ସିମ୍ ସ୍ବାପ୍ ସ୍କାମ୍ରୁ ବର୍ତ୍ତିବା ଉପାୟ
ନୂଆଦିଲ୍ଲୀ,୩୦ା୧୦: ଅକ୍ଟୋବର ୧୮ରେ ଉତ୍ତର ଦିଲ୍ଲୀ ହାଇକୋର୍ଟର ଜଣେ ମହିଳା ଆଇନଜୀବୀ ଫୋନ୍ ହ୍ୟାକିଂ ଠକେଇର ଶିକାର ହୋଇଥିଲେ। ଅଜଣା ନମ୍ବରରୁ ଆସିଥିବା ୩ଟି ମିସ୍ଡ କଲ୍ ଯୋଗୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଭାନ୍ ହୋଇଯାଇଛି। ତେବେ…
ଜାତିସଂଘ ସହାୟତା ଗୋଦାମରୁ ଲୁଟ୍
ଡେଇର୍ ଅଲ୍ ବାଲାହ(ଗାଜା ଷ୍ଟ୍ରିପ୍),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍ପାଟ୍ କରିଛନ୍ତି। ସେମାନେ ଗୋଦାମରୁ ଅଟା ଓ ମୌଳିକ ସ୍ବାସ୍ଥ୍ୟସେବା ସାମଗ୍ରୀ ନେଇଯାଇଛନ୍ତି। ୩ ସପ୍ତାହ ଧରି ଚାଲିଥିବା ଆକ୍ରମଣ…
ଗାଜା ମୃତ୍ୟୁସଂଖ୍ୟା ୮୦୦୦+
ଜେରୁଜେଲମ୍,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍କୁ ଜୋର୍ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ ମଧ୍ୟ ବାଦ୍ ପଡ଼ିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ହମାସ୍ର…
ବାଘକୁ ଆଉଁଶୁଥିଲେ ଯୁବତୀ, ହଠାତ୍ ବଦଳିଗଲା ବାଘର ଆଚରଣ: ଆଉ ତା’ପରେ ଦେଖନ୍ତୁ ଭିଡିଓ
ଅନେକଥର ସୋସିଆଲ ମିଡିଆରେ ଭୟଙ୍କର ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ। ଏପରି ଭିଡିଓ ଦେଖିବା ପରେ ଲୋକମାନେ ଭୟଭୀତ ମଧ୍ୟ ହୁଅନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁହାଯାଏ ବାଘ ଦୁନିଆର…
ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧୦: ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ୨ଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋଥାଭାଲାସା ମଣ୍ଡଳର କଣ୍ଟାକାପାଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ପଲାସା ଏକ୍ସପ୍ରେସ ଏବଂ…
ଏଠାରେ ମାଛଙ୍କୁ ସୁରକ୍ଷା ଦିଅନ୍ତି ଜୀବନ୍ତ ଦେବତା, ନ ମାନି ଖାଇଲେ ହୁଏ ଭୟଙ୍କର ରୋଗ
ଛପରା: ସାରଣର ଡୋରିଗଞ୍ଜରେ ଏକ ପୋଖରୀ ଅଛି, ଯେଉଁଥିରେ ଖୁବ ବଡ଼ ବଡ଼ ମାଛ ଅଛନ୍ତି। ଦୀର୍ଘ ବର୍ଷ ଧରି ଏହି ପୋଖରୀରେ ମାଛ ରହିଆସିଛି ଏବଂ ପ୍ରତ୍ୟେକ ମାଛର ଲମ୍ବ ୩ରୁ ୪ଫୁଟ ହେବ। ଏହି ପୋଖରୀଟି ଜିଏସ ନାମରେ…
ଟ୍ରେନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ଶତାଧିକ ଆହତ
ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍କୁ ଅନ୍ୟ ଏକ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଛି। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ଏଥିରେ…
ଭାରତର ବିଜୟ ଦେଖି ଖୁସିରେ ଗଦଗଦ ହେଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ୍ର ୨୯ତମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଦଳକୁ ୧୦୦ ରନରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…
କେରଳ ବିସ୍ଫୋରଣରେ ୨ ମୃତ, ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ୨୦ ସଦସ୍ୟ ଟିମ
କୋଚି,୨୯।୧୦: କେରଳରେ ରବିବାର ହୋଇଥିବା ବିସ୍ଫୋରଣକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି। ଏନଏସଜିର ଟିମ କଲାମାସେରିରେ ସେହି ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ…
ରିକ୍ସା ସହ ଧକ୍କା ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍: ଚାଲିଗଲା ୩ ଜୀବନ
ମିରୁଟ,୨୯।୧୦: ମିରୁଟ କଙ୍କରଖେଡା ଅଞ୍ଚଳର କାସିମପୁର ଫାଟକରେ ଡେରାଡୁନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଏକ ରିକ୍ସା ଧକ୍କା ହୋଇଛି। ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ…
ବିଜୟ ଛକା ମାରିଲା ଭାରତ: ସେମିଫାଇନାଲ ଟିକେଟ୍ ନିକଟତର
ଲକ୍ଷ୍ନୌ,୨୯।୧୦: ଦିନିକିଆ ବିଶ୍ୱକପର ୨୯ତମ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୫୦ ଓଭରରେ…
ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ
ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର…
Archives


