ଦେଶର ସବୁଠାରୁ ମହଙ୍ଗା ଗୀତିକାର, ଗୋଟିଏ ଗୀତ ଲେଖିବାକୁ ନେଉଛନ୍ତି ୨୦ ଲକ୍ଷ ଟଙ୍କା!
ମୁମ୍ବାଇ: ସେହି ଦିନ ସବୁ ଅତିତ ହେଲାଣି ଯେଉଁ ଦିନ କେବଳ ଅଭିନେତା ଏବଂ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ବିପୁଳ ଫି ଆଦାୟ କରୁଥିଲେ। ସଂଗୀତକାର ଏବଂ ଗୀତିକାରମାନେ ମଧ୍ୟ ଭାରତୀୟ ସିନେମାର ଉନ୍ନତିରୁ ବହୁ ଉପକୃତ ହୋଇଛନ୍ତି।…
ଭିତରକନିକା ବୁଲିଲେ ୨୫୧୯ ପର୍ଯ୍ୟଟକ
ରାଜନଗର, ୨୫ା୧୨ (ଭାସ୍କର ରାଉତରାୟ): ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସୁଛନ୍ତି। ରବିବାର ଛୁଟିଦିନ ଥିବାରୁ ଭିତରକନିକାର ବିଭବକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୬୧ଟି…
ନୂଆ ରୂପରେ ଷ୍ଟଲ୍ଓ୍ବାର୍ଟ ଯଯାତି
ଭୁବନେଶ୍ୱର, ୨୫।୧୨: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ(ଏସ୍ପିପିଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଟେଲ ‘ଷ୍ଟଲଓ୍ବାର୍ଟ ଯଯାତି’ ରବିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍ପିପିଏଲ୍ର ନିର୍ଦ୍ଦେଶିକା ରୁକ୍ମିଣୀ…
ଖାଉଟିଙ୍କୁ ଠକୁଛି ସ୍ମାର୍ଟ ପଏଣ୍ଟ
ମାଲକାନଗିରି,୨୫ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରରେ ଥିବା ସ୍ମାର୍ଟ ପଏଣ୍ଟ ଦୋକାନ ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଠକୁଥିବା ଅଭିଯୋଗ ଆଣିଲେ ଜଣେ ଗ୍ରାହକ। ସୂଚନା ଅନୁଯାୟୀ, ଜିଲା ସଦର ମହକୁମା ସୁକୁମା ବାଇପାସ୍ ଛକ ନିକଟରେ ରିଲିଆନ୍ସ ସ୍ମାର୍ଟ ପଏଣ୍ଟ…
ଏକାମ୍ର କପ୍ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ
ପୁରୁଣା ଭୁବନେଶ୍ୱର, ୨୫।୧୨ (ସୁବାସ ଚନ୍ଦ୍ର ପ୍ରଧାନ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ କେଶୁରା ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଏକାମ୍ର କପ୍ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ଫାଇନାଲରେ ଶହୀଦ ନଗର ଦଳ ୪ ଉଇକେଟରେ ସମରସେଟ୍…
ସନ୍ତୋଷ ମେମୋରିଆଲ କ୍ରିକେଟ ଉଦ୍ଘାଟିତ
ଭୁବନେଶ୍ୱର, ୨୫।୧୨(ତପନ ସ୍ବାଇଁ): ରସୁଲଗଡ଼ ୟୁଥ୍ କ୍ଲବ ଆନୁକୂଲ୍ୟରେ ୨୪ତମ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ସ୍ଥାନୀୟ ଗଡ଼ ଗୋପୀନାଥ ପ୍ରସାଦ (ଜିଜିପି) ସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ବିଧାୟକ ଅନନ୍ତ…
ଅଲ୍ଟିମେଟ ଖୋ ଖୋ ଉଦଘାଟିତ
କଟକ,୨୫।୧୨ (ସୁପ୍ରିୟା ପ୍ରିୟଦର୍ଶିନୀ): ଅଲ୍ଟିମେଟ ଖୋଖୋର ଦ୍ୱିତୀୟ ସିଜିନର ଉଦ୍ଘାଟନୀ ମ୍ୟାଚରେ ବିଜୟୀ ହୋଇଛି ଡିଫେଣ୍ଡିଂ ଚାମ୍ପିୟନଓଡ଼ିଶା ଜଗରନଟ୍ସ। ପ୍ରଥମ ସିଜିନର ଟାଇଟଲ ବିଜେତା ଓଡିଶା ୩୫-୨୭ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଛି। ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ରବିବାର ଆଲ୍ଟିମେଟ…
ଦେଶର ବିକାଶରେ ସୁଶାସନ
ଦେଶର ବିକାଶରେ ସୁଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ସଚେତନତା ସୃଷ୍ଟି ଲାଗି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ୨୫ ଡିସେମ୍ବରକୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ପାଳନ କରାଯାଏ । ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ…
ଆଜି ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ଇମ୍ଫାଲ
ନୂଆଦିଲ୍ଲୀ,୨୫ା୧୨(ପି.ଟି.): ବ୍ରହ୍ମୋସ୍ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମିଶାଇଲ୍ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍ଏସ୍ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାବେଳେ ନୌସେନାରେ ଆଇଏନ୍ଏସ୍ ଇମ୍ଫାଲ ସାମିଲ ହେଲେ ଭାରତର…
ଇସ୍ରାଏଲର ଆକ୍ରମଣ: ୭୦ରୁ ଅଧିକ ମୃତ
ଜେରୁଜେଲମ୍,୨୫ା୧୨: ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଫଳରେ ୭୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ ୧୨…
କମିଲା ଶୀତ, ବଢ଼ିଲା କୁହୁଡ଼ି
ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଥଣ୍ଡା ସାମାନ୍ୟ କମିଛି। ଏଥିସହ ରାତ୍ର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପ୍ରାୟ ସପ୍ତାହେ ଧରି ୧୦ରୁ ଊର୍ଦ୍ଧ୍ୱ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ବା ଏହା ତଳକୁ ରହିଥିବା ବେଳେ ଶନିବାର ରାତିରେ…
ମିମିକ୍ରି ବିବାଦକୁ ନେଇ ନିଜକୁ ପୀଡିତ ବୋଲି କହିଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୨୪।୧୨: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ମିମିକ୍ରି ବିବାଦକୁ ନେଇ ଦୁଃଖ ପ୍ରକାଶ କରି ନିଜକୁ ‘ପୀଡିତ’ ବୋଲି କହିଛନ୍ତି। ରବିବାର ଭାରତୀୟ ପରିସଂଖ୍ୟାନ ସେବାର ଜଣେ ପ୍ରଶିକ୍ଷକ ଅଧିକାରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମସ୍ତ ଅପମାନର…

