Home

ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି…

ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ…

ଲୋହିତ ସାଗରରେ ୨ ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଅନ୍ତର୍ଜାତୀୟ ବାଣିଜ୍ୟ ଠପ୍‌…

ସାନା,୧୯।୧୨: ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଦୁଇଟି ମାଲବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି କରିଛି ଏବଂ କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳଠାରୁ ଦୂରେଇ ଯାଇଛନ୍ତି । ହୁତି…

ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଛି। ଏଥିସହିତ ଆଇପିଏଲ୍‌ ଇତିହାସରେ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ମିଚେଲଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ…

ଏହି ୧୨ ଖେଳାଳିଙ୍କ ଉପରେ ହେଲା ଟଙ୍କା ବର୍ଷା: ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଏହି ନିଲାମରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ, ଅଷ୍ଟ୍ରେଲିୟ ବ୍ୟାଟର…

ଏତିକି କୋଟିରେ ରଚିନ ରବିନ୍ଦ୍ରଙ୍କୁ କିଣିଲା ଚେନ୍ନାଇ

ଦୁବାଇ,୧୯।୧୨: ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଛି। ରବିନ୍ଦ୍ରଙ୍କ ବେସ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ୨୦୨୩ ବିଶ୍ୱକପ୍‌ରେ ରବିନ୍ଦ୍ର ଚମତ୍କାର ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୪ ପାଇଁ…

ଦାଉଦ ଇବ୍ରାହିମଙ୍କ ମୃତ୍ୟୁକୁ ନେଇ ସତ କହିଲେ ଛୋଟା ଶକିଲ

ଇସଲାମାବାଦ,୧୯।୧୨: ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେହି କେହି ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଶୁଣିବାକୁ ମିଳିଛି। ସୋମବାର ରାତିରୁ…

ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା । ଇଂଲଣ୍ଡର…

ମୋଦିଙ୍କ ଉପରେ ଅସୁର ଶକ୍ତି ସବାର ହୋଇଛି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧରୀ ନିଜକୁ ତଥା ବିରୋଧୀ ଦଳର ଏମପିମାନଙ୍କୁ ନିଲମ୍ବନ କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅସୁର…

ପ୍ରଶଂସକଙ୍କ ସହ ଫଟୋ ପୋଜ ଦେଇ ହୃଦୟ ଜିତିଲେ ମଲାଇକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅନେକ ସମୟରେ ତାଙ୍କ ଓ୍ବାକକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବାର ଦେଖାଯାଏ। କିନ୍ତୁ ନିକଟରେ ଅଭିନେତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟ ଜିତିଛି। ଭିଡିଓରେ, ଅଭିନେତ୍ରୀ ଜଣେ…

ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଡଙ୍କି’ କଲେକଶନ କଲାଣି କୋଟି କୋଟି

ମୁମ୍ବାଇ: ଶାହାରୁଖ ଖାଁଙ୍କ ପାଇଁ ୨୦୨୩ଏକ ଭଲ ବର୍ଷ। ବଲିଉଡର କିଙ୍ଗ ଖାଁଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଜୱାନ’ ଚଳିତ ବର୍ଷ ବ୍ଲକବଷ୍ଟର ହୋଇସାରିଥିବା ବେଳେ ବର୍ତ୍ତମାନ ବର୍ଷ ଶେଷରେ ଶାହାରୁଖଙ୍କ ଅଭିନୀତ ମୁଭି ‘ଡଙ୍କି’ ସହିତ ବକ୍ସ ଅଫିସରେ…

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ, ଘୋଷଣା ହେଲା ଏମରଜେନ୍ସି

ରିକଜାଭିକ,୧୯।୧୨: ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ ପଶ୍ଚିମ ଆଇସଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି। ନ୍ୟୁଜ ଏଜେନ୍ସି ସିହ୍ନୁଆ ଆଇସଲ୍ୟାଣ୍ଡର…

ଚାଇନାରେ ପୁଣିଥରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ

ବେଜିଂ,୧୯।୧୨: ଚାଇନାରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଚାଇନା ଗାନ୍‌ସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୟଙ୍କର ଭୂକମ୍ପ ଭୂକମ୍ପ ହୋଇଥିଲା। ଯେଉଁଥିରେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?