ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ମୃତ, ଅନେକ ଆହତ
ବେଜିଂ,୨୪ା୧: ଚାଇନାର ଜିଆଙ୍ଗସି ପ୍ରଦେଶର କିଛି ଦୋନାନରେ ଅଗ୍ନିକାଣ୍ଡ ଘଟି ବୁଧବାର ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଶନିବାର…
ଭିଆଇପିଙ୍କୁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲଲାଙ୍କ ଦର୍ଶନ କରିଛନ୍ତି। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏବେ ସକାଳ…
Shocking Video: ନେଉଳ ପଲଙ୍କ ମଝିରେ ଫସିଗଲା ବିଶାଳକାୟ ଅଜଗର, ପରେ ଯାହା ଘଟିଲା ଦେଖିଲେ ଟାଙ୍କୁରି ଉଠିବ ଲୋମ
ସାପଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ଶିକାରୀ ହେଉଛି ‘ଅଜଗର’। ବଡ଼ ବଡ଼ ପ୍ରାଣୀ ଏହାଠାରୁ ଦୂରେଇ ରହିଥାନ୍ତି। କାରଣ ଏହା କେବଳ ଦଶଂନ କରେ ନାହିଁ, ଗିଳିଦିଏ ମଧ୍ୟ। ହେଲେ ଏହି ବିଶାଳକାୟ ଜୀବ ଉପରେ ଛୋଟ ଶିକାରୀ ଆକ୍ରମଣ କରେ…
Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ…
ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ…
ଟ୍ରାକ୍ରେ ଟ୍ରେନ୍ ଅଟକାଇ ମାଛ କିଣିବାକୁ ଗଲେ ଡ୍ରାଇଭର, ପରେ ଯାହା ହେଲା ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠି ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନ୍କୁ ଟ୍ରାକ୍ରେ ରଖି ମାଛ କିଣିବାକୁ ଏକ ପାଖ…
ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା
ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ…
Mamata Banerjee Accident: ମମତା ଦିଦିଙ୍କ କାର ଦୁର୍ଘଟଣା ଗ୍ରସ୍ତ, ମୁଣ୍ଡରେ ଆଘାତ…
କୋଲକାତା,୨୪।୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ବିଷୟରେ ବଡ ଖବର ଆସୁଛି। ମମତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଆହତ ହୋଇଛନ୍ତି। କୁହାଯାଉଛି ଘନ କୁହୁଡ଼ି ଯୋଗୁ କାର ଡ୍ରାଇଭର ବ୍ରେକ ଲଗାଇ…
Viral Video: ଛେଳି ଚୋରି କରିବାକୁ କାର୍ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…
ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆପଣ…
କାହାକୁ ମିଳିଥାଏ ‘ଭାରତ ରତ୍ନ’? ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ମିଳେ କି କି ସୁବିଧା ଜାଣନ୍ତୁ…
ନୂଆଦିଲ୍ଲୀ,୨୪।୧: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ‘ଭାରତ ରତ୍ନ’। ରାଜନୀତି, କଳା, ଖେଳ, ସାହିତ୍ୟ, ବିଜ୍ଞାନ, ବ୍ୟବସାୟ, ଲେଖକ ଏବଂ ସମାଜସେବା ଆଦି କ୍ଷେତ୍ରରେ ଅସାଧାରଣ ସେବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୪ ଜାନୁଆରୀ ୨ରେ ତତ୍କାଳୀନ…
ଶିମିଳିପାଳରେ ହେବ କଳାବାଘ ସଫାରୀ
ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve…
ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ କଂଗ୍ରେସକୁ ବଡ ଝଟ୍କା, କଂଗ୍ରେସର ୨୦୦ରୁ ଅଧିକ ନେତା ଭାଜପାରେ ସାମିଲ୍
ଚମ୍ବଲ,୨୪।୧: ଲୋକସଭା ନିର୍ବାଚନକୁ ନେଇ ମିଳିତ ମେଣ୍ଟ ଇଣ୍ଡିଆ ଗଠନ କରିଥିବା କଂଗ୍ରେସକୁ ବୁଧବାର ଗୋଟିକ ପରେ ଗୋଟିଏ ଝଟ୍କା ମିଳିବାରେ ଲାଗିଛି। ଆସନ ବୁଝାମଣାକୁ ନେଇ ଟିଏମସି, ପଞ୍ଜାବ ଏଏପି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ…
କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି
ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର…

