ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ
ଫୁଲବାଣୀ,୨୪ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି…
ବିବାହ ନେଇ ରେଖାଙ୍କ ଉତ୍ତର ସୋସିଆଲ ମିଡ଼ିଆରେ ଭାଇରାଲ…
ମୁମ୍ବାଇ : ବଲିଉଡର ଚିର ସବୁଜ ଅଭିନେତ୍ରୀ ରେଖା ତାଙ୍କ ସମୟର ସବୁଠାରୁ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀ ଭାବରେ ପରିଗଣିତ। ଆଜି ବି ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟର ଉଦାହରଣ ଦିଅନ୍ତି। ଅଭିନେତ୍ରୀ ତାଙ୍କ ରେଶମ ଏବଂ…
ଜ୍ଞାନବ୍ୟାପୀ ମାମଲାରେ ହାଇକୋର୍ଟରେ କଭିଏଟ ଦାଖଲ, ରାଖି ସିଂ କରିଛନ୍ତି ଅପିଲ
ବାରାଣସୀ,୨୪।୭: ଜ୍ଞାନବ୍ୟାପୀ ମସଜିଦ ପରିସରରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଟିମ ପହଞ୍ଚି ସାରିଛନ୍ତି। ବାରାଣସୀରେ ସର୍ଭେ ଆରମ୍ଭ ହେଉ ହେଉ ବାରାଣସୀ କୋର୍ଟର ଜିଲା ଜଜ ୨୧ ଜୁଲାଇର ନିର୍ଦ୍ଦେଶକୁ ନେଇ ଆହ୍ଲାବାଦ ହାଇକୋର୍ଟରେ କଭିଏଟ ଦାଖଲ…
ଜିଲା ମୁଖ୍ୟ ଚିକିତ୍ସାଳୟରେ ସରଞ୍ଜାମ ଅଭାବ
କେନ୍ଦୁଝର,୨୪ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରୀବ ରୋଗୀମାନେ ବାହାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ଫାଇଦା ଘରୋଇ ନର୍ସିଂହୋମ,…
ବିଜୟଠାରୁ ମାତ୍ର ୮ ଉଇକେଟ୍ ଦୂରରେ ଭାରତ
ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୩୬୫ ରନ ଟାର୍ଗେଟ୍ ଦେଇଥିଲା। ଏହା ପରେ ଦିନର ଖେଳ ଶେଷ…
ପାଠ ପାଇଁ ବାଜିରେ ଛାତ୍ରୀଛାତ୍ରଙ୍କ ଜୀବନ
କେନ୍ଦୁଝର,୨୪ା୭(ଦୀପକ ମିଶ୍ର) : କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ର ତାଳପଦା ଅଞ୍ଚଳରେ ଛାତ୍ରୀଛାତ୍ର ପାଠ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି। ପ୍ରତ୍ୟହ ସମାକୋଇ ନଦୀ ପାର ହୋଇ ତାଳପଦା ସ୍କୁଲକୁ ଯାଉଛନ୍ତି। ଅଭିଭାବକ ସ୍କୁଲ ଯିବା ଓ ଛୁଟି ସମୟରେ ଅପେକ୍ଷା…
ବିଶ୍ୱ ରେକର୍ଡ ଭାଙ୍ଗିଲେ ହିଟ୍ମ୍ୟାନ୍
ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ ଠାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ କରିଛନ୍ତି। ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଏବଂ…
ସିମୁଳିଆରେ ପ୍ରାଣୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ସିମୁଳିଆ,୨୪ା୭(ସନ୍ତୋଷ କୁମାର ନାୟକ): ସମଗ୍ର ଜୀବସମାଜ ପାଇଁ ପ୍ରାଣୀମାନଙ୍କ ଅବଦାନ ଅତୁଳନୀୟ। କଥା କହିପାରୁ ନ ଥିବା ଏହି ପ୍ରାଣୀଙ୍କୁ ସରକାର ସମ୍ପଦ ରୂପେ ଗ୍ରହଣ କରିବା ସହିତ ଉଭୟ ପ୍ରାଣୀ ଓ ପାଳନକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।…
ଓଭଲ ଅଫିସରେ ବାଇଡେନ-ମୋଦିଙ୍କ ଗୁପ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଚାଇନା
ଓ୍ବାଶିଂଟନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗତ ମାସରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି କି ଓଭଲ କାର୍ଯ୍ୟାଳୟରେ ଉଭୟ…
ରକ୍ତ ପ୍ୟାକେଟ୍କୁ ୧୫୦୦ ଟଙ୍କାରେ ବିକ୍ରି
ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରୁ ରକ୍ତ ରୋଗୀ ପାଉ ନ ଥିବାବେଳେ ଦଲାଲ ନେଉଥିବା ଅଭିଯୋଗ ହୋଇଆସୁଛି। କେତେଜଣ ଦଲାଲ ଡୋନର ସଂଗ୍ରହ କରି ରକ୍ତ ପ୍ୟାକେଟକୁ ୧୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି।…
ଇଞ୍ଜିନିୟରଙ୍କ ଘରେ କିଛି ନ ପାଇ ୫ ଶହ ଟଙ୍କିଆ ନୋଟ ଛାଡ଼ିଗଲେ ଚୋର, ସୋସିଆଲ ମିଡିଆରେ ବେଶ୍ ଭାଇରାଲ…
ନୂଆଦିଲ୍ଲୀ,୨୪।୭ : ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀରେ ସାମ୍ନାକୁ ଆସିଛି। ଚୋରି କରିବା ଉଦ୍ଦେଶ୍ୟରେ ରୋହିଣୀର ସେକ୍ଟର ୮ରେ ଏକ ଘରେ ପ୍ରବେଶ କରିଥିବା ଚୋରମାନେ କିଛି ପାଇଲେ ନାହିଁ। ନା ସେମାନେ ନଗଦ ଟଙ୍କା ପାଇଲେ କିମ୍ବା ଘରେ…
ବଡ଼ କୀର୍ତ୍ତିମାନ ହାସଲ କଲେ ଅଶ୍ୱିନ-ଜାଡେଜା ଯୋଡି
ତ୍ରିନିଦାଦ,୨୪।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ସ୍ପିନର ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯୋଡି କମାଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟ ନେଇ ଅଶ୍ୱିନ ଏବଂ ଜାଡେଜାଙ୍କ ଯୋଡି ଦ୍ୱିତୀୟ ଭାରତୀୟ ଯୋଡି ହୋଇପାରିଛନ୍ତି। ଏହାପୂର୍ବରୁ…
Archives


