ଜର୍ଦାରୀ-ଗିଲାନୀଙ୍କ ସମସ୍ୟା ବଢିଲା
ଇସଲାମାବାଦ୍,୨୯।୯: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କ ସମସ୍ୟା ବଢିଛି। ଅକ୍ଟୋବର ୨୪ରେ ତୋସାଖାନା ମାମଲାରେ ହାଜର ହେବା ପାଇଁ ଇସଲାମାବାଦ କୋର୍ଟ ଜର୍ଦାରୀ ଏବଂ ଗିଲାନୀଙ୍କୁ ଡକାଇଛନ୍ତି। ୨୦୦୮ ରୁ…
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ ଉଦ୍ୟମ
ଇମ୍ଫାଲ୍,୨୯।୯: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଉପସ୍ଥିତ ସୁରକ୍ଷା ବାହିନୀ ଏହାକୁ ପଣ୍ଡ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ, ଇମ୍ଫାଲର ହିଙ୍ଗାଙ୍ଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ…
ଆକାଶରେ ଦୁଇଟି ସୂର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ
ଜଣେ ବ୍ୟକ୍ତି ଆକାଶରେ ଦୁଇଟି ସୂର୍ଯ୍ୟ ଦେଖାଇଲେ, ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ପରେ କମେଣ୍ଟ ପଢ଼ିବା ପରେ ସତ କଥା ଜାଣିପାରିଥିଲେ। ମହାକାଶ ବହୁତ ବଡ଼। ଅନେକ ଗ୍ରହ ଏବଂ ଉପଗ୍ରହମାନଙ୍କ ମଧ୍ୟରେ ମଣିଷ ପ୍ରତିଦିନ ନୂଆ ରହସ୍ୟ…
ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ
ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍ ସମୟରେ ଅକ୍ଷର ଆହତ ହୋଇଥିଲେ।…
୨ ଭାଜପା ବିଧାୟକ ବିଧାନସଭାରୁ ସସ୍ପେଣ୍ଡ
ଭୁବନେଶ୍ୱର,୨୮।୯(ସୁନିତ୍ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା…
ପଶ୍ଚିମ ଏସିଆ ଦେଶରେ ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ
ନୂଆଦିଲ୍ଲୀ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ନିକଟରେ ପାକିସ୍ତାନ ନାମରେ ଆଉ ଏକ ସଫଳତା ହାସଲ କରାଯାଇଛି। ପାକିସ୍ତାନ ଭିକ ମାଗିବା ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ଅସୁବିଧାରେ ପଡିଛନ୍ତି। ସୂଚନା…
ଯଦି ଏଥର ଯାଞ୍ଚରେ କିଛି ନ ମିଳିଲା, ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୮।୯: ବାସଭବନ ନବୀକରଣ ମାମଲାରେ ସିବିଆଇ ତଦନ୍ତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ଯଦି ଏଥର କିଛି ତଦନ୍ତରେ ନ ମିଳେ ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ। ଏହା…
ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଖାଲଖମା ମୁକ୍ତ: ଗଡକରୀ
ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥକୁ ଖାଲଖମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ଉପରେ କାର୍ଯ୍ୟ କରୁଛନ୍ତି।…
ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା
ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମାମଲା ବର୍ତ୍ତମାନ ବିଶେଷାଧିକାର…
ଦାନିସ ଅଲ୍ଲୀ, ରମେଶ ବିଧୁରୀଙ୍କ ଅଭିଯୋଗ ମାମଲାର ଯାଞ୍ଚ୍ କରିବ ସଂସଦର ବିଶେଷାଧିକାର କମିଟି
ନୂଆଦିଲ୍ଲୀ,୨୮।୯: ବିଏସ୍ପି ଏମ୍ପି ଦାନିସ ଅଲ୍ଲୀ ଏବଂ ରମେଶ ବିଧୁରୀଙ୍କ ଅଭିଯୋଗ ପ୍ରସଙ୍ଗର ଅନୁସନ୍ଧାନ ସଂସଦର ବିଶେଷାଧିକାର କମିଟି କରିବ ବୋଲି ଲୋକ ସଭା ବାଚସ୍ପତି ଓମ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩…
୨ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍ ଅଫିସର୍
ୟୁପିଏସ୍ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା…
ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର ଭାଇମାନଙ୍କୁ…
Archives


