Home

ଥରେ କି ଦୁଇଥର ନୁହେଁ, ହଜାରେ ଥର ଉପରାଷ୍ଟ୍ରପତିଙ୍କ ମଜା ଉଡ଼ାଇବି: ଟିଏମସି ଏମ୍‌ପି

ନୂଆଦିଲ୍ଲୀ,୨୪।୧୨:ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ପୁଣି ଥରେ ନିଜ ମତ ଦୋହରାଇଛନ୍ତି। ସେ କହିଛନ୍ତି, ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା…

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାଥିପତ୍ର ଦାଖଲ, ଜାଣନ୍ତୁ କେବେ ହେବ ନିର୍ବାଚନ

ଇସଲାମାବାଦ,୨୪।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ରବିବାର ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ କରିବାର ରବିବାର ଶେଷ ତାରିଖ ଥିଲା। ତେବେ ଅନେକ ବରିଷ୍ଠ ନେତା…

ଥମୁନି ଯୁଦ୍ଧ: ହମାସ୍‌ ଆକ୍ରମଣରେ ୧୪ ଇସ୍ରାଏଲୀ ସୈନ୍ୟ ନିହତ

ତେଲ୍‌ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍‌ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍‌ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍‌ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ ସବୁଠୁ ରକ୍ତରଞ୍ଜିତ ଦିନ। ଇସ୍ରାଏଲ୍‌ର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହମାସ୍‌ ଲଢ଼େଇ ଜାରି…

ଭାଷଣ ଦେଲାବେଳେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର

କାନପୁର,୨୪ା୧୨:କାନପୁର ବିଶ୍ୱବିଦ୍ୟାଳୟରେ ଜଣେ ୫୫ ବର୍ଷୀୟ ଆଇଆଇଟି ପ୍ରଫେସର ଭାଷଣ ଦେଉଥିବାବେଳେ ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଇଆଇଟି କାନପୁର ଅଡିଟୋରିୟମରେ ସମୀର ଖଣ୍ଡେକର ନାମକ ପ୍ରଫେସର ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ଟଳିପଡ଼ିଥିଲେ। ସେ ଉତ୍ତମ ସ୍ବାସ୍ଥ୍ୟ ଉପରେ…

ଦକ୍ଷିଣ-ପୂର୍ବ ଏସିଆ ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା, ସତର୍କ ରହିବାକୁ କହିଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ/ଜେନେଭା,୨୪।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ କରୋନା ଏବଂ ଇନଫ୍ଲୁଏଞ୍ଜାର ନୂତନ ସବ-ଭାରିଆଣ୍ଟ ଜେଏନ ୧ ସମେତ ଶ୍ୱାସକ୍ରିୟା ରୋଗର ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତା ବୃଦ୍ଧି କରିବାକୁ ଅନୁରୋଧ କରିଛି। ହୁ ଲୋକଙ୍କୁ…

ଆନ୍ଧ୍ର ପ୍ରଦେଶରେ ଭାଜପାର ଦୁଇ ହାତରେ ଲଡୁ!

ଅମରାବତି,୨୪।୧୨: ଗତ ଲୋକ ସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଏକ ପ୍ରତିଶତରୁ କମ ଭୋଟ ପାଇଥିବା ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ଭଲ ସ୍ଥିତିରେ ଅଛି। ଏହାର କାରଣ ହେଉଛି ଯେ ରାଜ୍ୟର ଉଭୟ ମୁଖ୍ୟ ଆଞ୍ଚଳିକ…

ଘରେ ନୁହେଁ ରାସ୍ତା କଡରେ ଥିବା ବେଞ୍ଚରେ ବି କରିହେବ ମୋବାଇଲ ଚାର୍ଜ, ଦେଖନ୍ତୁ ଭିଡିଓ

ବେଜିଂ: ଦୁନିଆରେ ଏମିତି ଅନେକ ଦେଶ ଅଛନ୍ତି ଯେଉଁମାନେ ବିଭିନ୍ନ କାରଣରୁ ଲାଇମଲାଇଟକୁ ଆସିଛନ୍ତି। କେତେକ ଦେଶ ତେଲ କୂଅ ଯୋଗୁଁ, କେତେକ ଜଙ୍ଗଲ ଯୋଗୁଁ, କେତେକ ମରୁଭୂମି ଏବଂ କେତେକ ବିଜ୍ଞାନ କିମ୍ବା ପ୍ରଯୁକ୍ତିବିଦ୍ୟା ଯୋଗୁଁ। ଚାଇନା ଏହି ଦେଶମାନଙ୍କ…

ସୋମବାର ମଧ୍ୟ ପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

ଭୋପାଳ,୨୪।୧୨: ମଧ୍ୟପ୍ରଦେଶର ଡକ୍ଟର ମୋହନ ଯାଦବ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ସୋମବାର ଅପରାହ୍ନରେ ହୋଇପାରେ। ପ୍ରାୟ ୨୦ଜଣ ମନ୍ତ୍ରୀ ଅପରାହ୍ନରେ ଶପଥ ନେଇପାରନ୍ତି। ଏଥିରେ କିଛି ପୂର୍ବତନ ମନ୍ତ୍ରୀଙ୍କୁ ନୂଆ ଚେହେରା ସହିତ ସୁଯୋଗ ଦେବା କଥା। ସୂତ୍ରରୁ ପ୍ରକାଶ ଯେ…

ପୁନିଆଙ୍କ କ୍ଷୋଭ, କହିଲେ ଫେରାଇ ନେବିନାହିଁ ପଦ୍ମଶ୍ରୀ, ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୪।୧୨: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ବା ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ) ର ମାନ୍ୟତା ରଦ୍ଦ ହେବା ପରେ ରବିବାର (୨୪ ଡିସେମ୍ବର), ଭେଟେରାନ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ…

ଟଙ୍କା ସର୍ବଦା ଭଲ କିନ୍ତୁ…ଚଳିତବର୍ଷ ଆଇପିଏଲର ସବୁଠୁ ଦାମୀ ଖେଳାଳି ଷ୍ଟାର୍କ କହିଲେ ମନର କଥା

ସିଡନୀ,୨୪।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଚଳିତବର୍ଷ ଆଇପିଏଲର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ନିଲାମରେ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା। ଫ୍ରାଞ୍ଚାଇଜ…

ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପଡ଼ିଆରେ ନିଆରା ଦୃଶ୍ୟ: ପଟୋ ଉଠାଇଲେ ଅଷ୍ଟ୍ରେଲିଆ ଅଧିନାୟିକା

ମୁମ୍ବାଇ,୨୪।୧୨: ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚତୁର୍ଥ ଦିନରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ଇତିହାସ ରଚିବା ପରେ ପଡ଼ିରେ…

ନିବେଶ ପିଚ୍‌ରେ ବି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ସଚିନ ତେନ୍ଦୁଲକର: ୫ କୋଟି କରିଥିଲେ ନିବେଶ, ଏବେ ହେଲାଣି…

ମୁମ୍ବାଇ,୨୪।୧୨: ଗଡ ଅଫ କ୍ରିକେଟ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସ୍ମରଣୀୟ ଇନିଂସ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। କ୍ରିକେଟ୍‌ରେ ପରେ ଏବେ ସେ ନିବେଶ ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଛନ୍ତି। ସେ ୯ ମାସ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?