Home

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ

ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟରରେ ନିର୍ମାଣର ସୁନ୍ଦର ଫଟୋ ଶେୟାର କରିଛନ୍ତି। ତେବେ…

‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବେ ରାଜ୍ୟ ସରକାର’, ଶିବ କୁମାରଙ୍କ ଘୋଷଣା

ବେଙ୍ଗାଲୁରୁ,୧୮।୮: କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶୁକ୍ରବାର ଘୋଷଣା କରଇଛନ୍ତି କି ତାଙ୍କ ସରକାର ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ,ଜାତୀୟ ଶିକ୍ଷା ନୀତି (NEP) ୨୦୨୦ଦେଶର ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟକାରୀ ହେବ। ୨୦୨୦ରେ…

ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଶୁକ୍ରବାର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି…

୩ଡି ପ୍ରିଣ୍ଟେଡ ଡାକଘର ଉଦ୍‌ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ବେଙ୍ଗାଲୁରୁ,୧୮।୮: କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ୩ଡି ପ୍ରିଣ୍ଟେଡ ଟେକନିକରେ ନିର୍ମିତ ଦେଶର ପ୍ରଥମ ଡାକଘରର ଉଦଘାଟନ କରିଛନ୍ତି। ୧୧୦୦ ବର୍ଗଫୁଟର ଡାକଘରର ଉଦଘାଟନ ବେଙ୍ଗାଲୁରୁର ଉଲ୍ସୁର ବଜାର ନିକଟ କେମ୍ବ୍ରିଜ ଲେଆଉଟରେ ଆୟୋଜିତ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ…

ହନି ଟ୍ରାପ: ଅଶ୍ଳିଳ ଭିଡିଓ କରି ୫୦ରୁ ଅଧୁକ ପୁରୁଷଙ୍କୁ କରିଛନ୍ତି ବ୍ଲାକମେଲ

ବେଙ୍ଗାଲୁରୁ,୧୮।୮: କର୍ନାଟକ ପୋଲିସ ବାଙ୍ଗାଲୋରରେ ଅଶ୍ଳୀଳତା ସହ ଜଡିତ ଏକ ର଼୍ୟାକେଟର ଗୁମର ଖୋଲିଛି। ଜଣେ ମହିଳା ହନିଟ୍ରାପ କରି ପୁରୁଷମାନଙ୍କୁ ଫସାଉ ଥିଲେ ଏବଂ ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ପୋଲିସ…

ଟ୍ରମ୍ଫଙ୍କୁ ଜହର ଥିବା ପତ୍ର ପଠାଇଥିବା କାନାଡା ମହିଳାଙ୍କୁ ୨୨ ବର୍ଷ ଜେଲ

ଓ୍ବାଶଇଂଟନ,୧୮।୮: ଆମେରିକାର ଏକ କୋର୍ଟ ଜଣେ କାନାଡିୟ ମହିଳାଙ୍କୁ ୨୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ହେଉଛି କି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଏକ ଜହର ମିଶା ପତ୍ର ପଠାଇଥିଲେ।…

‘ଭାଜପାର ଶକ୍ତି ତା’ର କର୍ମୀ’ ଜିଲା ପଞ୍ଚାୟତ ସମ୍ମିଳନୀରେ ସଙ୍ଗଠନକୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ,୧୮।୮: ଶୁକ୍ରବାର ଦାମନ ଓ ଡିଉରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଦୁଇ ଦିବସୀୟ ଜିଲା ପଞ୍ଚାୟତ ସଦସ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେଇ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…

ଡେଙ୍ଗୁ ରୋଗୀ ଚିହ୍ନଟ, ପୌର ପ୍ରଶାସନ ବେଫିକର

ସୋନପୁର,୧୮।୮(ମୃତ୍ୟୁଞ୍ଜୟ ଶତପଥୀ): ନଦୀକୂଳିଆ ସହର ସୁବର୍ଣ୍ଣପୁରରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଗତ ୯ ତାରିଖରେ ସହରର ଗ୍ରୀଡକୋ ଅଞ୍ଚଳରେ ଜଣେ ୯ ବର୍ଷୀୟା ବାଳିକାଙ୍କୁ ଡେଙ୍ଗୁ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି ଜୁଲାଇ ମାସରେ ସୁବର୍ଣ୍ଣପୁର ସହରରେ…

୭ଦିନରେ ଭାଙ୍ଗିଲେଣି ୫ରୁ ଅଧିକ ଘର

ନୂଆଗାଁ ,୧୮ା୮(ବିଜୟ ତ୍ରିପାଠୀ): ସୁନ୍ଦରଗଡ ଜିଲା ନୂଆଗାଁ ଅଞ୍ଚଳରେ ଗତ କିଛିଦିନ ହେବ ହାତୀ ଉପଦ୍ରବ୍ୟ ଥମିବାର ନଁା ଧରୁନାହିଁ। ୨ ଝାଡ଼ଖଣ୍ଡୀ ହାତୀ ଉଭୟ ବିଶ୍ରା ଓ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ସାଧାରଣରେ…

ଚାଇନାକୁ ପାକିସ୍ତାନ କହିଲା ଭାରତଠାରୁ ଶିଖ

ବେଜିଂ,୧୮।୮: ଚାଇନା ସବୁବେଳେ ଦାବି କରିଥାଏ କି ସେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରି ନ ଥାଏ, ହେଲେ ତା’ର ‘ଆୟରନ ବ୍ରଦର’ କୁହାଯାଉଥିବା ପାକିସ୍ତାନକୁ ସେ ସମୟ ସମୟରେ ଉପଦେଶ ନିଶ୍ଚିତ ଭାବେ ଦେଇଥାଏ। ବର୍ତ୍ତମାନ ଜଣେ…

୧୧ ଦିନ ପରେ ବର୍ଷା, ଚାଷୀ ସାମାନ୍ୟ ଆଶ୍ୱସ୍ତ

ଉମରକୋଟ,୧୮।୮(ସନ୍ତୋଷ ଶତପଥୀ) : ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଉଭାନ ପ୍ରାୟ। ଦୀର୍ଘ ୧୧ ଦିନ ପରେ ନବରଙ୍ଗପୁର ଜିଲା ଉମରକୋଟରେ ଗୁରୁବାର ବର୍ଷା ହୋଇଛି। ବର୍ଷା ନ ଥିବାରୁ ଧାନଜମିଗୁଡ଼ିକ ଫାଟି…

ସ୍ବାଧିନତା ଦିବସରେ ବି ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୮।୮: ଜଣେ ୧୮ ବର୍ଷୀୟ ଆଦିବାସୀ ଛାତ୍ରଙ୍କ ଇଞ୍ଜିନିୟର ହେବା ସ୍ବପ୍ନକୁ ପୂରଣ କରିବା ଲାଗି ବମ୍ବେ ହାଇକୋର୍ଟ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅର୍ଥାତ୍‌ ଛୁଟି ଦିନରେ ବି ମାମଲାର ଶୁଣାଣି କରିଛନ୍ତି। ଜାତି ଅନୁସନ୍ଧାନ କମିଟି ଦ୍ୱାରା ଗୌରବ ବାଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri