Home

୨୦୨୪ ସୁଦ୍ଧା ପାକିସ୍ତାନରୁ ବାହାରିବେ ୧୦ ଲକ୍ଷ ଅବୈଧ ବିଦେଶୀ ନାଗରିକ

ଇସଲାମାବାଦ,୨୩।୧୧: ଦାରିଦ୍ର୍ୟ ତଥା ଅନାହାରରେ ପୀଡିତ ପାକିସ୍ତାନ କ୍ରମାଗତ ଭାବରେ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବହିଷ୍କାର କରୁଛି। ଅକ୍ଟୋବର ୫ରେ ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ପାକିସ୍ତାନ ୩୪୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ଦେଶରୁ…

ବଲିଉଡରେ ଡେବ୍ୟୁ କରିବେ ମାଧୁରୀଙ୍କ ସ୍ବାମୀ!

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ବାାମୀ ଡ. ଶ୍ରୀରାମ ନେନେ ହେଉଛନ୍ତି ବଲିଉଡର ପାଓ୍ବାର କପଲ। ଦୁହିଁଙ୍କ ମଧ୍ୟରେ ପ୍ରେମ ବେମିସାଲ। ମାଧୁରୀ୧୯୯୯ରେ ଡ. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ…

ନନ୍ଦନକାନନ ଯିବ ଆହତ ହାତୀଛୁଆ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀ ଦଳରେ ବୁଲୁଥିବା ଆହତ ମାଈ ହାତୀଛୁଆକୁ ବନ ବିଭାଗ ଏକ ସପ୍ତାହ ପରେ ଧରିବାରେ ସଫଳ ହୋଇଛି। ତେବେ ହାତୀଛୁଆର ଗୋଡ଼ରେ ଏକ…

ବିଶ୍ୱକପ୍‌ରେ ଭାରତ ପରାଜୟର ପ୍ରକୃତ କାରଣ କହିଲେ ଶାମି

ଲକ୍ଷ୍ନୌ,୨୩।୧୧: ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ଶେଷ ହୋଇଛି। ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପ୍‌ରେ ଚମତ୍କାର ବୋଲିଂ କରି ସର୍ବାଧିକ ଉଇକେଟ ନେଇଥିଲେ। ବିଶ୍ୱକପ୍‌ ଶେଷ ପରେ ସେ ନିଜ ଜନ୍ମ ଗ୍ରାମ ଆମରୋହାରେ ପହଞ୍ଚିଛନ୍ତି। ବିଶ୍ୱକପ ସମୟରେ ସେମିଫାଇନାଲ…

ଯୁକ୍ତ ୨ରେ ବାୟୋଲୋଜି ରଖି ନ ଥିଲେ ମଧ୍ୟ ପଢିପାରିବେ ଡାକ୍ତରୀ, NMC ଆଣିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,…

ଟନେଲରେ ଫସିଥିବା ଶ୍ରମିକମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଏବେବି ଜାରି ରହିଛି। ଟନେଲ ଭିତରେ ୪୫ ମିଟର ଯିବା ପରେ ଆଗର୍‌ ମେଶିନ କାମ ବନ୍ଦ କରିଦେଲା। ଅଳିଆ ଆବର୍ଜନା…

ଜି-୨୦: ରାଜନୈତିକ ସମ୍ପର୍କ ଖରାପ ଥିଲେ ବି ଭର୍ଚୁଆଲ ମିଟିଂରେ ସାମିଲ ହେଲେ ଜଷ୍ଟିନ ଟ୍ରୁଡୋ

ଟରଣ୍ଟୋ,୨୩।୧୧: ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ମୃତ୍ୟୁ ପରଠାରୁ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଭାରତୀୟ ଗୁପ୍ତଚର ଏଜେନ୍ସି…

ସୂର୍ଯ୍ୟକୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିଲେ ମାତ୍ର ୨ ସାମ୍ବାଦିକ: ସାଢେ ୩ ମିନିଟ୍‌ରେ କାର୍ଯ୍ୟକ୍ରମ ଶେଷ

ବିଶାଖାପାଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ଆଜି ଏହି ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସାମ୍ବାଦିକ ସମ୍ମିଳନୀ…

ପିଲାଙ୍କୁ ପାଠ ପଢାଉ ପଢାଉ ପ୍ରେମର ପାଠ ପଢିଥିଲେ ନିତା ଅମ୍ବାନି

ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କିଛି ନା କିଛି କାରଣକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ…

ରୋହିତ ଶର୍ମାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଝିଅ ସମାଇରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୧:ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ମ୍ୟାଚ ହାରିବା ଯୋଗୁ ଅଧିନାୟକ ରୋହିତ ଶର୍ମା ଭାଙ୍ଗି ପଡିଥିଲେ। ଏପରିକି ସେ ପଡିଆରେ କାନ୍ଦି ପକାଇଥିଲେ। ରୋହିତଙ୍କ ଆଖିର ଲୁହ ସାରା ଦେଶବାସୀଙ୍କ ମନକୁ ବଖାଣୁଥିଲା। ଏହାରି…

ଆଲିଆଙ୍କ ନୂଆ ନାଁ ଦେଲେ ଫଟୋଗ୍ରାଫର

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ ବୁଧବାର ଜି.କ୍ୟୁ ମେନ୍‌ ଅଫ୍‌ ଦ ଇୟର ୨୦୨୩ ରେଡ୍‌ କାର୍ପେଟ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଆଲିଆ ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

କାଉଣ୍ଟିଂ ପାଇଁ ପ୍ରସ୍ତୁତି ଜୋରଦାର, ସକାଳ ୭ଟାରେ ଖୋଲିବ ଷ୍ଟ୍ରଙ୍ଗରୁମ

ରାୟପୁର,୨୩।୧୧: ଛତିଶଗଡ଼ରେ ଭୋଟ ଦେବା ପରେ ଗଣନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଡିସେମ୍ବର ୩ରେ ଜିଲା ମୁଖ୍ୟାଳୟରେ ସ୍ଥାପିତ ଗଣନା କେନ୍ଦ୍ରର ସମସ୍ତ ୯୦ଟି ଆସନ ପାଇଁ ଗଣନା କରାଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ସେହିଭଳି ରାଜଧାନୀ ରାୟପୁରରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?