Home

ଭାରତ ମୁହାଁ ଚାଇନା ରହସ୍ୟମୟୀ ରୋଗ! ୨ ରୋଗୀଙ୍କଠାରେ ଦେଖାଗଲା ଲକ୍ଷଣ

ଡେରାଡୁନ,୩୦।୧୧: ଚାଇନାରେ ବ୍ୟାପିଥିବା ରହସ୍ୟମୟୀ ରୋଗ ଏବେ ଭାରତ ମୁହାଁ ହୋଇଥିବା ଦାବି କରାଯାଉଛି। ଉତ୍ତରାଖଣ୍ଡର ବାଗେଶ୍ୱରର ଦୁଇ ପିଲାଙ୍କଠାରେ ସ୍ବାଇନ୍‌ ଫ୍ଲୁ ପରି ଲକ୍ଷଣ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଉଭୟଙ୍କ ନମୁନା…

ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ ଅପଡେଟ ହେବ ଆଧାର କାର୍ଡ, ଶୀଘ୍ର କରାଇ ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୧ : ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ ପଡିବ।…

କଣ୍ଟେଣ୍ଟ ପାଇଁ ନ୍ୟୁଜ ସଂସ୍ଥାଙ୍କୁ ୬୧୨କୋଟି ଟଙ୍କା ଦେବ ଗୁଗଲ

ଅଟାଓ୍ବା,୩୦।୧୧: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ ପକ୍ଷରୁ ବିଭିନ୍ନ ନ୍ୟୁଜ ପ୍ଲାଟଫର୍ମର କଣ୍ଟେଣ୍ଟକୁ ୟଜର୍ସଙ୍କ ସର୍ଚ୍ଚ ଇଞ୍ଜିନରେ ଗୋଟିଏ ପରେ ଗୋଟିଏ ପବ୍ଲିଶ କରାଯାଇଥାଏ। ତେବେ ଏନେଇ ଗୁଗଲକୁ ଦାବି କରାଯାଉଛି କି, ନ୍ୟୁଜ ପବ୍ଲିଶ ପାଇଁ ଗୁଗଲ…

ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…

ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ ଜୀବନ୍ତ…

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିପକାଇଲେ ଯୁବରାଜ

ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂ ଆଜି ସପ୍ତମ ବାର୍ଷିକୀ ପାଳନ କରୁଛନ୍ତି। ଆଜି ଯୁବରାଜ ସିଂ ବିବାହର ୭ ବର୍ଷ ପୂରଣ କରିଥିଲେ। ଏହି ଅବସରରେ ସେ ତାଙ୍କ ସ୍ତ୍ରୀ ହାଜେଲ କିଚଙ୍କୁ ଏକ ବିଶେଷ ଢଙ୍ଗରେ…

ଜଙ୍ଗଲୀ ଫଳ ଖାଇ ୧୨ ଶିଶୁ ଗୁରୁତର

ମାଲକାନଗିର,୩୦।୧୧: (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁର ୧୨ଜଣ ଶିଶୁ ଜଙ୍ଗଲୀ ଜଡା ଫଳ ଖାଇ ଗୁରୁତର ହୋଇଯାଇଛନ୍ତି ା ଗୁରୁତର ଶିଶୁଙ୍କୁ ଜିଲ୍ଲା…

ଧୋନୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ପଡ଼ିଆରେ ଖେଳୁଥିବା ନଜର ଆସିବେ। ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳରେ ରଖିଛି। ପୂର୍ବରୁ ଧୋନୀଙ୍କ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା। ଆଇପିଏଲ୍‌ ୨୦୨୩ ପରେ ସେ ଅବସର…

ମା’ଙ୍କ ମୃତ ଦେହ ସହିତ ଏକ ବର୍ଷ ରହୁଥିଲେ ଦୁଇ ଝିଅ, ମୃତ ଦେହରୁ ପୋକ ବାହାର କରି ଫିଙ୍ଗୁଥିଲେ,କଙ୍କାଳକୁ ରଖିଥିଲେ ରେଜେଇ ଘୋଡାଇ…

ବାରାଣସୀ,୩୦।୧୧ : ବାରାଣାସୀର ଲଙ୍କା ପୋଲିସ ଷ୍ଟେଶନ ପରିସରର ମଦରଭାନରେ ଜଣେ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଅସୁସ୍ଥତା ଯୋଗୁ ୮ ଡିସେମ୍ବର ୨୦୨୨ ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଦୁଇ ଝିଅ ଅନ୍ତିମ ସଂସ୍କାର କରି ନ…

୩ଥର ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କଠାରୁ ଛାଡ଼ପତ୍ର: ଏମିତି କିଛି ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ

ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ ରୂପା ଗାଙ୍ଗୁଲି। ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସେ। ଟିଭି ଧାରାବାହିକ ମହାଭାରତ ୧୯୯୮ରେ ଆରମ୍ଭ ହୋଇଥିଲା। ଏହି…

ଅନ୍ୟ ଝିଅଙ୍କୁ ଚାହିଁବାରୁ ପ୍ରେମିକଙ୍କୁ ଆଖି ଫୁଟାଇ ଦେଲେ ପ୍ରେମିକା

ଫ୍ଲୋରିଡା,୩୦।୧୧: ପ୍ରେମିକା ସାମ୍ନାରେ ଅନ୍ୟ ସ୍ତ୍ରୀକୁ ଦେଖିବାରୁ ଭୟଙ୍କର ପଦକ୍ଷେପ ନେଇଛନ୍ତି ପ୍ରେମିକା ଜଣକ। ପ୍ରେମିକଠାରୁ ପ୍ରତିଶୋଧ ନେବାକୁ ଯାଇ ମହିଳା ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ତାଙ୍କ ପ୍ରେମିକ ଆଖିରେ ରାବିସ…

ନିଖୋଜ ୬ ବର୍ଷର ଶିଶୁଙ୍କୁ ଖୋଜି ଆଣିଲା କୁକୁର

ମୁମ୍ବାଇ,୩୦।୧୧: କୁକୁର ସବୁଠୁ ବିଶ୍ୱସ୍ତ ପଶୁ ଭାବେ ଜଣାଶୁଣା। କୁକୁର ବେଳେବେଳେ ପୋଲିସ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଥାଏ। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ୨୪ ନଭେମ୍ବର ସନ୍ଧ୍ୟାରେ ମୁମ୍ବାଇ ଅନ୍ଧେରି ପୂର୍ବର ଅଶୋକ ନଗରରୁ ଜଣେ…

ଜି ଉଦୟଗିରି ଏନଏସି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବିଜୟୀ

ଜି ଉଦୟଗିରି, ୩୦।୧୧(ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଏନଏସି ଅଧ୍ୟକ୍ଷ ଉପ ନିର୍ବାଚନରେ ଗୁରୁବାର ଭୋଟ ଗଣତି ଫଳାଫଳ ଘୋଷଣା ହୋଇଛି । ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?