Home

ହମାସଠାରୁ ଯୁଦ୍ଧ ଜିତି ବି ହାରିଯିବେ ନେତାନ୍ୟାହୁ!

ଜେରୁଜେଲମ,୧୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇସ୍ରାଏଲ ଏବଂ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆରବ ଦେଶଗୁଡିକ ବ୍ୟତୀତ, ଏମିତି କୌଣସି…

ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ ମାନବିକ ସଙ୍କଟ ଦେଖାଦେଇଛି। ଲୋକମାନେ ନିଜ ଘର ଛାଡି କ୍ୟାମ୍ପରେ ରହିବାକୁ ବାଧ୍ୟ…

ଟାଇଗର-୩ ଟ୍ରେଲର ରିଲିଜ୍‌

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଜଣେ ମହିଳାଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରୁ ଆରମ୍ଭ ହୋଇଛି। ଯେଉଁଥିରେ କୁହାଯାଇଛି, ଦେଶର ଶାନ୍ତି ଏବଂ…

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୧୦: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୋମବାର ସେ କହିଛନ୍ତି ମୋଦି ଇସ୍ରାଏଲ ପାଇଁ ଅଧିକ ଚିନ୍ତିତ। କେବଳ ଘୃଣା ବ୍ୟାପିବା ପାଇଁ ଭାଜପା କାର୍ଯ୍ୟ କରୁଛି। ଆଇଜଲର ରାଜ…

ମହୁଆଙ୍କ ସପକ୍ଷରେ ବାହାରିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୬।୧୦: ଭାଜପା ଏମପି ନିଶିକାନ୍ତ ଦୁବେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି)ଏମପି ମହୁଆ ମୋଇତ୍ରଙ୍କୁ ପ୍ରଶ୍ନ ପଚାରି ନଗଦ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ତଦନ୍ତ ପାଇଁ ତଦନ୍ତ କମିଟି ଗଠନ କରିବାକୁ ଦୁବେ ଲୋକ ସଭା ବାଚସ୍ପତି…

ପାଇଲଟ ଲାଇସେନ୍ସ ୧୦ ବର୍ଷ ପର୍ଯ୍ୟନ୍ତ ରହିବ ବୈଧ…

ନୂଆଦିଲ୍ଲୀ,୧୬।୧୦ : ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟ କରିବାରେ ସହଜତାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏହାର ପ୍ରୟାସର ଏକ ଅଂଶ ଭାବରେ ଏକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ବାଣିଜି୍ୟକ ପାଇଲଟ ଲାଇସେନ୍ସ ବର୍ତ୍ତମାନ ୧୦ ବର୍ଷ…

୨୬ ସପ୍ତାହ ଭ୍ରୁଣ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧୦ : ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ। ସୋମବାର କୋର୍ଟ…

ମଣିପୁର ବଦଳରେ ମୋଦିଙ୍କୁ ଘାରିଛି ଇସ୍ରାଏଲ ଚିନ୍ତା: ରାହୁଲ…

ଆଇଜଲ,୧୬।୧୦ : ମିଜୋରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମଣିପୁର ଅପେକ୍ଷା ଇସ୍ରାଏଲରେ କ’ଣ ଘଟୁଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଅଧିକ ଚିନ୍ତିତ ଅଛନ୍ତି। ମିଜୋରାମର ରାଜ…

ମିଜୋରାମ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଆଇଜଲ,୧୬।୧୦: )ମିଜୋରାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୪୦ ଟି ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ କଂଗ୍ରେସ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ କେବଳ ଲୁଙ୍ଗଲେଇ ଦକ୍ଷିଣ…

କଂଗ୍ରେସର ନିର୍ବାଚନୀ ଥୋପ: ବିବାହ ସମୟରେ ମହିଳାଙ୍କୁ ସୁନା-ଛାତ୍ରୀଛାତ୍ରଙ୍କୁ ମାଗଣା ଇଣ୍ଟରନେଟ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥି ସହିତ ବିଆରଏସ ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ପ୍ରତିଶ୍ରୁତିରେ…

ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…

ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ…

୩୦୦୦ରୁ ଅଧିକ ଲୋକ ଭୂକମ୍ପରେ ମୃତ୍ୟୁବରଣ କଲେ, ଏହି ବିଜୟ ଦେଶକୁ କିଛିଟା ଖୁସି ଦେବ: ରଶିଦ

ନୂଆଦିଲ୍ଲୀ,୧୬।୧୦(୦୭): ବିଶ୍ୱକପ ୨୦୨୩ର ୧୩ତମ ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ୬୯ ରନ୍‌ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ସ୍ପିନ ବୋଲର ରଶିଦ ଖାଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରଶିଦ କହିଛନ୍ତି ଯେ, ଇଂଲଣ୍ଡ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri