Home

ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଲାଇନ୍‌ଚ୍ୟୁତ: ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରେନ୍‌, ୩ ମୃତ, ୧୦ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଂଟକାପଲ୍ଲୀଠାରେ ରବିବାର ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ଟ୍ରେନର ୩ଟି ବଗି ପରସ୍ପରକୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା ମିଳିଛି।…

କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ ତାଙ୍କ ସହଯୋଗୀ ଏବଂ ବିରୋଧୀଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସଙ୍କ…

ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଭବିଷ୍ୟବାଣୀ କଲେ ଅଖିଳେଶ

ଲକ୍ଷ୍ନୌ,୨୯।୧୦: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ରବିବାର ନଭେମ୍ବର ୨୯ରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଦେଖିବା ପାଇଁ ସମାଜବାଦୀ…

ନେଦରଲ୍ୟାଣ୍ଡସ ଠାରୁ ହାରିବା ପରେ ନିଜକୁ ନିଜେ ଜୋତା ମାରିଲେ ବାଂଲାଦେଶ ଫ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୧୦: ଚଳିତ ବିଶ୍ୱକପରେ ବାଂଲାଦେଶ କ୍ରିକେଟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି। ତାଙ୍କ ଦଳ ଏପର୍ଯ୍ୟନ୍ତ ମୋଟ ୬ଟି ମ୍ୟାଚ ଖେଳିଛି ଏବଂ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଶାକିବ ଅଲ ହସନଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବାକୁ…

ଆରଏସଏସ ଏଜେଣ୍ଟଙ୍କୁ ପ୍ରେମ ଦୋକାନର ଚାବି ଦେଇ ଦେଇଛନ୍ତି ରାହୁଲ: ଅବଦୁଲ୍ଲା ସୋହେଲ

ନୂଆଦିଲ୍ଲୀ,୨୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ସଭାପତି ଅବଦୁଲ୍ଲା ସୋହେଲ ଶେଖ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତ ୩୪ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ। ଦଳରୁ ଅଲଗା ହେବା ପରେ ସେ କହିଥିଲେ…

ଛୋଟ ପିଲା ଖେଳିବା ସମୟରେ କରନ୍ତୁ ନାହିଁ ଏମିତି ହୋଇପାରେ ବିସ୍ଫୋରଣ

ନୂଆଦିଲ୍ଲୀ: ପିଲାମାନେ ନିର୍ବୋଧ ଏବଂ ବେଳେବେଳେ ଅଜ୍ଞତା ହେତୁ ସେମାନେ ନିଜର କ୍ଷତି କରିଥାଆନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ମାତାପିତା ଅଧିକ ସତର୍କ ହେବା ଆବଶ୍ୟକ। ପିଲାମାନଙ୍କ ସହିତ ଟିକିଏ ଅସାବଧାନତା ସେମାନଙ୍କ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ। ସୋସିଆଲ ମିଡିଆରେ…

ଆଲିଆଙ୍କୁ ପସନ୍ଦ ଆସିଲା କଟ୍ରିନାଙ୍କ ଶାଢି, କମେଣ୍ଟରେ କହିଲେ ଏଭଳି…

ବମ୍ବେ: ସ୍ବାମୀଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ। ଆମେ କହୁଛୁ ବଲିଉଡର ଦୁଇ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ୍‌ଙ୍କ ବିଷୟରେ। ଦିନ ଥିଲା ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ…

ଭିଲେନ ଭୂମିକାରେ ଭୂମି

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର, ଶେଷ ଥର ପାଇଁ ୨୦୨୨ର ହିଟ ମୁଭି ‘ଏକ ଭିଲେନ ରିଟର୍ନସ’ରେ ଏବଂ ଚଳିତ ବର୍ଷ ‘କୁତ୍ତେ’ରେ ସିଲଭର ସ୍କ୍ରିନରେ ଦେଖାଯାଇଥିବା ବେଳେ ଏବେ ସେ ଅନ୍ୟ ଏକ ସସପେନ୍ସ ଥ୍ରୀଲରରେ ଅଭିନୟ କରିବାକୁ…

୩୭ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ,୨୯।୧୦: ଶ୍ରୀଲଙ୍କା ନୌସେନା ତାମିଲନାଡୁର ୩୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳ ଭିତରକୁ ପଶିଯିବା ପରେ ପାଞ୍ଚଟି ମତ୍ସ୍ୟଜୀବୀ ଡଙ୍ଗା ଜବତ କରାଯାଇଛି। ରବିବାର ଜଣେ ମତ୍ସ୍ୟ ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ନୌସେନା ଦ୍ୱାରା…

ଆମିରଙ୍କୁ ଛାଡି ଶାହାରୁଖଙ୍କ ଆଡକୁ ଢଳିଲେ ଫାତିମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ ଆମିର ଖାଁଙ୍କ ସ୍ପୋର୍ଟସ୍‌ ଡ୍ରାମା ମୁଭି ଦଙ୍ଗଲରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ଓ ଦର୍ଶକଙ୍କ ବାଃ ବାଃ ସାଉଁଟିଥିଲେ। ନିକଟରେ ଅଭିନେତ୍ରୀ ମୁଭି ଧକ ଧକରେ ଅଭିନୟ କରିଥିଲେ। ଡିସେମ୍ବରରେ ଭିକ୍କି…

ସିଂହ ନୁହେଁ, ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା କୁକୁର; ଦାମ୍‌ ଜାଣିଲେ ଧନୀ ବି କିଣିବାକୁ କୁଣ୍ଠାବୋଧ କରିବେ…

ବର୍ତ୍ତମାନ ସମୟରେ ପୋଷା କୁକୁର ରଖିବାକୁ ଅଧିକାଂଶ ପସନ୍ଦ କରୁଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ଭଳିକି ଭଳି ପ୍ରଜାତିର କୁକୁର ବିକ୍ରି ହେଉଛି। ଏଥିଲାଗି ମୋଟା ଅଙ୍କର ଟଙ୍କା ମଧ୍ୟ ଗଣାଯାଉଛି। ତେବେ ଦୁନିଆରେ ସବୁଠାରୁ ମହଙ୍ଗା କୁକୁର କିଏ ଜାଣନ୍ତି?…

ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ବିଦା ହୋଇପାରେ ବିଶ୍ୱ ଚାମ୍ପିୟନ୍‌ ଇଂଲଣ୍ଡ: ଆଇସିସିର ନୂଆ ନିୟମ ବଢାଇଲା ଚିନ୍ତା

ନୂଆଦିଲ୍ଲୀ,୨୯।୧୦: ଇଂଲଣ୍ଡ ପକ୍ଷରୁ ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳ ପାକିସ୍ତାନ ସହିତ କ୍ରିକେଟ ବିଶ୍ୱକପ ୨୦୨୩ର ଶ୍ରେଷ୍ଠ ୭ ଦଳ ଯୋଗ୍ୟତା ଅର୍ଜନ କରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଯଥା ଆଇସିସି ନିଶ୍ଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri