Home

ଜାନୁୟାରୀ ୧୭ରେ ‘ପରିକ୍ରମା’ ଲୋକାର୍ପଣ

ପୁରୀ, ୪ା୧୧(ଅଜିତ୍‌ ମହାନ୍ତି): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଶ୍ରୀସେତୁ କାର୍ଯ୍ୟ ପ୍ରାୟ ଶେଷ…

ନେପାଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୪

ନୂଆଦିଲ୍ଲୀ, ୩। ୧୧: ନେପାଳରେ ଶୁକ୍ରବାର ରାତି ୧୧.୩୨ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଥିବାବେଳେ ଗଭୀରତା ୧୦କିମି ଥିବା…

ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…

ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ…

‘ଭାରତ ଏକ କ୍ରୁର କ୍ରିକେଟ ଟିମ୍‌ ପାଲଟିଗଲାଣି’

ନୂଆଦିଲ୍ଲୀ,୩।୧୧: ଓ୍ବାଙ୍ଖଡେର ଐତିହାସିକ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ ଭାରତୀୟ ବୋଲରମାନେ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ପେସ୍‌ ବୋଲରଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ କ୍ରୁର ଟିମ୍‌ ପାଲଟି…

ଇଡିର ବଡ଼ ଦାବି: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମହାଦେବ ବେଟିଂ ଆପ୍‌ ପ୍ରମୋଟର୍ସ ଦେଇଛନ୍ତି ୫୦୮ କୋଟି

ରାୟପୁର,୩।୧୧: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିବାଦରେ ଛନ୍ଦି ହୋଇଛନ୍ତି। ୟୁଏଇର ମହାଦେବ ବେଟିଂ ଆପ୍‌ର ପ୍ରମୋଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବଡ଼ ଦାବି…

ଗୋଡ଼ ନ ଥାଇ ବି ସକ୍ଷମ, ଆଶାବାଡ଼ି ଧରି ଶ୍ରମିକ ସାଜିଥିବା ଏହି ଦିବ୍ୟାଙ୍ଗଙ୍କ ପରିଶ୍ରମ ଦେଖିଲେ ଆଖିରେ ଆସିବ ଲୁହ…

ଅନେକେ ଗୋଡ଼ ଥାଇ ବି ପରିଶ୍ରମ କରିବାକୁ କୁଣ୍ଠାବୋଧ କରନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ଗୋଡ଼ ନ ଥାଇ ବି ଆଶାବାଡ଼ି ସାହାଯ୍ୟରେ ମଜୁରି ଲାଗି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’, ଜାଣନ୍ତୁ କିଏ ଆରମ୍ଭ କରିଥିଲେ…

ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍‌ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ ଆରମ୍ଭ…

୧୧ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଅଭିନେତ୍ରୀ

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ। ‘ଦିୟା ଔର ବାତୀ ହମ୍‌’ରେ ମିନାକ୍ଷୀ ଚରିତ୍ରରେ ଅଭିନୟ କରି ହୃଦୟ ଜିତିଥିବା କନିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିବାହର ୧୧…

୯ ବର୍ଷ ପରେ ଟି୨୦ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କଲା ନେପାଳ

ନୂଆଦିଲ୍ଲୀ,୩।୧୧: ନେପାଳ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍‌ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍‌ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍‌ ୨୦୧୪ରେ ବିଶ୍ୱକପ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ ସେଥିରେ…

ସାମ୍ବାଦିକାଙ୍କ ଉପରକୁ ହାତ ଉଠାଇଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର,୩।୧୧(ସତ୍ୟଜିତ ରାଉତ): ଗତ କିଛିଦିନ ଧରି ଲାଗି ରହିଥିବା ଓଲିଉଡ କଳି ଥମି ନ ଥିବାବେଳେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ପ୍ରଯୋଜକ ଟୁଟୁ ନାୟକ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ‘ପ୍ରଥା’ ଫିଲ୍ମର…

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ।…

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ ଗସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?