Budget 2024 Live: ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବଜେଟ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି। ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି।…
ବସ୍ରେ ଯାଉଥିବା ୧୩ ବର୍ଷର ଝିଅଙ୍କୁ ଦେଖି ମନ ଦେଇ ବସିଥିଲେ ଜ୍ୟାକି ଶ୍ରଫ୍, ବେଶ ନିଆରା ତାଙ୍କ ପ୍ରେମକାହାଣୀ
ବମ୍ବେ: ବଲିଉଡ୍ର ବିଡ୍ଡୁ ଓରଫ ଜ୍ୟାକି ଶ୍ରଫ୍ ଅଭିନୟ ସାଙ୍ଗକୁ ନିଜର ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଦୀର୍ଘ ୪ ଦଶକ ଧରି ସେ ଫିଲ୍ମଜଗତ ସହ ଜଡ଼ିତ ରହିଛନ୍ତି।…
୩ ମାସ ପ୍ରେମ ପରେ ବିବାହ କରିଥିଲେ ମାଧୁରୀ
ମୁମ୍ବାଇ: ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ-ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର ବିଷୟରେ କଥାବାର୍ତ୍ତା କରିବା ସମୟରେ ସବୁବେଳ ପାଇଁ ସକାରାତ୍ମକ ଏବଂ ଅତ୍ୟଧିକ ନମ୍ର ହୋଇଥାନ୍ତି। ମାଧୁରୀ ଆମେରିକାରେ…
ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆମ ସରକାର ଉତ୍ତରଦାୟୀ, ଲୋକକେନ୍ଦ୍ରିକ ତଥା ବିଶ୍ୱାସ ଆଧାରିତ ଶାସନ ପ୍ରଦାନ କରିଛନ୍ତି। ଅମୃତକାଳ ପାଇଁ ସରକାର ଏପରି ଅର୍ଥନୈତିକ ନୀତି…
ଟେନ୍ସନ୍ରେ ପାକିସ୍ତାନ, ଭାରତ ସେମିଫାଇନାଲରେ
ନୂଆଦିଲ୍ଲୀ,୧।୨: ଭାରତୀୟ ଦଳ ଅଣ୍ଡର-୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ହାସଲ କରିଛି। କିନ୍ତୁ ଭାରତର ପଡ଼ୋଶୀ ପାକିସ୍ତାନ ଏବଂ ବାଂଲାଦେଶ ଏହି ଦୌଡ଼ରେ ଫଶିଯାଇଛନ୍ତି। ସୁପର ସିକ୍ସ ରାଉଣ୍ଡରେ ଭାରତ ପରେ ପାକିସ୍ତାନ ଦଳ ଦ୍ୱିତୀୟ ସ୍ଥାନରେ…
3Dରେ ରିଲିଜ ହେବ ‘ହନୁମାନ’
ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ…
‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି’
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ ୧୧ଟାରୁ ମଧ୍ୟବର୍ତ୍ତୀକାଳୀନ ବା କାମଚଳା ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ମଧ୍ୟବର୍ତ୍ତୀ ବଜେଟ୍ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ…
୧୦ ବର୍ଷରେ ମହିଳା ଉଦ୍ୟୋଗୀଙ୍କୁ ଦିଆଯାଇଛି ୩୦ କୋଟି ମୁଦ୍ରା ଯୋଜନା ଋଣ…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଯୋଜନା ଋଣ ଦିଆଯାଇଛି। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆଦାସ ଯୋଜନା…
ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର…
ନୂଆଦିଲ୍ଲୀ,୧।୨: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍(ପିପିବିଏଲ୍) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍ ଇନ୍ଷ୍ଟୁମେଣ୍ଟ, ଓ୍ବାଲେଟ୍ ଏବଂ ଫାସ୍ଟ୍ୟାଗ୍ ମାଧ୍ୟମରେ କୌଣସି ଜମା…
ହେମନ୍ତ ସୋରେନ୍ ଜଣେ ‘ବିଗିଡି ଯାଇଥିବା ପୁଅ’: କିରେନ୍ ରିଜିଜୁ
ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଗିରଫ ପୂର୍ବରୁ ସୋରେନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ମୁଁ ହାର ମାନିବି ନାହିଁ ଏବଂ ଆପୋଷ ବୁଝାମଣା…
୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର, ୧୦ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ…
ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ। ଏହା ସହିତ ୨୦୧୪ରୁ ୨୦୨୪ ଗତ ୧୦ ବର୍ଷ ମଧ୍ୟରେ…
ଚର୍ଚ୍ଚାରେ ନିର୍ମଳା ସୀତାରମଣଙ୍କ ଶାଢି, ନୀଳ ଶାଢିକୁ ଲାଲ୍ ବ୍ରିଫକେସ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ।…

