ଅକ୍ଟୋବର ୪ରେ ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ: ଯୋଗଦେବେ ସବୁ ଦଳର ଅଧିନାୟକ
ନୂଆଦିଲ୍ଲୀ,୨୭।୮: ଅକ୍ଟୋବର ୫ରେ ଭାରତରେ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ଅକ୍ଟୋବର ୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି ରଙ୍ଗୀନ କାର୍ଯ୍ୟକ୍ରମରେ ବଲିଉଡ ତାରକାମାନେ ଅଂଶଗ୍ରହଣ କରିବେ। ସେହି ଦିନ ସମସ୍ତ ୧୦ଟି…
ଆଣ୍ଟାର୍କଟିକାରେ କାମ କରୁଥିବା ମହିଳା ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ
ଖ୍ରୀଷ୍ଟଚର୍ଚ୍ଚ,୨୭ା୮: ଯେତେବେଳେ ଆଣ୍ଟାର୍କଟିକାର ନାଁ ଆସେ ସେତେବେଳେ ପ୍ରଥମ ଚିନ୍ତା ହେଉଛି ବରଫ। ଆଣ୍ଟାର୍କଟିକାରେ ଯେଉଁଆଡ଼କୁ ଚାହିଁଲେ କେବଳ ବରଫ ହିଁ ବରଫ। ତେବେ ଏହି ସ୍ଥାନରୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ରିପୋର୍ଟରେ କୁହାଯାଇଛି, ଆଣ୍ଟାର୍କଟିକାରେ…
ସାପକାମୁଡ଼ାରେ ଜୁଆଙ୍ଗ ଶିଶୁ ମୃତ, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ଅଟୋରେ ନେଲେ ପୁଅର ମୃତଦେହ
କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାପକାମୁଡ଼ାରେ ମୃତ ପୁଅର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ନ ମିଳିବାରୁ ତାଙ୍କ ଗରିବ ଅସହାୟ ବାପା କିଭଳି ଏକ ଅଟୋରେ ଘରକୁ ନେବାକୁ ବାଧ୍ୟ ହୋଇଛନ୍ତି ସେଭଳି ଫଟୋ ଜିଲାରେ ସ୍ବାସ୍ଥ୍ୟ ବିଭାଗର ଅପରିଣାମଦର୍ଶିତାକୁ…
‘ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କର, ଶିବଶକ୍ତି ପଏଣ୍ଟକୁ ରାଜଧାନୀ କର’, ଦାବି କରି ସ୍ବାମୀ ଚକ୍ରପାଣି କହିଛନ୍ତି, ତୋଳିବେ ମନ୍ଦିର
ମୁମ୍ବାଇ,୨୭।୮: ଅଗଷ୍ଟ ୨୩ରେ, ଭାରତର ଚନ୍ଦ୍ରୟାନ -୩ ମିଶନ ଚନ୍ଦ୍ରର ସାଉଥ ପୋଲ ଉପରେ ସପ୍ଟ ଲ୍ୟାଣ୍ଡିଂ କରି ମହାକାଶରେ ଇତିହାସ ସୃଷ୍ଟି କଲା। ଯାହା ପରେ ସମଗ୍ର ଦେଶରେ ଉତ୍ସବ ପାଳନ କରିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୨୦୨୪ ପରେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତା
ନୂଆଦିଲ୍ଲୀ,୨୭।୮: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ବର୍ଷକରୁ ବି କମ ସମୟ ବାକି ରହିଛି। ଏହାରି ଭିତରେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିବାକୁ ୨୬ ବିରୋଧୀ ଦଳ ‘ଇଣ୍ଡିଆ’…
ଫ୍ରିଜ ବିସ୍ଫୋରଣ: ଜିଅନ୍ତା ଜଳିଗଲେ ନଣନ୍ଦ-ଭାଉଜ
ପାଟ୍ନା,୨୭ା୮: ମୁଜାଫରପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଫ୍ରିଜ୍ ବିସ୍ଫୋରଣ ହୋଇ ନଣନ୍ଦ ଏବଂ ଭାଉଜଙ୍କ ମୃତ୍ୟୁ ଘଟିଛି। ଜିଲାର ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଫ୍ରିଜ୍ ବିସ୍ଫୋରଣ ହୋଇ ଘରେ ନିଆଁ…
ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ, ଫ୍ୟାନ୍ସ କହିଲେ ଭାଙ୍ଗିବନି ଏହି ଯୋଡି
ମୁମ୍ବାଇ: ବଲିଉଡର ଗଳିକନ୍ଦିରେ ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ଲଭ ଷ୍ଟୋରୀ ପ୍ରଚାରିତ ହୋଇ ସାରିଛି। ଏବେ କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା।ସୋସିଆଲ ମିଡିଆ ସମେତ ଅନେକ ୱେବସାଇଟରେ ବ୍ରେକଅପ ଖବରର ଗୁଜବ…
ଗାଈ ଚରାଳିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ
ଦାରିଙ୍ଗବାଡ଼ି,୨୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଗାଈ ଚରାଳି ମାଦି ପଡ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳ…
ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର
ଭୋପାଳ,୨୭।୮: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଶ୍ରାବଣ…
ଆଡଭାନ୍ସ ବୁକିଂରେ ‘ଯବାନ’ର ରେକର୍ଡ! କେଇ ମିନିଟ୍ରେ…
ବମ୍ବେ: ରିଲିଜ ଅପେକ୍ଷାରେ ରହିଛି ଶାହାରୁଖ ଖାନ୍ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’। ଏହାର କିଛି ଝଲକ ଦେଖିବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ କାହିଁରେ କେତେ। ବିଦେଶରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ନିର୍ମାତାମାନେ…
ବ୍ରିଟେନରେ ଜଘନ୍ୟ ହତ୍ୟାକାଣ୍ଡ ପାଇଁ ବାଧ୍ୟତାମୂଳକ ହେବ ଆଜୀବନ କାରାଦଣ୍ଡ, ସୁନକ କହିଲେ ଶୀଘ୍ର ପ୍ରଣୟନ ହେବ ଆଇନ
ଲଣ୍ଡନ,୨୭।୮: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ କଠୋର ନୂତନ ଆଇନ ପାଇଁ ଯୋଜନା କରୁଥିବା କରିଛନ୍ତି, ଏହି ଆଇନ ଅନୁଯାୟୀ ଜଘନ୍ୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗିବାକୁୁ ପଡ଼ିବ। ପାରୋଲ କିମ୍ବା ଶୀଘ୍ର…
ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ
ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି…
Archives


