Home

ଅନନ୍ତନାଗରେ ସେନା ଅପରେଶନ ଜୋରଦାର, ନିଆଯାଉଛି ହେରୋନ ଡ୍ରୋନର ସାହାଯ୍ୟ

ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ସର୍ଚ୍ଚ ଅପରେଶନ ଜାରି ରଖାଯାଇଛି। ଯେଉଁଠାରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଜମ୍ମୁ କଶ୍ମୀର ପୋଲିସ ଗୁରୁବାର ଅନନ୍ତନାଗ ଜିଲାରେ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରି…

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କୁ ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ପୋର୍ଟାଲ ସହିତ ସଂଯୋଗ କରିଥିବାରୁ ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଗୁରୁବାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସିଜେଆଇ ଚନ୍ଦ୍ରଚୁଡଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।…

ରଣବୀରଙ୍କ ସହ ସ୍କ୍ରିନ ସେୟାର କରିବେ ରିୟା!

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀ ଦେବଦାସ, ବାଜିରାଓ ମସ୍ତାନୀ, ପଦ୍ମାବତ ଏବଂ ଗୋଲିୟୋଁ କି ରାସଲିଳା ରାମ-ଲୀଲା ଭଳି ଫିଲ୍ମ ପାଇଁ ବେଶ ଜଣାଶୁଣା। ବର୍ତ୍ତମାନ, ଦର୍ଶକମାନେ ତାଙ୍କର ଆଉ ଏକ ଜବରଦସ୍ତ ମେକିଂ ହିରାମାଣ୍ଡି ନାମକ ଏକ ୱେବ ସିରିଜ…

ଯୁଦ୍ଧ ଶାନ୍ତି ଆଣେ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଥିବା ଏନକାଉଣ୍ଟରରେ ତିନିଜଣ ସୁରକ୍ଷା ଅଧିକାରୀଙ୍କ ଶହୀଦ ହେବା ଉପରେ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, କିଏ କହୁଛି ଆତଙ୍କବାଦ ସମାପ୍ତ ହୋଇଛି। ବର୍ତ୍ତମାନ ତାଲିମପ୍ରାପ୍ତ ଆତଙ୍କବାଦୀ…

ବେବି ପ୍ଲାନିଂକୁ ନେଇ ମୁହଁ ଖୋଲିଲେ ଭିକ୍କି

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ମୁଭି ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲିର ପ୍ରମୋସନରେ ବିଜି ଅଛନ୍ତ। ଏହି ଅଭିନେତା ତାଙ୍କ ପର୍ସନାଲ ଲାଇଫ ବିଷୟରେ କମ କଥା କହିବାକୁ ପସନ୍ଦ…

କିମ୍‌ଙ୍କୁ ଡିନରରେ ଏସବୁ ଖାଦ୍ୟ ଖାଇବାକୁ ଦେଲେ ପୁଟିନ

ମସ୍କୋ,୧୪ା୯: ଆମେରିକା ସମେତ ବିଶ୍ୱସ୍ତରୀୟ ନେତାଙ୍କ ଦୃଷ୍ଟି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଉପରେ ରହିଛି। କାରଣ ପ୍ରାୟ ୧୯ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ…

୪୦ ବର୍ଷ ହେବ କେଶ କାଟିନାହାନ୍ତି ଏହି ବ୍ୟକ୍ତି, ଛାତ ଉପରେ ଛିଡା ହେଲେ…

ନିଜ ସଉକ ପୂରଣ ପାଇଁ ଲୋକେ ଯେକୌଣସି ସ୍ତରକୁ ଯାଇପାରନ୍ତି। କାହାର ଦାଢି ବଢାଇବାର ତ ଆଉ କାହାର କେଶ ବଢାଇବାର ସଉକ ଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ କେଶ…

ପତ୍ନୀଙ୍କ ଉପରେ ଲାଗିଥିବା ଅଭିଯୋଗ ପ୍ରମାଣ ହେଲେ, ସାର୍ବଜନିକ ଜୀବନରୁ ସନ୍ୟାସ ନେବି: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୧୪।୯: କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୌରବ ଗୋଗୋଇଙ୍କ ମଧ୍ୟରେ ଏକ ଟୁଇଟର (ବର୍ତ୍ତମାନ ଏକ୍ସ) ଯୁଦ୍ଧ ଆରମ୍ଭ ହୋଇଛି। ଗୁରୁବାର ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ଯଦି ତାଙ୍କ…

ଏହି ସ୍କୁଲରେ ପଢିବାକୁ ହେଲେ ଫି’ ନୁହେଁ, ଜମା କରିବାକୁ ପଡେ ୧୦୦ ପ୍ଲାଷ୍ଟିକ୍‌ ବୋତଲ

ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଆଜିର ସମୟରେ ଲୋକମାନେ ଶିକ୍ଷାର ମୂଲ୍ୟ ଜାଣନ୍ତି। କିନ୍ତୁ ସମୟ ସହିତ ଶିକ୍ଷା ମଧ୍ୟ ମହଙ୍ଗା ହୋଇଯାଇଛି। ଏହି କାରଣରୁ ପ୍ରତ୍ୟେକ ମାତାପିତା ନିଜ ପିଲାଙ୍କ ଭଲ ଶିକ୍ଷା ପାଇଁ ଟଙ୍କା ସଞ୍ଚୟ କରିବା…

‘ପାକିସ୍ତାନକୁ ଅଲଗା ନ କଲେ କିଛି ହେବ ନାହିଁ’, ପାକକୁ ଟାର୍ଗେଟ କଲେ ଭିକେ ସିଂ

କଶ୍ମୀର,୧୪।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ଏବଂ ତିନିଜଣ ଅଧିକାରୀ ଶହୀଦ ହୋଇଛନ୍ତି। ସେନାଙ୍କର ଶେଷକୃତ୍ୟ ପରେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂ…

ଆସନ୍ତା ମାସରୁ ବଦଳିବ ନିୟମ, ଆଧାରରୁ ଡିଏଲ ପର୍ଯ୍ୟନ୍ତ କେବଳ ଜନ୍ମ ପ୍ରମାଣ ପତ୍ରରେ ହୋଇଯିବ ଅନେକ କାମ

ନୂଆଦିଲ୍ଲୀ,୧୪।୯: ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଏନଆଇର ଖବର ଅନୁଯାୟୀ, ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ…

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନ ହଠାତ ପହଞ୍ଚିଲା ପାକିସ୍ତାନ ଏୟାର ସ୍ପେଶରେ, ଫେରିଲା ରାଜଧାନୀ

ନୂଆଦିଲ୍ଲୀ,୧୪।୯: ରାଜଧାନୀ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ (ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭-୮ ଡ୍ରିମଲାଇନର୍‌) ହଠାତ କିଛି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଫେରିଆସିଥିଲା। ବାସ୍ତବରେ ବିମାନ ଉଡ଼ାଣ ସମୟରେ ବିମାନରେ କିଛି ବୈଷୟିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri