Home

ବ୍ୟାଙ୍କରେ ପଶିଗଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା

ମୁମ୍ବାଇ,୩୧।୧୦: ବ୍ୟାଙ୍କରେ ପଶିଗଲା ବନ୍ୟାପାଣି। ନଷ୍ଟ ହୋଇଗଲା ୪୦୦କୋଟି ଟଙ୍କା। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରପୁ ସ୍ଥିତ ଏକ ବ୍ୟାଙ୍କରେ। ବ୍ୟାଙ୍କରେ ନାଗ ନଦୀର ବନ୍ୟା ପାଣି ପଶିଯିବାରୁ ପ୍ରାୟ ୪୦୦ କୋଟି ଟଙ୍କା ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି…

ରାଜସ୍ଥାନ ଲାଗି କଂଗ୍ରେସ ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା: ନୂଆଙ୍କ ଉପରେ ଭରସା, କିଛି ବିଧାୟକଙ୍କ ଟିକେଟ କଟିଲା…

ଜୟପୁର,୩୧।୧୦: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫୬ ନାମକୁ ନେଇ ଘୋଷଣା ରହିଛି। ସେମାନଙ୍କ ମଧ୍ୟରୁ ୨୦ ନୂଆ ଚେହେରା ଥିବା ବେଳେ ୮ ବିଧାୟକଙ୍କ ଟିକେଟ…

ପାକିସ୍ତାନର ସେମିଫାଇନାଲ ଆଶା ପୁଣି ବଢ଼ିଲା,ବାଂଲାଦେଶ ଓ୍ବାଲର୍‌ଡ କପରୁ ବାହାର…

ନୂଆଦିଲ୍ଲୀ,୩୧।୧୦ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚରେ ପାକିସ୍ତାନ ୭ ଓ୍ବିକେଟରେ ବାଂଲାଦେଶଙ୍କୁ ପରାସ୍ତ କରିଛି। ପରାଜୟ ସହିତ ବାଂଲାଦେଶ ଓ୍ବାଲର୍‌ଡକପରୁ ବାହାର ହୋଇଛି। ତେବେ ଏହି ମାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲର ଆଶା ପୁଣି ବଢ଼ିଛି। ଦଳ…

କାଲି ହେବନି ବସ ଧର୍ମଘଟ

ଭୁବନେଶ୍ବର ,୩୧।୧୦: ଭବାନୀପାଟଣାରେ ବୁଧବାର ଲକ୍ଷ୍ମୀ ବସର ଶୁଭାରମ୍ଭ ହେବ। ତେବେ ବୁଧବାର ଠାରୁ କଳାହାଣ୍ଡି ସମତେ ଆଖପାଖର ୧୦ ଜିଲାରେ ବସ ଗଡିବନି ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ବୁଧବାର ଡାକରା ଦିଆଯାଇଥିବା ରାଜ୍ୟର ୧୦ ଜିଲାରେ…

ହାତୀ ଛୁଆର ସ୍ବାସ୍ଥ୍ୟ ସଚେତନତା, ସଫା କରି ଖାଉଛି ପତ୍ର, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ,୩୧।୧୦ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆର କିଭଳି ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ତାହା ଦେଖାଯାଇଛି। ହାତୀ ଛୁଆ ଗଛର ପତ୍ର ସଫା କରି ଖାଉଛି। ଶୁଣ୍ଢରେ…

ହାଇକୋର୍ଟ ଗଲେ ପ୍ରତାପ ଜେନା

କଟକ,୩୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି ପ୍ରତାପ…

କୋଭିଡ ଟିକା ବଢାଉଛି କି ଗର୍ଭପାତ ସମସ୍ୟା? ନୂଆ ଅଧ୍ୟୟନର ତଥ୍ୟ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୩୧।୧୦: କୋଭିଡ ଟିକା ନେବା ପରେ ବଢୁଛି କି ଗର୍ଭପାତ ସମସ୍ୟା। ଏପରି ଅନେକ ଚର୍ଚ୍ଚା ହେଉଥିବାବେଳେ ଟିକାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। କୋଭିଡ ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି। ଏଥିରେ…

ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…

ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି)…

ମନୋଜଙ୍କ ପୋଲ୍ ଖୋଲିଲେ ପତ୍ନୀ ମାନା ମିଶ୍ର: କହିଲେ-‘ରାମ୍‌ ଫିଲ୍ମ ନ ଚାଲିବାରେ ଥାଇପାରେ ସ୍ୱାମୀଙ୍କ ସମ୍ପୃକ୍ତି’

ଭୁବନେଶ୍ୱର,୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ)- ଓଲିଉଡରେ ଚାଲିଥିବା କଳି ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ ମାନା ମିଶ୍ରଙ୍କ ସୋସିଆଲ ମିଡ଼ିଆ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କଳିର ସମାଧାନ କରି ଶାନ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ପତ୍ନୀ…

ପାକିସ୍ତାନର ସହଜ ବିଜୟ, ୭ ଓ୍ବିକେଟରେ ହାରିଲା ବାଂଲାଦେଶ…

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶକୁ ପାକିସ୍ତାନ ୭ ଓ୍ବିକେଟରେ ପରାଜିତ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ…

ଏଲପିଜି ସିଲିଣ୍ଡର ମିଳିବ ୪୭୪ ଟଙ୍କାରେ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ରାୟପୁର,୩୧।୧୦ : ଛତିଶଗଡ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ କ୍ରମାଗତ ଭାବରେ ବିଭିନ୍ନ ଘୋଷଣା କରୁଛି। ନିର୍ବାଚନ ବୈଠକରେ ଏପର୍ଯ୍ୟନ୍ତ ୧୭ ଟି ଘୋଷଣା କରିଛନ୍ତି। ଆଜି ଟୁଇଟ କରି ଦଳ ପକ୍ଷରୁ ଶସ୍ତା ଗ୍ୟାସ ସିଲିଣ୍ଡର ଦେବା ବିଷୟରେ ସୂଚିତ…

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ମୃତ

ଶ୍ରୀନଗର,୩୧।୧୦: ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଛନ୍ତି ଆଉଜଣେ ଯବାନ। ଜମ୍ମୁ କଶ୍ମୀରର ବରମୁଲ୍ଲା ଜିଲାରେ ଗୁଲାମ ମହମ୍ମଦ ଦାର ନାମକ ଯବାନଙ୍କୁ ତାଙ୍କ ଘରେ ପଶି ଗୁଳି କରିଛନ୍ତି ଆତଙ୍କବାଦୀ। ଗୁଳିମାଡରେ ଗୁଲାମ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri