Home

ଚୋରି କରି ଧରାପଡିଲେ ଭୋଜପୁରୀ ଅଭିନେତ୍ରୀ, ମାଗୁଛନ୍ତି ଭିକ,ଦିନେ ଥିଲେ ନିର୍ଦ୍ଦେଶକଙ୍କ ପ୍ରଥମ ପ୍ରସନ୍ଦ…

ମୁମ୍ବାଇ : ଲୋକମାନେ ନିଜ କ୍ୟାରିୟର କରିବାକୁ ଚଳଚ୍ଚିତ୍ର ଜଗତକୁ ଆସନ୍ତି, କିନ୍ତୁ କିଛି ଲୋକ ସଫଳ ହୁଅନ୍ତି ଏବଂ କିଛି ଲୋକ ନିରାଶ ହୁଅନ୍ତି। ବଲିଉଡ ଠାରୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ଘଟେ। ଭୋଜପୁରୀ…

ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ହାଇଦ୍ରାବାଦ୍‌,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ।…

ଇସ୍ରାଏଲୀଙ୍କୁ ହୁଏନି ସହଜରେ ରୋଗ, ବଞ୍ଚନ୍ତି ୧୦୦ବର୍ଷ…

ନୂଆଦିଲ୍ଲୀ,୨୫।୧୦ : ହେଲଦି ଡାଇଟ ସହ ହେଲଦି ଏକ୍ସରସାଇଜ ଫିଟ୍‌ ରହିବାର ମୂଳମନ୍ତ୍ର। ସୁଷମ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କଲେ କୌଣସି ରୋଗ ପାଖ ମାଡେ ନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରତିଦିନ ଯୋଗ ପ୍ରାଣାୟମ କରିବା ଦ୍ୱାରା ମଣିଷର…

ବିଶ୍ୱକପ ପରେ ବାବର ଆଜମଙ୍କ ବିରୋଧରେ ନିଆଯିବ ପଦକ୍ଷେପ,ଆକ୍ସନ ମୁଡରେ ପିସିବି!…

ଇସଲାମାବାଦ,୨୫।୧୦ : ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଗୁରୁତର ରହିଛି। ଦଳ ଲଗାତାର ତିନି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। କେବଳ ଏତିକି ନୁହେଁ, ଅଧିନାୟକ ବାବର ଆଜାମ ମଧ୍ୟ ଟୁର୍ନାମେଣ୍ଟରେ ତାଙ୍କ ପ୍ରତିଛବି ଅନୁଯାୟୀ କିଛି ବିଶେଷ…

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର, ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୫।୧୦ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ବୁଧବାର କହିଛନ୍ତି କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ ନାହିଁ।…

ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ମିଳିବ ୧୦,୦୦୦ ଟଙ୍କା

ଜୟପୁର,୨୫।୧୦: ରାଜସ୍ଥାନରେ କଂଗ୍ରେସ ସରକାର ଆସିଲେ ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତିବର୍ଷ ୧୦,୦୦୦ ଟଙ୍କା ସମ୍ମାନ ପ୍ରଦାନ କରାଯିବ। ଜୁଞ୍ଜୁନୁରେ ଏକ ସାଧାରଣ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ଘୋଷଣା କରିଛନ୍ତି। ନିଜ ସମ୍ବୋଧନରେ ଗେହଲଟ କହିଛନ୍ତି, ଆମେ…

୮ନୂଆ ଭାଇରସ ଆବିଷ୍କାର କଲା ଚାଇନା, କରୋନା ପରି ବ୍ୟାପିପାରେ ସଂକ୍ରମଣ

ବେଜିଂ,୨୫।୧୦: ୩ବର୍ଷ ପୂର୍ବରୁ କରୋନା ମହାମାରୀ ନିଜର କରାଳ ରୂପ ଦେଖାଇ ସାରିଛି। କରୋନାର ମୃତ୍ୟୁ ତାଣ୍ଡବରେ କୋଟି କୋଟ ଅଦିନରେ ଝଡି ପଡିଛନ୍ତି। ତେବେ କରୋନାର ସୃଷ୍ଟିକର୍ତ୍ତା ଚାଇନାକୁ ଯେତେଥର ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ…

ବିଜୁଳି କାଟ୍‌-ଚିକିତ୍ସା ଠପ୍‌: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା

ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି।…

ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ ସମ୍ପର୍କରେ…

ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ ସଚେତନ…

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ରାଜନୀତିରୁ ନେଲେ ଅବସର…

ମୁମ୍ବାଇ,୨୫।୧୦ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର, ମହାରାଷ୍ଟ୍ରର ସୋଲାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା…

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?