Home

ଭାରତକୁ ଡବଲ ଝଟ୍‌କା, ତୃତୀୟ ଟେଷ୍ଟରୁ ବି ଆଉଟ ହେବେ ବିରାଟ କୋହଲି-ରବିନ୍ଦ୍ର ଜାଡେଜା!

ନୂଆଦିଲ୍ଲୀ,୧।୨: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି। ଏହା ନିଶ୍ଚିତ ଯେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟରୁ ବାଦ…

ଟିଟିପିରେ ସାମିଲ ହେଉଛନ୍ତି ଅଲ କାଏଦା ଆତଙ୍କବାଦୀ, ମିଳୁଛି ଅନ-ଗ୍ରାଉଣ୍ଡ ସମର୍ଥନ

ଇସଲାମାବାଦ,୧।୨: ନିଷିଦ୍ଧ ଟିଟିପି ଗୋଷ୍ଠୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ ହାସଲ କରୁଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦେଶର ଏକ ଅଗ୍ରଣୀ ଖବରକାଗଜ ଏହା କହିଛି। ଖବରକାଗଜ ରିପୋର୍ଟ କରିଛି…

ଦେଶଭକ୍ତିରେ ବୁଡିଗଲେ ଦୀପିକା-ହ୍ରିତିକ

ମୁମ୍ବାଇ: ୨୦୧୪ ବର୍ଷର ବହୁ ପ୍ରତୀକ୍ଷିତ ମୁଭି ମଧ୍ୟରୁ ଫାଇଟର୍‌ ଗତ ସପ୍ତାହରେ ପ୍ରେକ୍ଷାଳୟରେ ଏହାର ଗ୍ରାଣ୍ଡ ଡେବ୍ୟୁ କରିଥିଲା। ଏହାର ଚିତ୍ତାକର୍ଷକ କାହାଣୀ ଏବଂ ଆଡ୍ରେନାଲିନ-ପମ୍ପିଂ ଆକ୍ସନ ଦୃଶ୍ୟ ବ୍ୟତୀତ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ମୁଖ୍ୟ ଚରିତ୍ର…

ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ କୌଣସି କା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ମୁମ୍ବାଇ ଫେଷ୍ଟିଭାଲ ୨୦୨୪ରେ ଲାଇଭ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ। ଏହି କନସର୍ଟ ସମୟରେ ତାଙ୍କ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ…

ବଜେଟରେ ୨୦୪୭ର ବିକଶିତ ଭାରତର ମୂଳଦୁଆକୁ ମଜଭୂତ କରିବାର ରହିଛି ଗ୍ୟାରେଣ୍ଟି: ମୋଦି

ନୂଆଦିଲ୍ଲୀ,୧।୨: ଗୁରୁବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରରେ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବିଭାଗର ପ୍ରତ୍ୟେକ ବିଭାଗର ଲୋକଙ୍କର ଅନେକ ଆଶା ଥିଲା, ଅଧିକାଂଶ…

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍‌ ହାଉସ୍‌ରେ ଉପସ୍ଥିତ ଥିବା ବେଳେ ଜେଏମ୍‌ଏମ୍‌ର…

ଜେଲରେ ରାତି କାଟିବେ ସୋରେନ, ଆସନ୍ତା କାଲି ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ,୧।୨: ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ହେମନ୍ତ ସୋରେନ ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ। ତାଙ୍କୁ ହୋଟୱାର ଜେଲକୁ ନିଆଯିବ। ଏଥିପାଇଁ…

ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି। ଗତ ୨୦୦୪ରେ କଲେଜ…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି ଗୁଳି…

ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି…

୩୦୦ ବିଳାସପୂର୍ଣ୍ଣ କାର୍‌ ସାଙ୍ଗକୁ ବେସରକାରୀ ସେନା, ଜେଟର ମାଲିକ ଅଟନ୍ତି ମାଲେସିଆର ନୂଆ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୨: ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ରାଜା ହୋଇଛନ୍ତି। ୬୫ ବର୍ଷୀୟ ତାଙ୍କ ସହିତ ଆନୁମାନିକ ସମ୍ପତ୍ତି ୫.୭ ବିଲିୟନ ଡଲାର। ସୁଲତାନ ଇବ୍ରାହିମଙ୍କ ସାମ୍ରାଜ୍ୟରେ ରିଅଲ ଇଷ୍ଟେଟ ଏବଂ ଖଣି ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ…

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?