Home

ବିରାଟଙ୍କ ୪୮ ତମ ଶତକ ଦେଖି ଖୁସିରେ ଝୁମି ଉଠିଲେ ଅନୁଷ୍କା, ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଖୁସି ହେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବିରାଟ କୋହଲି ପଡ଼ିଆରେ ଅଛନ୍ତି ଏବଂ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁନାହାଁନ୍ତି। ପୁଣି ଥରେ…

ଉର୍ବଶୀଙ୍କ ଆଇ ଫୋନ ବଦଳରେ ଏମିତି ଡିମାଣ୍ଡ କଲେ ବ୍ୟକ୍ତି

ମୁମ୍ବାଇ: ଇଣ୍ଡିଆ ଭର୍ସେସ ପାକିସ୍ତାନ ଓ୍ବାର୍ଲଡ କପ ମ୍ୟାଚ ସମୟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୨୪ କ୍ୟାରେଟ ଗୋଲ୍ଡ ଆଇଫୋନ ହଜି ଯାଇଥିଲା। ଅଭିନେତ୍ରୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ଫୋନର ମୂଲ୍ୟ…

‘ବାକି ଅଛି ପ୍ରଜ୍ଞାନ ରୋଭର ସହ ଜଡିତ ଆଶା…’, ଇସ୍ରୋ ମୁଖ୍ୟ ସୋମନାଥଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୯।୧୦: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରୟାନ -୩ ସଫଳତାର ନୂଆ ଦିଗ ସୃଷ୍ଟି କରୁଛି। ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ ପରେ, ଇସ୍ରୋ ଚନ୍ଦ୍ରୟାନ -୩3 ସମ୍ବନ୍ଧୀୟ ଅପଡେଟଗୁଡ଼ିକୁ ନିୟମିତ ବ୍ୟବଧାନରେ ଶେୟାର କରୁଛି। ତାଜା ଅପଡେଟ ଭାବେ…

ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କଲା ଭାରତ

ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ଭାରତ ବାଂଲାଦେଶକୁ ୭ ଉଇକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି। ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌…

ଶର୍ଟ ବଲରେ ଆଉଟ ହୋଇ ରାଗିଗଲେ ରୋହିତ, ଭାଇରାଲ ହେଉଛି ରିଆକ୍ସନ

ପୁଣେ,୧୯।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରାଗର ରିଆକ୍ସନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ ଏକ ଶର୍ଟ ବଲରେ ଆଉଟ ହେବା ପରେ ରୋହିତ ଶର୍ମାଙ୍କଠାରୁ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ରୋହିତ ଏକ ଭଲ…

ରୋହିତ ଶର୍ମାଙ୍କ ନାଁରେ ବଡ ସଫଳତା

ନୂଆଦିଲ୍ଲୀ,୧୯।୧୦: ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ଭଲ ଆରମ୍ଭ କରିଥିଲେ। ତେବେ ଭାରତୀୟ ଅଧିନାୟକ ଅର୍ଦ୍ଧଶତକ ହାସଲ କରିବାରେ ଅସଫଳ ହୋଇଥିଲେ। ରୋହିତ ଶର୍ମା ୪୦ ବଲରେ ୪୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ ଚୌକା ଓ…

ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କର ୪୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଗୁରୁବାର ସକାଳେ ଆଦିତ୍ୟନଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଥିରୁଭାନନ୍ତପୁରମର ଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର…

ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ

ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ମାନବୀୟ ସହାୟତା ଜାରି ରଖିବୁ

ନୂଆଦିଲ୍ଲୀ,୧୯।୨୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ…

ଅବମାନନା ମାମଲାରେ ୪ ପୋଲିସଙ୍କୁ ଜେଲ ପଠାଇଲେ ହାଇକୋର୍ଟ

ଖେଡା,୧୯।୧୦: ଗୁଜରାଟର ଖେଡା ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ଅଭିଯୋଗରେ କୋର୍ଟଙ୍କ ଅବମାନମା ମାମଲାରେ ହାଇକୋର୍ଟ ଗୁରୁବାର ୪ ପୋଲିସକର୍ମୀଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି। କୋର୍ଟ ଦୋଷୀଙ୍କ ଉପରେ ୨୦୦୦ଟଙ୍କାର ଜରିମାନା ବି…

ଶୁକ୍ରବାରଠାରୁ ବସ୍ ଧର୍ମଘଟ, ପୂଜାରେ ଘରକୁ ଫେରିବାକୁ ହନ୍ତସନ୍ତ ହେବେ ଯାତ୍ରୀ

ଭୁବନେଶ୍ୱର,୧୯।୧୦: ପୂର୍ବ ଘୋଷଣା ଆନୁଯାୟୀ ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ। ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଧର୍ମଘଟ କରିବାକୁ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍ ମାଲିକ ସଂଘ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?