କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ!
ରାଞ୍ଚି,୩୦।୧: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର (ଜାନୁଆରୀ ୨୯)ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡିର ଏକ ଟିମ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ତାଙ୍କୁ ଖୋଜିଥିଲା। ଅଭିଯୋଗ ହୋଇଥିବା ଜମି ଦୁର୍ନୀତି ସହ…
ଉତ୍ତର ପ୍ରଦେଶ ସମେତ ୧୫ ରାଜ୍ୟର ୫୬ ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ
ନୂଆଦିଲ୍ଲୀ,୩୦।୧:ନିର୍ବାଚନ କମିଶନ ୧୫ ଟି ରାଜ୍ୟରେ ୫୬ ଟି ରାଜ୍ୟ ସଭା ଆସନ ପାଇଁ ନିବର୍ର୍ାଚନ ସୂଚୀ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧୦ ଟି ଆସନ ଉତ୍ତରପ୍ରଦେଶରୁ ଆସିଛି। ଏହି ଆସନଗୁଡିକ ଉପରେ ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ…
ରାହୁଲଙ୍କ ଏହି ପଦିଏ କଥା ନୀତୀଶଙ୍କୁ ଲାଗିଥିଲା ଖରାପ, ସେହି ଦିନ ହିଁ ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇଥିଲେ ନିଷ୍ପତ୍ତି
ପାଟନା,୨୯।୧: ବିହାର ରାଜନୀତି ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ରବିବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଭାଜପାରେ ଯୋଗ ଦେଇ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାଜପା ରାଜ୍ୟ ସଭାପତି…
ନରେନ୍ଦ୍ର ମୋଦି ଯଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ଏହା ଦେଶର ଶେଷ ନିର୍ବାଚନ ହେବ: ଖାର୍ଗେ
ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଜିତନ୍ତି ତେବେ ଏହା ଦେଶର ଶେଷ ନିର୍ବାଚନ ହେବ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଇଁ ୨୦୨୪ ଲୋକ ସଭା…
ରାଜଭବନରେ ମଫଲର ଛାଡିଦେଇଗଲେ ନୀତୀଶ କୁମାର; ଅଧା ରାସ୍ତାରୁ ଫେରିବାରୁ ଆଶ୍ଚର୍ଯ୍ୟ ରାଜ୍ୟପାଳ କହିଲେ, ଏଥର ୧୫ ମିନିଟ୍ ହୋଇନାହିଁ… ମୁଖ୍ୟମନ୍ତ୍ରୀଙ୍କ ମଜା ଉଡାଇଲେ ରମେଶ
ନୂଆଦିଲ୍ଲୀ,୨୯।୧: ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାର ଶପଥ ଗ୍ରହଣ କରିବା ଦିନଠାରୁ ବିରୋଧୀ ଦଳର ସମସ୍ତ ନେତା ତାଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ଅଂଶ ହୋଇଥିବା ନୀତୀଶ କୁମାରଙ୍କ ଏନଡିଏକୁ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଡବଲ୍ ଝଟ୍କା: ଦଳରୁ ବାଦ୍ ପଡ଼ିଲେ ୨ ଗୁରୁତ୍ୱପୂର୍ଣ୍ଣ ଖେଳାଳି
ନୂଆଦିଲ୍ଲୀ,୨୯।୧: ହାଇଦ୍ରାବାଦରେ ପରାଜୟ ପରେ ଟିମ ଇଣ୍ଡିଆକୁ ଡବଲ୍ ଝଟକା ଲାଗିଛି। ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏହି ସୂଚନା…
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ପାଇଁ ସେ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି। କ୍ରିକେଟ ପଡ଼ିଆ ସହିତ ବୁମରାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ମଧ୍ୟ…
ବାଜିମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ଦିଲ୍ଲୀ ପରେଡରେ ଅଧିକାର କଲା ପ୍ରଥମ ସ୍ଥାନ
ନୂଆଦିଲ୍ଲୀ,୨୬।୧: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ। ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ…
ଆଇପିଏଲରେ ଆଉ ୨-୩ ବର୍ଷ ଖେଳିବେ ଧୋନି!
ନୂଆଦିଲ୍ଲୀ,୨୯।୧: ଆଣ୍ଠୁ ଆଘାତରୁ ଏମଏସ ଧୋନି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ଆଇପିଏଲ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ ଦଳର ବୋଲର ଦୀପକ ଚହର ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥା ହୋଇଥିଲେ ଏବଂ ଧୋନିଙ୍କ ଆଇପିଏଲରେ…
ଦଶମ ଶ୍ରେଣୀ ଛାତ୍ରଙ୍କ ବେକ କାଟି ଦୁର୍ବୃତ୍ତ ଛୁ’
ଆଠଗଡ଼,୨୯ା୧: କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳର କୁଲେଇଲୋ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ର ଜଣକ ଟ୍ୟୁଶନ ଯାଇଥିବା ବେଳେ ୨ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଏକ ପଲ୍ସରରେ ଆସି ତାଙ୍କ ବେକ କାଟି ଛୁ’ ମାରିଛନ୍ତି।…
ତାରିଖ କହିଲେ ଧାମି, ଏହିଦିନ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି
ଡେରାଡୁନ,୨୯।୧: ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠାରେ ୟୁନିଫର୍ମ ସିଭିଲ କୋଡ ବା ୟୁସିସି ଲାଗୁ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି ଯେ କମିଟି ଏହାର ଡ୍ରାଫ୍ଟ ଫେବୃଆରୀ ୨ରେ ଦାଖଲ କରିବ ଏବଂ…
ଚାଇନାର ଶେୟାର ବଜାର ଭୁଶୁଡ଼ିବାରେ ଲାଗିଛି…
ବେଜିଂ,୨୯।୧ : ୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି। ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି।…

