ଆଜି ସେନା ଦିବସ: କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧: ଜାନୁଆରୀ ୧୫ ତାରିଖ ଅର୍ଥାତ୍ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Salute to the bravery and selfless sacrifices of the Army personnel, veterans…
ଅଯୋଧ୍ୟାରେ ଜମି କିଣିଲେ ଅମିତାଭ, ମୁମ୍ବାଇଠାରୁ ବି ମହଙ୍ଗା!
ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ । କ୍ରୀଡା, ରାଜନୀତି ଏବଂ…
ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍
ଇସଲାମାବାଦ୍,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର କେଚ ପ୍ରଦେଶରେ ଏହି ଘଟଣା ଘଟିଛି। ଗତ କିଛି ଦଶନ୍ଧି ଧରି ଏହି…
୧୦ କୋଟିରେ ବିକ୍ରି ହେଉଛି ଅଇଁଠା ସ୍ୟାଣ୍ଡଓ୍ବିଚ, ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ
ଲଣ୍ଡନ: ଗୋଟିଏ ସାଣ୍ଡୱିଚ ପାଇଁ ଆପଣ ସର୍ବାଧିକ କେତେ ଚାର୍ଜ କରିପାରିବେ । ସାଧାରଣତଃ ଆପଣ ଏହାକୁ ୪୦-୫୦ ରୁ ୨୦୦-୨୫୦ଟଙ୍କା ପର୍ଯ୍ୟନ୍ତ କିଣିଥାନ୍ତେ। ଏହା ମଧ୍ୟ ସାଣ୍ଡୱିଚ ଫିଲିଙ୍ଗ ଉପରେ ନିର୍ଭର କରେ ଏବଂ ଆପଣ ଏହାକୁ କେଉଁଠାରେ ଖାଉଛନ୍ତି।…
ରୁଷିଆରେ ମିଳିଲା ସବୁଠାରୁ ବଡ ସୁନା ଖଣି
ମସ୍କୋ,୧୫।୧: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି । ରୁଷିଆ ନିଜେ ସୁନା ଖଣିର ଆବିଷ୍କାରକୁ ନିଶ୍ଚିତ କରିଛି। ଏହି ଖଣି…
ବଡ଼ ଭାଇଙ୍କ ପରେ କ୍ରିକେଟ୍ରେ ରାଜ୍ କରିବାକୁ ଯାଉଛନ୍ତି ସାନ ଭାଇ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି କ୍ରିକେଟ ଦୁନିଆରେ ନିଜର ପାରଦର୍ଶିତା ପ୍ରମାଣ କରିଛନ୍ତି। ତାଙ୍କର ଉତ୍କୃଷ୍ଟ ବୋଲିଂ କୌଶଳ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ସାନଭାଇ ମହମ୍ମଦ କୈଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି। ସେ…
ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀଙ୍କ ମୃତଦେହ
ବଲଙ୍ଗୀର,୧୫ା୧(ସୁନୀଲ କୁମାର ମହାନ୍ତି): ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା…
କୋହଲିଙ୍କ ସହ ଖେଳିବାକୁ ଅପେକ୍ଷା କରିଛନ୍ତି ଟେନିସ ଲିଜେଣ୍ଡ ନୋଭାକ ଜୋକୋଭିକ
ନୂଆଦିଲ୍ଲୀ,୧୫।୧: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ‘ଅଷ୍ଟ୍ରେଲିୟ ଓପନ’ର ଠିକ ପୂର୍ବରୁ ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ସହ କ୍ରିକେଟ ଖେଳିଥିଲେ। ଟେନିସ କୋର୍ଟରେ ଦୁହେଁ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଜୋକୋଭିକ କ୍ରିକେଟ ସମ୍ବନ୍ଧୀୟ…
ଆସନ୍ତା ୧୭ରୁ ୧୫ ଜିଲାରୁ ପୁରୀକୁ ଗଡ଼ିବ ଏସି ବସ
ଭୁବନେଶ୍ୱର, ୧୫।୧(ସୁନିତ୍ ମିଶ୍ର): ଲକ୍ଷ୍ମୀ ଯୋଜନାରେ ଆସନ୍ତା ୧୭ ତାରିଖରୁ ୧୫ ଜିଲାରୁ ଓଏସ୍ଆର୍ଟିସି ପକ୍ଷରୁ ପୁରୀକୁ ସ୍ବତନ୍ତ୍ର ଏସି ବସ୍ ଆରମ୍ଭ ହେବ। ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଚାଲିବ। ଏନେଇ କିଣାଯାଇଥିବା ୧୫ଟି ନୂଆ…
ସୁଇମିଂ ପୁଲ୍ରେ ସେଲୁନ୍, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ…
ପ୍ରତ୍ୟେକ ସହରରେ ସେଲୁନ୍ ଥିବାର ଦେଖିଥିବେ। ଆଜିକାଲି ଟେକ୍ନୋଲୋଜିକୁ ସବୁଆଡ଼େ ପ୍ରାଧାନ୍ୟ ଦିଆଯାଉଛି। କିଛି ଅଲଗା କରିବାକୁ ଦୋକାନୀ ଏପରି କିଛି କରନ୍ତି ଯାହା ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
‘ଅଧିକ ପର୍ଯ୍ୟଟକ ଆସିଲେ ସମ୍ଭାଳିପାରିବେ ନାହିଁ’, ଭାରତ-ମାଲଦ୍ୱୀପ ବିବାଦ ମଧ୍ୟରେ ଲାକ୍ଷାଦ୍ୱୀପ ସାଂସଦଙ୍କ ଦାବି
ନୂଆଦିଲ୍ଲୀ,୧୫।୧: ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ବିବାଦ ପରେ ବହୁ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ମଧ୍ୟ ଲାକ୍ଷାଦ୍ୱୀପ ଯାତ୍ରା ପ୍ରତି ଆକର୍ଷିତ ହୋଇଥିଲେ। ଗୋଟିଏ ପଟେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଚାଲୋ ଲାକ୍ଷାଦୀପ’ ଟ୍ରେଣ୍ଡ ହୋଇଥିଲା ଏବଂ ଅନେକ ଲୋକ ମଧ୍ୟ…
ଜୀବନୀୟ ତତ୍ତ୍ୱବିହୀନ ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା
କୃତି ତାହାର ସନ୍ତାନମାନଙ୍କ ପାଇଁ ଋତୁ ଅନୁଯାୟୀ ଆହାର ସାଇତି ରଖିଛି। ଏଥିରେ ଜୀବନତତ୍ତ୍ୱ ଭରପୂର ହୋଇ ରହିଛି। ତା’ସହ ଏଥିରେ ଆବଶ୍ୟକ ଅନୁପାତରେ ଶ୍ୱେତସାର, ସ୍ନେହସାର, ପ୍ରୋଟିନ, ଭିଟାମିନ୍ ଏବଂ ଖଣିଜ ଲବଣ ବା ମିନେରାଲସ। ଏଥିରେ ଜୀବନତତ୍ତ୍ୱ ଥିବାରୁ…

