ଚାଇନାରେ ପ୍ରଳୟଙ୍କରୀ ବନ୍ୟା, ୧୮ ହଜାରରୁ ଅଧିକ ଲୋକଙ୍କୁ କରାଗଲାଣି ଉଦ୍ଧାର
ବେଜିଂ,୬।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ବହୁ ସମସ୍ୟା ସୃଷ୍ଟି କରିଛି। ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ସହିତ ଡୋକସୁରୀ ଝଡ଼ ଦେଶରେ ପରିସ୍ଥିତିକୁ ଆହୁରି ଖରାପ…
ରାଜ୍ୟ ସଭାରେ ସୋମବାର ଅମିତ ଶାହା ଉପସ୍ଥାପନ କରିବେ ଦିଲ୍ଲୀ ସେବା ବିଲ, ଲୋକ ସଭାରେ ମିଳି ସାରିଛି ମଞ୍ଜୁରୀ
ନୂଆଦିଲ୍ଲୀ,୬।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୭ ସୋମବାର ରାଜ୍ୟ ସଭାରେ ‘ଦିଲ୍ଲୀର ସରକାରୀ ସଂଶୋଧନ ବିଲ, ୨୦୨୩’ ଉପସ୍ଥାପନ କରିବେ। ଏହାପୂର୍ବରୁ ଅଗଷ୍ଟ ୩ରେ, ରାଜଧାନୀ ଦିଲ୍ଲୀର ଅଧିକାରୀ ନିଯୁକ୍ତି ଏବଂ ସ୍ଥାନାନ୍ତରଣରେ ଲେଫ୍ଟନାଣ୍ଟ…
ଟେଲିଗ୍ରାମ୍ ଆପ୍ ବନ୍ଦ କଲା ଇରାକ୍
ବାଗ୍ଦାଦ୍,୬ା୮: ଇରାକ୍ ଏହାର ଟେଲିଗ୍ରାମ୍ ଆପ୍କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍ ଏହି ଆପ୍କୁ ବନ୍ଦ କରିଥିବା ଇରାକ୍ର ଟେଲିକମ୍ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ସୁରକ୍ଷା ଚିନ୍ତାଧାରା ତଥା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର…
ସ୍ପୋର୍ଟସ ଇଭେଣ୍ଟରେ ବଡ ଦୁର୍ଘଟଣା, ବାଇକ ରେସ ସମୟରେ ୧୩ ବର୍ଷୀୟ ଶ୍ରେୟସଙ୍କ ମୃତ୍ୟୁ
ବେଙ୍ଗାଲୁରୁ,୬।୮: ବେଙ୍ଗାଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଇଣ୍ଡିଆନ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପର ତୃତୀୟ ରାଉଣ୍ଡରେ ସ୍ଥାନୀୟ ଅଞ୍ଚଳର ୧୩ ବର୍ଷିୟ ପ୍ରତିଭା କୋପ୍ପାରାମ ଶ୍ରେୟସ ହରିଶ…
ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ
ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍ରା ଏକ୍ସପ୍ରେସର ମୋଟ୍ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଷ୍ଟେଶନ ନିକଟରେ ଲାଇନଚ୍ୟୁତ୍ ହେବାରୁ ପ୍ରାୟ ୨୫ ଜଣଙ୍କର…
ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ
ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା ବିସ୍ତାର…
ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହୋସରେ ଅଛନ୍ତି ଏବଂ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ସହ…
ଭର୍ଚୁଆଲ ମୋଡ୍ରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବଡ଼ବିଲ ରେଳଷ୍ଟେଶନ ପାଇଁ ୧୬ କୋଟି ଟଙ୍କା ବ୍ୟୟ ବରାଦ
ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ ହୋଇଛି। ରବିବାର ପ୍ରଥମ ପର୍ଯ୍ୟାୟରେ ୫୦୮ଟି ଷ୍ଟେଶନର ପୁନଃ…
ନା ଏସି, ନା ଭିଭିଆଇପି ଟ୍ରିଟମେଣ୍ଟ; ୮୦୪ କଏଦୀ ଥିବା ଜେଲରେ ରହୁଛନ୍ତି ଇମ୍ରାନ, ବ୍ରିଟିଶ ଶାସକ ସମୟର ଅଟୋକ ଜେଲ
ଇସଲାମାବାଦ,୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଟୋକ ଜେଲରେ ବନ୍ଦୀ କରି ଦିଆଯାଇଛି। ପଞ୍ଜାବ ଅଞ୍ଚଳର ସୀମାରେ ଥିବା ଅଟୋକ ଜେଲ ଏକ ଐତିହାସିକ ଜେଲ, ଯେଉଁଠାରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମଏଲ-ଏନ) ସୁପ୍ରିମୋ ନଓ୍ବାଜ ଶରିଫ, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର…
‘ବିରୋଧୀ ମହାମେଣ୍ଟର ନେତା ଏବେ ବ୍ୟାକବେଞ୍ଚର ହୋଇ ରହିଗଲେ’, ନୀତୀଶଙ୍କୁ ଟାର୍ଗେଟ କଲେ ଚିରାଗ
ପାଟନା,୬।୮: ଏଲଜେପି ମୁଖ୍ୟ (ରାମ ଭିଲାସ) ଏବଂ ଏମପି ଚିରାଗ ପାସୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ ବର୍ଷିଛନ୍ତି। ରବିବାର ସେ କହିଛନ୍ତି ଯେ ବିରୋଧୀ ଦଳର ନେତୃତ୍ୱ ନେବାକୁ ନୀତୀଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି, କିନ୍ତୁ ବର୍ତ୍ତମାନ…
ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଘଟଣା, ନିଆଁରେ ପୋଡି ହୋଇ ପିତାଙ୍କ ସମେତ ୫ ଶିଶୁ ମୃତ
ସିଡନୀ,୬।୮: ଅଷ୍ଟ୍ରେଲିଆର ରସେଲ ଦ୍ୱୀପରେ ରବିବାର ଜଣେ ପିତାଙ୍କ ସମେତ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ହୃଦୟ ବିଦାରକ ଓ ଭୟଙ୍କର ବୋଲି ବର୍ଣ୍ଣନା କରିଛି। ରବିବାର ସକାଳେ ବ୍ରିସବେନ ନିକଟ ରସେଲ ଦ୍ୱୀପରେ ଥିବା…
‘ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହା ସଠିକ ସ୍ଥାନ’, ଅଜିତ ପାଓ୍ବାରଙ୍କୁ ନେଇ ଶାହାଙ୍କ ବଡ ବୟାନ
ପୁଣେ,୬।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପୁଣେରେ ଏନସିପି ନେତା ଅଜିତ ପାଓ୍ବାରଙ୍କୁ ନେଇ କହିଛନ୍ତି, ଆପଣ ଏଠାକୁ ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହି ସ୍ଥାନ ଠିକ। ଅଜିତ ପାୱାର ଗତ ମାସରେ ଭାଜପା ଏବଂ…
Archives


