ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା
ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି କହିସାରିଲେଣି। ପୃଥିବୀରେ ବିପର୍ଯ୍ୟୟ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ଲୋକ ମଧ୍ୟ…
‘୪୦ ଲକ୍ଷ ହିସାବରେ କିଣା ଯାଇଥିଲେ ୪ ଏମପି’, କ୍ୟାଶ ଫର ଭୋଟ ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ କାହିଁକି ଆବଶ୍ୟକ ପଡିଲା ପୁଣି ଶୁଣାଣି
ନୂଆଦିଲ୍ଲୀ,୨୧।୯: ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ୧୯୯୩ ଭୋଟ (ନୋଟ ବଦଳରେ ଭୋଟ) ମାମଲାର ଶୁଣାଣି କରିବ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୫ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ ଏହାକୁ ୭ଜଣ ବିଚାରପତିଙ୍କ ବେଞ୍ଚକୁ ସ୍ଥାନାନ୍ତର କରିଛନ୍ତି। ଏମପି କିମ୍ବା…
‘ହିନ୍ଦୁ-ଶିଖ ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା’, ଖଲିସ୍ତାନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ସାଂସଦ
ଓଟାଓ୍ବା,୨୧।୯: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ କାନାଡାର ଭାରତୀୟ ମୂଳବାସିନ୍ଦା ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ମୌଳକବାଦୀ ଉପାଦାନଗୁଡ଼ିକ କାନାଡାର ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କୁ ଭାରତ ଫେରିବାକୁ…
ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ୪ ବର୍ଷ ପରେ ନିର୍ବାଚନ
ନୂଆଦିଲ୍ଲୀ,୨୧।୯: ଚାରି ବର୍ଷ ପରେ ଅର୍ଥାତ୍ କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ। ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ ଏବଂ ଯୁଗ୍ମ ସଚିବ ପଦ ପାଇଁ ଶୁକ୍ରବାର ଅର୍ଥାତ ୨୨ ସେପ୍ଟେମ୍ବର…
ବାଟବଣା କଲା ଗୁଗ୍ଲ ମ୍ୟାପ, ଘଟିଲା ଏମିତି…
ଓ୍ବାଶିଂଟନ,୨୧ା୯: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗ୍ଲ ମ୍ୟାପ୍ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି।…
ଇମ୍ରାନଙ୍କ ନାଁରେ ହିଂସା ଉସକାଉଥିବା ଅଭିଯୋଗ, ହୋଇପାରେ ମୃତ୍ୟୁ ଦଣ୍ଡ!
ଇସଲାମାବାଦ,୨୧।୯: : ମେ ୯ରେ ହୋଇଥିବା ହିଂସା ଘଟଣାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ‘ଅପରାଧିକ ଷଡଯନ୍ତ୍ର’ ଅଭିଯୋଗ କରାଯାଇଛି। ଏହାର ସର୍ବାଧିକ ଦଣ୍ଡ ମୃତ୍ୟୁଦଣ୍ଡ ବୋଲି କୁହାଯାଏ। ନ୍ୟୁଜ ଏଜେନ୍ସି ପିଟିଆଇ ପଞ୍ଜାବ (ପାକିସ୍ଥାନ) ର ଜଣେ…
୨୦୨୪ ନିର୍ବାଚନ ପୂର୍ବରୁ ଜେଜେପିକୁ ବଡ ଧକ୍କା
ଚଣ୍ଡିଗଡ଼,୨୧।୯: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ସେମାନଙ୍କର ରାଜନୀତିର ସମିକରଣ ସେଟ କରିବାରେ ଲାଗି ପଡିଛନ୍ତି। ଯେହେତୁ ପ୍ରତ୍ୟେକ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକରେ ଉତ୍ତେଜନା ଦେଖାଯାଏ। ବିଭିନ୍ନ ଦଳର ନେତାମାନେ ଏଠାରୁ ସେଠାକୁ ଯାଆନ୍ତ। ଯେଉଁଥିପାଇଁ ଏକ…
ଧମକ ଦେଲେ ସୌଦି ଆରବ କ୍ରାଉନ ପ୍ରିନ୍ସ
ରିୟାଦ,୨୧।୯: ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବୁଧବାର ଫକ୍ସ ନ୍ୟୁଜକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ତାଙ୍କ ପ୍ରତିଦ୍ୱନ୍ଦି ଇରାନ ନ୍ୟୁକ୍ଲିୟର ବା ଆଣବିକ ବୋମା ତିଆରି କରେ ତେବେ ସେ ବି ନ୍ୟୁକ୍ଲିୟର ବୋମା…
ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି
ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…
ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍, ରୋଭର
ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ କହିଛନ୍ତି , ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ଏବଂ ରୋଭର ସେପ୍ଟେମ୍ବର ୨୩ରେ ପୁନର୍ବାର ସକ୍ରିୟ…
ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ୬ପର୍ତ୍ତୁଗୀଜ
ଲିସବନ,୨୧।୯: ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରସଙ୍ଗରେ ସଠିକ୍ ପଦକ୍ଷେପ ନ ନେବାରୁ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଛି। ୬ଜଣ ପର୍ତ୍ତୁଗୀଜ ଯୁବକ ଏନେଇ ୟୁରୋପୀୟ ମାନବିକ ଅଧିକାର କୋର୍ଟରେ ଅଭିଯୋଗ କରିଛନ୍ତି। ୨୦୧୭ରେ ଜଳବାୟୁ ପରିବର୍ତ୍ତନ…
ବିଜେଡିରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ା ବହିଷ୍କୃତ
ଭୁବନେଶ୍ୱର,୨୧ା୯(ଅନିଲ ଦାସ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ଦୁଇ ବିଧାୟକଙ୍କୁ ଦଳର ସୁପ୍ରିମୋ ଆଜି ଅପରାହ୍ନରେ…
Archives


