ମାଂସ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ
ହାଟଡିହୀ,୨୧ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ମାଂସ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ସୂଚନାରୁ ଜଣାପଡ଼ିଛି ଯେ, ଗ୍ରାମର ଅନନ୍ତ ନାରାୟଣ ଦାଶଙ୍କ ପରିବାର ଲୋକ ବୁଧବାର ନିକଟସ୍ଥ ଗେଡ଼ମା…
ସଂଗିତା, ଶାହିନ୍ ଏମିତିକି କଟ୍ରିନାଙ୍କୁ ମଧ୍ଯ ମାରପିଟ୍ କରିଛନ୍ତି ସଲମାନ: ସୋମି ଅଲ୍ଲୀ
ବମ୍ବେ: ବିଗତ ଦିନରେ ଅଭିନେତା ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ସେଥିରୁ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅନ୍ୟ ଅଭିନେତ୍ରୀ ଭାଇଜାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରୁଥିବା ବେଳେ ସୋମି ଖୋଲାେଖାଲି…
ରାହୁଲଙ୍କୁ ନଡାଙ୍କ ଟାର୍ଗେଟ୍: ନେତାଙ୍କୁ ନେତା ହେବାକୁ ପଡିଥାଏ, ପରାମର୍ଶଦାତାରେ କାମ ଚଳିବନି
ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଗୁରୁବାର ଏହି ବିଲ୍ ରାଜ୍ୟ ସଭାରେ ଆଗତ ହୋଇ ବିତର୍କ ଚାଲିଛି। ଏହି ବିତର୍କରେ ଭାଗ ନେଇ ଭାଜପା ସଭାପତି ଜେପି ନଡା…
ବିଦ୍ୟୁତ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଆହତ ଘଟଣା: ୪ ଦଫା ଦାବି ନେଇ ଧାରଣାରେ ବସିଲେ ସମିତିସଭ୍ୟ
ସିମୁଳିଆ,୨୧ା୯(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ପଙ୍ଗିଆ ଅଞ୍ଚଳର ସାବିତ୍ରୀ ମିଶ୍ର ନାମକ ଜଣେ ଉପଭୋକ୍ତାଙ୍କୁ ବିଦ୍ୟୁତ୍ କର୍ମଚାରୀ ଆକ୍ରମଣ କରିଥିଲେ। ଏହି ଘଟଣାରେ ୪ ଦଫା ଦାବି ନେଇ ଗୁରୁବାର ପୂର୍ବାହ୍ନ ୧୦.୩୦ରୁ…
ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ
ନୂଆଦିଲ୍ଲୀ, ୨୧। ୯: ଏସିଆନ୍ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କ ସହ ସଂଯୁକ୍ତ ଭାବେ ଧ୍ବଜାବାହକ ହେବା ଗର୍ବର ବିଷୟ ବୋଲି…
କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ
ନୂଆଦିଲ୍ଲୀ,ଓଟାଓ୍ବା/୨୧।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ କାନାଡା ଏକ ଟ୍ରାଭେଲ୍…
ଜାନୁୟାରୀ ଶେଷ ସପ୍ତାହରେ ପାକିସ୍ତାନରେ ନିର୍ବାଚନ
ଇସଲାମାବାଦ,୨୧ା୯: ପାକିସ୍ତାନରେ ସାଧାରଣ ନିର୍ବାଚନ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ନିର୍ବାଚନ କମିଶନର କହିଛନ୍ତି, ଏହା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ଉପରେ କାର୍ଯ୍ୟର ସମୀକ୍ଷା କରିଛି ଏବଂ ନିର୍ବାଚନମଣ୍ଡଳୀର…
ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଆମେରିକା, ଅଷ୍ଟ୍ରେଲିଆ, କାନାଡାରେ କରିପାରିବେ ପ୍ରୋଜେକ୍ଟ, ଓ୍ବାର୍ଲଡ ଫେଡେରେଶନରୁ ମିଳିଲା ମାନ୍ୟତା
ନୂଆଦିଲ୍ଲୀ,୨୧।୯: ଭାରତର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି)କୁ ୧୦ ବର୍ଷ ପାଇଁ ଓ୍ବାର୍ଲଡ ଫେଡେରେଶନ ଫର ମେଡିକାଲ ଏଜୁକେଶନ(ଡବ୍ଲୁଏଫଏମଇ) ମାନ୍ୟନାରେ ସମ୍ମାନୀତ କରାଯାଇପାରେ। ଏହି ନିଷ୍ପତ୍ତି ପରେ ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ପ୍ରୋଜେକ୍ଟ କରିପାରିବେ। କେନ୍ଦ୍ର…
ବରଗଡ଼ରେ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ
ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଗୁରୁବାର ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଜାରି ରହିଛି। ଜିଲାର ବରଗଡ଼ ସହର ସମେତ ସୋହେଲା ଆଦି ଅଞ୍ଚଳର ପ୍ରାୟ ୮୦ ସ୍ଥାନରେ ଏହି ରେଡ୍ ଜାରି ରହିଛି। ବିପୁଳ ପରିମାଣରେ ଆୟକର…
ଆଜି ଶେଷ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ, ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା ସିଡ୍ୟୁଲ
ନୂଆଦିଲ୍ଲୀ,୨୧।୯: ସଂସଦର ଉଭୟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସଭାରେ ଆଜି ହିଁ ମହିଳା ସଂରକ୍ଷଣ ବିଲ ପାରିତ ହେବ। ସନ୍ଧ୍ୟା ୪ଟାରେ ବିଜନେସ ଆଡଭାଇଜରୀ କମିଟିର ବୈଠକ ରହିଛି,…
ଚାଇନା ପ୍ରସଙ୍ଗରେ ଛାତି ଚଉଡା କରି ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ରାଜନାଥ
ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ଚାଲିଛି। ଗୁରୁବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିରୋଧୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ରାଜନାଥ…
ହ୍ବାଟସଆପ ଚ୍ୟାନେଲରେ ଯୋଡି ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ହ୍ବାଟସଆପ ଚ୍ୟାନେଲରେ ଯୋଡି ହୋଇଯାଇଛନ୍ତି। ହ୍ବାଟସ ଆପ ଚ୍ୟାନେଲରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ୨୩ହଜାରରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। ବର୍ତ୍ତମାନ ଦେଶର ଜନତା ହ୍ବାଟସ ଆପ ଚ୍ୟାନେଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Archives


