Home

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ…

ବିହାରରେ ଏକାଡେମିକ କ୍ୟାଲେଣ୍ଡରକୁ ନେଇ ବିବାଦ: ରାମନବମୀ-ଶିବରାତ୍ରୀରେ ଛୁଟି ହେବନି ସ୍କୁଲ, ଇଦରେ ୩ଦିନ ଛୁଟି

ପାଟନା,୨୮।୧୧: ବିହାରର ସରକାରୀ ସ୍କୁଲରେ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ନେଇ ଦେଖାଯାଇଛି ବିବାଦ। ଏହି ହଲି ଡେ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବହୁ ପରିବର୍ତ୍ତନ କରାଯାଇଛି। ସ୍କୁଲ ଛୁଟି ଅନୁଯାୟୀ କ୍ୟାଲେଣ୍ଡରରେ ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ରାମନବମୀ ଓ ଶିବରାତ୍ରିରେ ଛୁଟି…

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।…

୧୭ ଦିନ ପରେ ୪୧ ଶ୍ରମିକ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର, ଭିଡିଓ ଭାଇରାଲ…

ଡେରାଡୁନ,୨୮।୧୧ : ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରୁ ବହୁତ ଭଲ ଖବର ଆସିଛି। ଗତ ୧୭ଦିନ ଧରି ସୁଡଙ୍ଗରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପରିବାର ଏବଂ ସେମାନଙ୍କୁ ବଞ୍ଚାଇବାରେ ନିୟୋଜିତ ଲୋକମାନଙ୍କର କଠିନ ପରିଶ୍ରମର ଫଳ ମିଳିଛି। ଶ୍ରମିକମାନଙ୍କୁ ବାହାରକୁ…

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ, ଜୁହି ଚାଓ୍ବଲା ଏବଂ ଅମିର ଖାନ୍‌ ମଧ୍ୟ ନଜର ଆସିଛନ୍ତି। ଫଟୋ ଶେୟାର କରି…

ବିରୋଧ ପ୍ରଦର୍ଶନକାରୀଙ୍କୁ ପେମେଣ୍ଟ, ଟଙ୍କା କେଉଁଠୁ ଆସିଲା,ଟିଏମସିକୁ ଭାଜପାର ପ୍ରଶ୍ନ…

କୋଲକାତା,୨୮।୧୧ : ନିକଟରେ ଦିଲ୍ଲୀରେ ଦୁଇ ଦିନିଆ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) କର୍ମୀଙ୍କୁ ପେମେଣ୍ଟ ପ୍ରଦାନ କରିବାକୁ ତୃଣମୂଳ (ଟିଏମସି) ଏମପି ଅଭିଷେକ ବାନାର୍ଜୀ କରିଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।…

ଟି-୨୦ ବିଶ୍ୱକପ ଅଧିନାୟକ ହେବେ କିଏ? ରୋହିତ ନା ହାର୍ଦ୍ଦିକ…

କୋଲକାତା,୨୮।୧୧ : ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ପାଖେଇ ଆସୁଛି। ସମସ୍ତ ଦଳ ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ଟାଇଟଲ ଉପରେ ଭାରତୀୟ ଦଳ ମଧ୍ୟ ନଜର ରଖିଛି। ଏହାପୂର୍ବରୁ ଏକ ବଡ ପ୍ରଶ୍ନ…

ବିଧାନସଭା ନିର୍ବାଚନ: ୪ରାଜ୍ୟରେ ୪୦ ଜନସଭା କରିଛନ୍ତି ମୋଦି, ହେଲେ ଥରୁଟେ ଯାଇ ନାହାନ୍ତି ମିଜୋରାମ

ନୂଆଦିଲ୍ଲୀ,୨୮।୧୧: ସରିଛି ୪ରାଜ୍ୟର ବିଧାନସଭା ନିର୍ବାଚନ। ଛତିଶଗଡ, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମତଦାନ ସୂଚାରୁ ରୁପେ ସମ୍ପୂର୍ଣ୍ଣ ହୋଇଛି। ଆଉ ବାକି ଅଛି ଗୋଟିଏ ରାଜ୍ୟର ନିର୍ବାଚନ। ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଯାଉଛି ଶେଷ ମତଦାନ। ଡିସେମ୍ବର ୩ରେ…

କେଜରିଓ୍ବାଲଙ୍କୁ ସମନ, ୨୯ ନଭେମ୍ବରରେ କୋର୍ଟରେ ତାଙ୍କ ପାଇଁ କିଏ ହେବେ ହାଜର ?…

ନୂଆଦିଲ୍ଲୀ,୨୮।୧୧ : ମଙ୍ଗଳବାର ଗୋଆ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନଭେମ୍ବର ୨୯ ରେ ହାଜର ହେବାକୁ ସମନ ଜାରି କରିଛନ୍ତି।…

ଘର ସାମ୍ନାରେ ଗୁଳିମାଡ କରୁଥିଲେ ଦୁବୃର୍ତ୍ତ, ଝାଡୁ ଧରି ଗୋଡାଇଲେ ମହିଳା

ଚଣ୍ଡିଗଡ,୨୮।୧୧: ହରିୟାଣାର ଭିବାନୀରୁ ଭାଇରାଲ ହେଉଛି ଏକ ସିସିଟିଭିରେ କଏଦ ହୋଇଥିବା ଭିଡିଓ। ଭିଡିଓରେ ଦେଖାଯାଉଛି, ଗୁଳି ମାଡ କରୁଥିବା କିଛି ଶୁଟର୍ସଙ୍କୁ ଜଣେ ମହିଳା ଝାଡୁ ଧରି ବାଡେଇବାକୁ ଗୋଡାଉଛନ୍ତି। ଜଣେ ବ୍ୟକ୍ତିଙ୍କ ଉପରେ ଏହି ଗୁଳିମାଡ ହେଉଛି। ସେ…

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା ଷ୍ଟାଇଲ ଠାରୁ ଆରମ୍ଭ କରି ସବୁକିଛି ତାଙ୍କ ହିରୋଙ୍କ ଠାରୁ କପି କରିଥାନ୍ତି। ତେବେ…

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ ଯାତ୍ରା ପାଇଁ ନୂଆ ଦିଗ ଖୋଲିଛନ୍ତି। ତେବେ ସ୍ପେସ ଭ୍ରମଣରେ ବହୁ ଅସୁବିଧା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?