Home

କଂଗ୍ରେସର ନିର୍ବାଚନୀ ଥୋପ: ବିବାହ ସମୟରେ ମହିଳାଙ୍କୁ ସୁନା-ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହିତ ବିଆରଏସ ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ପ୍ରତିଶ୍ରୁତିରେ…

ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…

ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ…

୩୦୦୦ରୁ ଅଧିକ ଲୋକ ଭୂକମ୍ପରେ ମୃତ୍ୟୁବରଣ କଲେ, ଏହି ବିଜୟ ଦେଶକୁ କିଛିଟା ଖୁସି ଦେବ: ରଶିଦ

ନୂଆଦିଲ୍ଲୀ,୧୬।୧୦(୦୭): ବିଶ୍ୱକପ ୨୦୨୩ର ୧୩ତମ ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ସ୍ପିନ ବୋଲର ରଶିଦ ଖାଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରଶିଦ କହିଛନ୍ତି ଯେ, ଇଂଲଣ୍ଡ ଉପରେ…

ପାଞ୍ଚ ଜଣିଆ ଖଣ୍ଡପୀଠ କରିବ ଇଲେକ୍ଟୋରାଲ ବଣ୍ଡ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୬।୧୦: ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ। ସୋମବାର ନିଜେ ଏହି ମାମଲାରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ…

ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

ଭୁବନେଶ୍ୱର,୧୬ା୧୦(0୫): ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଶଯ୍ୟାଶାୟୀ ଥାଇ ଆଜି ସକାଳେ ତାଙ୍କର ଅନୁଗୋଳରେ ପରଲୋକ ହୋଇଛି। ସେ ସୁଗମ ଏବଂ ଚଳଚ୍ଚିତ୍ର ସଙ୍ଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ।…

ଗ୍ରହାଣୁ ଧୂଳିରେ ଜୀବନର ଜାତକ

ବେନୁ ଗ୍ରହାଣୁ ନମୁନାର ବିଶ୍ଳେଷଣ ଜରିଆରେ ବୈଜ୍ଞାନିକମାନଙ୍କୁ ସୃଷ୍ଟିର ପ୍ରାରମ୍ଭ କାଳରେ ଘଟିଥିବା ସୌରଜଗତ ଜନ୍ମ ତଥା ଆମ ଗ୍ରହ ପୃଥିବୀରେ ଜୀବନର ଅଭ୍ୟୁଦୟ କିପରି ହୋଇଥିଲା ସୂଚନା ମିଳିବ। ଆହୁରି ମଧ୍ୟ ଏହା ଦ୍ୱାରା ପୃଥିବୀ ଅଭିମୁଖେ ସମ୍ଭାବ୍ୟ ସଂଘର୍ଷ…

ତେଲଙ୍ଗାନା ଭାଜପା ନେତ୍ରୀ କୁଞ୍ଜ ସତ୍ୟବତିଙ୍କ ପରଲୋକ

ହାଇଦ୍ରାବାଦ,୧୬।୧୦: ପୂର୍ବତନ ଭଦ୍ରାଚଲାମ ବିଧାୟିକା ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ କୁଞ୍ଜ ସତ୍ୟବତିଙ୍କର ସୋମବାର ସକାଳେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଉଥିବା ବେଳେ…

ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌,୨,୦୦୦ ରୋଗୀ-ନବଜାତ ଶିଶୁଙ୍କ ସୁରକ୍ଷା ସଙ୍କଟରେ…

ଜେରୁଜେଲମ,୧୬।୧୦ : ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି…

କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌: ପ୍ରଚାର ପାଇଁ ସେନାକୁ ବ୍ୟବହାର କରିବା ଶସ୍ତା ପ୍ରୟାସ

ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ…

କୋଟିଏ ଟଙ୍କାର ବ୍ରାଉନସୁଗାର ସହ କାର୍‌ ଜବତ, ଜଣେ ଗିରଫ

କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଜିରୋ ଟଲେରାନ୍ସ ରକ୍ଷା କରିବାକୁ ଧଳା ଜହର କାରବାର ଉପରେ ଧରପଗଡ଼ କରୁଛି। ଏହି ଟିମ୍‌ ରବିବାର ରାତିରେ ଟାଉନ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଦେଶ ବିଭାଜନ ପାଇଁ ସାବରକର ଦାୟୀ: ହରିଶ ରାୱତ

ନୂଆଦିଲ୍ଲୀ,୧୬।୧୦(୦୭): ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ କହିଛନ୍ତି ଯେ, ଭାଜପା ସାବରକରଙ୍କୁ ତାଙ୍କର ପ୍ରିୟ…

ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୦(୦୫): ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନନେତା ଭାବେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?