ଜୟ ଆଲୁକ୍କାସ୍ଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ଉନ୍ମୋଚିତ
ଭୁବନେଶ୍ୱର,୧୪।୧୧: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ୍ର ଅଧ୍ୟକ୍ଷ ତଥା ଏମ୍ଡି ଜୟ ଆଲକ୍କାସଙ୍କର ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ (ସ୍ପ୍ରେଡିଂ ଜୟ) ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ଜୟ ଆଲୁକ୍କାସ୍ କିପରି ବିଶ୍ୱର ଜଣେ ଜଣାଶୁଣା ଗହଣା ବ୍ୟବସାୟୀ ହୋଇଗଲେ…
ଏଲ୍ଆଇସିର ଦ୍ୱିତୀୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧୪।୧୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ବେଳେ ୨୦୨୩-୨୪ ଆର୍ଥିକ ବର୍ଷର…
ଭି-ମାର୍ଟର ସ୍ବତନ୍ତ୍ର ଦୀପାବଳି କଲେକ୍ସନ
ଭୁବନେଶ୍ୱର,୧୪।୧୧: ଭି-ମାର୍ଟ ରିଟେଲ ଲିମିଟେଡ୍ (ଭି-ମାର୍ଟ)ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ‘ଫ୍ୟାଶନ କା ପ୍ୟାର୍ ହର୍ ତ୍ୟୋହାର’ ସହ ସ୍ବତନ୍ତ୍ର ଦୀପାବଳି କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦିିଓ୍ବାଲି ସେଲିବ୍ରେଶନକୁ ଦ୍ୱିଗୁଣିତ କରିବା ପାଇଁ ଭି ମାର୍ଟ…
ଶ୍ରେଷ୍ଠତା ପ୍ରଦର୍ଶନକୁ ଗୁରୁତ୍ୱ
ଭୁବନେଶ୍ୱର,୧୪।୧୧: ଓଡ଼ିଶା ଖଣି ନିଗମ (ଓଡ଼ିଶା ମାଇନିଂ କର୍ପୋରେଶନ ବା ଓଏମ୍ସି) ର ନୂତନ ପଦକ୍ଷେପ ‘ୟୁରୋପୀୟ ଫାଉଣ୍ଡେଶନ ଫର୍ କ୍ୱାଲିଟି ମ୍ୟାନେଜମେଣ୍ଟ (ଇଏଫକ୍ୟୁଏମ୍) କାର୍ଯ୍ୟାନ୍ବୟ’କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଏମସି ଅଧ୍ୟକ୍ଷ ତଥା ଇସ୍ପାତ ଏବଂ…
ମଣପୁରମର ଦ୍ୱିତୀୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ଅର୍ଥଲଗାଣକାରୀ କମ୍ପାନୀ ମଣପୁରମ ଫାଇନାନ୍ସ ଲିମିଟେଡର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ଓ କାରବାର ସାଙ୍ଗକୁ ନୂତନ ସୁବିଧା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି…
କୁବେର ଅପ୍ଟିକାଲର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୪।୧୧ : ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ଆଇ ଓ୍ବେରିଂ ବ୍ରାଣ୍ଡ୍ କୁବେର ଅପ୍ଟିକାଲର ନୂତନ ୟୁନିଟ ତଥା ଏକ୍ସକ୍ଲୁସିଭ ଆଉଟଲେଟ ‘ ନ୍ୟୁ ଅପ୍ଟିଲା ଆଣ୍ଡ ଆଇ କ୍ଲିନିକ’ ନିକଟରେ ୟୁନିଟ-୪ (ପୁରୀ ଗ୍ରାମ୍ୟ ବ୍ୟାଙ୍କ ଶାଖା ଭୌମନଗର) ଠାରେ ଉଦଘାଟିତ…
ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%
ଭୁବନେଶ୍ୱର,୧୪।୧୧ (ଅଭୟ ଦାଶ): ଗତ କିଛି ମାସ ହେଲା/ହେବ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟୁଛି। ଏପରିକି କ୍ରମାଗତ ୪ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି, ବିଶେଷ କରି ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀର ଦର ହ୍ରାସ…
ଡାଇବେଟିସ୍ ଓ ଜୀବନଶୈଳୀ
ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍ ହେବ ନାହିଁ। ଡାଇବେଟିସ୍ ଯଦି ଜଟିଳ ଆକାର ଧାରଣକରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍ନୀ…
ବିଜୟଙ୍କ ସହ ଦୀପାବଳି ପାଳିଲେ ତମନ୍ନା
ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍ ଆଲୋଚନା ହେଉଛି। ବିଜୟ ତାଙ୍କ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବା ପରେ ସେମାନେ ଏବେ ପ୍ରଶଂସକଙ୍କ ପସନ୍ଦର ଯୋଡ଼ି ପାଲଟିଛନ୍ତି। ଏବେ ଦୁହିଁଙ୍କର ଏକ ଭିଡିଓ…
ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି
ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି)…
କରାଚୀରେ ଚାଇନା ଯୁଦ୍ଧଜାହାଜ
ନୂଆଦିଲ୍ଲୀ,୧୪।୧୧ : ପାକିସ୍ତାନର କରାଚୀ ପୋତାଶ୍ରୟରେ ଚାଇନାର ଅନେକ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ସହାୟକ ଜାହାଜର ଉପସ୍ଥିତି ହାଇ ରିଜୋଲ୍ୟୁଶନ ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି। ଚାଇନା ଏବଂ ପାକିସ୍ତାନ ସର୍ବବୃହତ୍ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ମହାସାଗରରେ ବେଜିଂ…
କାଟାଲାନ୍ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍ରେ ବିଶାଳ ବିକ୍ଷୋଭ
ମାଡ୍ରିଡ୍,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ…

