Home

ଆଜମଙ୍କୁ ଘାରିଛି ଏନକାଉଣ୍ଟର ଭୟ, ପୋଲିସ ଗାଡ଼ିରେ ବସିବାକୁ ମନା କଲେ..

ରାମପୁର ,୨୨।୧୦ : ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ କୋର୍ଟ ସାତ ବର୍ଷ ଦଣ୍ଡାଦେଶ କରିବା ପରେ ଜେଲ ପଠାଯାଇଥିବା ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ରବିବାର ସୀତାପୁର ଏବଂ ଅବଦୁଲ୍ଲା…

ସାମରିକ ଶକ୍ତି ବୃଦ୍ଧି କଲା ଆମେରିକା

ଓ୍ବାଶିଂଟନ,୨୨ା୧୦: ଓ୍ବାଶିଂଟନ ମଧ୍ୟ ପୂର୍ବରେ ବହୁ ପରିମାଣର ନୌସେନା ଶକ୍ତି ନିୟୋଜିତ କରିସାରିଛି। ଇସ୍ରାଏଲ-ହମାସ୍‌ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟର ବ୍ୟାପକ ବିବାଦର ଆଶଙ୍କା କରି ରବିବାର ଆମେରିକା ଏହି ଅଞ୍ଚଳକୁ ଅଧିକ ସାମରିକ ଶକ୍ତି ପଠାଇ ଇସ୍ରାଏଲ ଲେବାନନ,…

ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି…

ଲକ୍ଷ୍ନୌ,୨୨।୧୦ : ଆଜିକାଲି, ସୋସିଆଲ ମିଡିଆରେ ରିଲ୍ସ ବେଶ ଲୋକପ୍ରିୟ ହେବାରେ ଲାଗିଛି। , ଲୋକମାନେ ନାମ ଏବଂ ଖ୍ୟାତି ପାଇବା ପାଇଁ କିମ୍ବା ଅନ୍ୟ ଅର୍ଥରେ ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ରିଲ୍ସର ସାହାଯ୍ୟ ନେଉଛନ୍ତି। ସେହିପରି ବର୍ତ୍ତମାନ…

ସଲମାନଙ୍କ ବଡ଼ିଗାର୍ଡ ଶେରାଙ୍କ ମା‘ଙ୍କୁ ସର୍ବସାଧାରଣ ସ୍ଥଳରେ ଅସଦାଚରଣ, ଆକ୍ସନ ମୁଡରେ ଭାଇଜାନ..

ମୁମ୍ବାଇ: ନିକଟରେ କେହି ଜଣେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ନିକଟତମ ବ୍ୟକ୍ତିଙ୍କ ସହ ବିବାଦ କରିଛନ୍ତି। ବର୍ତ୍ତମାନ ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା ରାଗିଯାଇଛନ୍ତି କାରଣ ତାଙ୍କ ମା‘ ସହିତ କେହି ଅସଦାଚରଣ କରିଛନ୍ତି। ଯାହା ପରେ ଶେରା ସେହି…

୧ ନଭେମ୍ବରରୁ ବାର୍‌ରେ ମଦ୍ୟପାନ କରିବା ହେବ ମହଙ୍ଗା, ଭାଟ. ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି..

ମୁମ୍ବାଇ,୨୨।୧୦ : ମହାରାଷ୍ଟ୍ରର ଏସି ବାର୍‌, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ରାଜ୍ୟ ସରକାର ବର୍ତ୍ତମାନ…

୫ମ ଶ୍ରେଣୀ ପିଲା ତିଆରି କଲେ ଏମିତି ରୋବଟ୍‌, ଯାହା ଟେସ୍‌ଲାକୁ ଦେବ କଡ଼ା ଟକ୍କର

ଅଟୋମୋବାଇଲ କ୍ଷେତ୍ରରେ କ୍ରମାଗତ ଭାବରେ ନୂତନ ଉଦ୍ଭାବନ ହେଉଛି। ଅନେକ ବଡ଼ କମ୍ପାନୀ ଏହା ଉପରେ ଏକାଠି କାମ କରୁଛନ୍ତି । ଜାମୁଇ ଜିଲାରେ ୫ମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏପରି କାର୍ଯ୍ୟ କରିଛନ୍ତି ଯେ, ଏହା ବଡ଼ ଅଟୋମୋବାଇଲ କମ୍ପାନୀଗୁଡ଼ିକ…

ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍‌

ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍‌ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…

ଲଗାତାର ୩ ଦିନ ଛୁଟି ନେଲେ ରହିବ ନାହିଁ ଚାକିରି, ନୂଆ ନିୟମ ଜାରି କଲା ଏହି କମ୍ପାନୀ…

ନୂଆଦିଲ୍ଲୀ,୨୨।୧୦ : ଅଫିସରେ ଚାକିରି ସମ୍ବନ୍ଧରେ ଆମାଜନ କଡା ନିୟମ ଲାଗୁ କରିଛି। ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଲଗାତାର ୩ ଦିନ ଛୁଟି ନେବେ ସେମାନଙ୍କର ଚାକିରି ଆଉ ରହିବ ନାହିଁ। କମ୍ପାନୀ କହିଛି ଯେଉଁମାନେ ଲଗାତାର ୩…

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ସ୍ତ୍ରୀ ରାଜି, ୨୧ ବର୍ଷ ବୟସ୍କାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଲେ ୪ ସନ୍ତାନଙ୍କ ପିତା, ହାଇ ଭୋଲଟେଜ ଡ୍ରାମା ଭାଇରାଲ…

ଫରିଦାବାଦ,୨୨।୧୦ : ହରିୟାଣାର ଫରିଦାବାଦ ଜିଲାରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଯାହା ପରେ ଜିଲା କୋର୍ଟରେ ଏକ ହାଇ ଭୋଲଟେଜ ଡ୍ରାମା ହୋଇଥିଲା। ୨୧ ବର୍ଷର ଯୁବତୀଙ୍କୁ ବିବାହ କରିବାକୁ…

ଲିକ୍‌ ହେଉଛି ପୃଥିବୀର ମୂଳ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ବୈଜ୍ଞାନିକମାନେ ପ୍ରାଚୀନ ଲାଭାରେ ଏକ ରହସ୍ୟମୟ ଉପାଦାନ ପାଇଛନ୍ତି, ଯାହା ବିଷୟରେ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ଉପାଦାନର ଆବିଷ୍କାର ତତ୍ତ୍ୱକୁ ଆଗେଇ ନେଇଛନ୍ତି। ପୃଥିବୀର ମୂଳରୁ ଏକ ଲିକ୍‌ ଅଛି। କାରଣ ମିଳିଥିବା ଉପାଦାନଟି ଆମ ଗ୍ରହର ଭିତର…

ଗୁଗଲ ଦେବ ଲୋନ

ନୂଆଦିଲ୍ଲୀ,୨୨।୧୦: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ…

ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?