କେନ୍ଦ୍ରକୁ ନ୍ୟାୟ ମାଗିଲେ ମଣିପୁରୀ ବିଧାୟକ
ଇମ୍ଫାଲ/ନୂଆଦିଲ୍ଲୀ,୨୯।୯:ଜୁନ୍ ୩ରୁ ଜାତିଆଣ ହିଂସାରେ ଜଳୁଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍ବି ହିଜାମ୍ ଏବଂ ଛାତ୍ର ଫିଜାମ୍ ହେମନ୍ଜିତଙ୍କୁ ଅପହରଣ ଓ ହତ୍ୟା ଘଟଣା ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ମଣିପୁରର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ଗୁରୁବାର ନୂଆଦିଲ୍ଲୀରେ…
ଅନିୟମିତତା: ୨ ପ୍ରମୁଖ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଯାଜପୁର,୨୯ା୯(ହର୍ଷବର୍ଦ୍ଧନ ବେହେରା) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ (ବିଲ୍ଡିଂ ଏବଂ ବ୍ରିଜେସ)ର ଚିଫ୍ ଇଞ୍ଜିନିୟର ବା ମୁଖ୍ୟଯନ୍ତ୍ରୀ ରମେଶ କୁମାର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିସିପ୍ଲିନାରି ପ୍ରୋସିଡିଂ) ଗ୍ରହଣ କରାଯାଇଛି। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରେ ଅଧୀକ୍ଷଣ…
୩୧ କେଜି ଲଡୁ ୨୨ ଲକ୍ଷରେ ନିଲାମ
ତାଳଚେର,୨୯।(ମନୋଜ ନନ୍ଦ):ତାଳଚେର ଗଣପର୍ବର ଅନ୍ତିମ ପର୍ଯ୍ୟାୟରେ ଗୁରୁବାର ଗଜାନନଙ୍କ ଆଜ୍ଞାମାଳ ଓ ୩୧.୬୦ କେଜି ଲଡୁ ନିଲାମ ଅତି ଆଡମ୍ବର ପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ…
ମେଧା ତାଲିକା ପ୍ରକାଶ, ୩ରୁ ନାମଲେଖା
ଭୁବନେଶ୍ୱର, ୨୯।୯(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନିମନ୍ତେ ଗୁରୁବାର ମେଧା ତାଲିକା ପ୍ରକାଶ ପାଇଛି। ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୩ ତାରିଖ ପୂର୍ବାହ୍ନ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ।…
ଘୂର୍ଣ୍ଣିବଳୟ ସୃଷ୍ଟି, ୧ରୁ ବର୍ଷିବ
ଭୁବନେଶ୍ୱର, ୨୯।୯(ଅସମାପିକା ସାହୁ):ମ୍ୟାନ୍ମାର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ…
ଟ୍ରାଫିକ୍ ଜାମ୍ରେ ଫସିଲେ ଯୁବକ, ପିଜା ଅର୍ଡର କରି ମେଣ୍ଟାଇଲେ ଭୋକ, ଭିଡିଓ ଦେଖିଲେ…
ଆପଣ ବେଶ୍ ଭଲ ଭାବେ ଜାଣିଥିବେ ଭାରତର ବଡ଼ ସହରରେ ଟ୍ରାଫିକ୍ର ଅବସ୍ଥା କିପରି। ସବୁଠୁ ଟ୍ରାଫିକ୍ ଜାମ୍ ବେଙ୍ଗାଲୁରୁରେ ଦେଖିବାକୁ ମିଳେ। ଏଠାରେ ଯଦି ଆପଣଙ୍କୁ ୧୦ କିଲୋମିଟର ଯାତ୍ରା କରିବାକୁ ଥାଏ, ତେବେ ଅତି କମରେ ଦେଢ଼ ଘଣ୍ଟା…
୨୪ଘଣ୍ଟା ପରେ ବି ମିଳୁନି ପତ୍ତା
ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି…
୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ
ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍ଫୋନ୍ କିମ୍ବା ଟାବ୍ଲେଟ୍ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍ଫୋନ୍, ଟାବ୍ଲେଟ୍ରେ…
ଥ୍ରୋଟଲ୍ରେ ଥୋଇଲେ ବ୍ୟାଗ୍, ମାଡ଼ିଗଲା ଟ୍ରେନ୍
ନୂଆଦିଲ୍ଲୀ/ମଥୁରା,୨୯ା୯:ଜଣେ ଟ୍ରେନ୍ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେଶନରେ ଛିଡ଼ାହୋଇଥିବା ଏକ ଟ୍ରେନ୍ ମଙ୍ଗଳବାର ରାତିରେ ଲାଇନ୍ଚ୍ୟୁତ ହୋଇ ପ୍ଲାଟ୍ଫର୍ମକୁ ମାଡ଼ିଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍ରେ ଲାଗିଥିବା ସିକ୍ୟୁରିଟି…
ଢେଙ୍କାନାଳ ସହରରେ ହେଟା ଆତଙ୍କ
ଢେଙ୍କାନାଳ,୨୯ା୯ (ରତନ ନାୟାର):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି…
କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର,୨୯।୯(ଶର୍ମିଷ୍ଠା ପାଣିଗ୍ରାହୀ):ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ଶାରଳା ପୁରସ୍କାରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟି ସମ୍ମାନିତ ହେବେ। ୨୦୧୭ ମସିହାରେ ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।…
୧୫ ଜିଲାକୁ ଭୂମିକମ୍ପ ବିପଦ
ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ…
Archives


