Home

ଏଲଗାରଙ୍କ ଚମତ୍କାର ଇନିଂସ: ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ

ସେଞ୍ଚୁରିଅନ୍‌,୨୮।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଆଜି ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ ସ୍କୋର କରି ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ଭାରତ…

ଲାଇଭ୍‌ ମ୍ୟାଚ୍‌ରେ ପ୍ରଶଂସକଙ୍କ ସହ ଝୁମିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୨୪୧ ରନର ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ପଡ଼ିଆରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ…

ଭାଜପା ଏମପି ମୋତେ ଲୁଚି ଲୁଚି ଭେଟୁଛନ୍ତି: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ ଏବେ ବିଚାରଧାରାର ଲଢେଇ ଚାଲିଛି। ଏହି ସଂଗ୍ରାମର ମୂଳଦୁଆ ହେଉଛି ଆଦର୍ଶ । ଦୁଇଟି ଚିନ୍ତାଧାରା ମଧ୍ୟରେ ଝଗଡା ହେଉଛି। କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସରେ…

ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ ଏସପି ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ…

ଉଦ୍ଧବଙ୍କୁ ଝଟକା ଦେଲା କଂଗ୍ରେସ

ମୁମ୍ବାଇ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ୨୩ ଟି ଆସନ ଲାଗି ସହଯୋଗୀ ଶିବସେନା (ୟୁବିଟି) ର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଇଣ୍ଡିଆ ଆଲାଇନ୍ସର ବୈଠକରେ ଶିବସେନା ୨୩ଟି ଆସନ ଦାବି କରିଛି।…

ଚମକିବ ସଞ୍ଜୁ ସାମସନଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ୨୦୨୪ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଟି-୨୦ ସିରିଜ ଖେଳିବ। ଟିମ ଇଣ୍ଡିଆର ଦଳ ଆଫଗାନିସ୍ତାନ ବିପକ୍ଷରେ କିପରି ହେବ ତାହା ଦେଖିବାକୁ ବାକି ରହିଛି। କାରଣ…

ହସ୍ପିଟାଲରେ ଆଡମିଟ ହେଲେ ହିନା ଖାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇ ପଡିଛନ୍ତି ଓ ଏହା ଭିତରେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା,…

୮ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ, ଭାରତ ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି

ଦୋହା,୨୮।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଗୁରୁବାର ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଭାରତ ସରକାରଙ୍କ ଅପିଲ ପରେ ସମସ୍ତ ୮ ଜଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି…

ଜାପାନରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ଟୋକିଓ,୨୮।୧୨: ଜାପାନରେ ଭୂକମ୍ପ ଝଟକା। ଗୁରୁବାର ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ସୁନାମି ସମ୍ପର୍କରେ କୌଣସି ଚେତାବନୀ ଦିଆଯାଇନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ୩ ଦିନ ମଧ୍ୟରେ…

ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ ଶକ୍ତିର…

କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା କରାଯାଇଛି। ଚାଇନାବାସୀଙ୍କୁ ଏବେ ନିଜର ଗୃହପାଳିତ ପଶୁଙ୍କୁ ପାଷ୍ଟିକ ସର୍ଜରୀ କରିବାର ନିଶା…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮ା୧୨: ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି। ଗୁରୁବାର ରାଜ୍ୟରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୦ ଜଣଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?