ଛେଳି ମେଣ୍ଢା: ଶିନ୍ଦେ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ…

ବାଘ ଶାବକ ନାମକରଣ ନେଇ ମହାରାଷ୍ଟ୍ରରେ ଶାସକ ବିରୋଧୀ ମୁହାଁମୁହିଁ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ବାଘ ଶାବକ ନାମକରଣକୁ ନେଇ ଏକ କାର୍ଯ୍ୟକ୍ରମ ପରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କୁହାଯାଉଛି ନାମକରଣରେ ‘ଆଦିତ୍ୟ’ ନାମକ ଏକ କାଗଜ ଲକତ ଡ୍ରରୁ ଆସିବାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ ତା…

ଗଞ୍ଜାମରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୧୮ା୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ସଚେତନତାଠାରୁ ଆରମ୍ଭ କରି ଏନଫୋର୍ସମେଣ୍ଟ, ସଡକ ସୁରକ୍ଷା କମିଟି ବୈଠକ ନିୟମିତ ହେଉଥିଲେ ମଧ୍ୟ ସୁଧାର ଆସୁନି। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri