ଚାଇନାକୁ ୨-୦ରେ ହରାଇଲା ଅଷ୍ଟ୍ରେଲିଆ
ରାଉରକେଲା,୧୫ା୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ଅଷ୍ଟ୍ରେଲିଆ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ଚାଇନା ୨-୧ ଗୋଲରେ ଭାରତକୁ ହରାଇ ଥିବାରୁ ଅଷ୍ଟ୍ରେଲିଆ…
ଭାରତର ପଞ୍ଚମ ପରାଜୟ
ରାଉରକେଲା,୧୫।୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ର ବୁଧବାର ଦ୍ୱିତୀୟ ମ୍ୟାଚ୍ରେ ଭାରତ ୦-୧ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ଯାଇଛି। ଫଳରେ ଚଳିତ ପ୍ରୋ ଲିଗ୍ରେ ଭାରତୀୟ ମହିଳା ଦଳ…
୩ ଦିନିଆ ଗ୍ରୀନ୍ କନ୍କ୍ଲେଭ ଉଦ୍ଯାପିତ
ଭୁବନେଶ୍ୱର,୧୫।୨: ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ୩ ଦିନିଆ ଗ୍ରୀନ୍ କନ୍କ୍ଲେଭ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଯାଇଛି। ଏପରିକି ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ…
ସ୍କୋଡାର ସାଲ୍ଭିଆ ଷ୍ଟାଇଲ ଏଡିଶନ
ନୂଆଦିଲ୍ଲୀ,୧୫।୨ (ଅଭୟ ଦାଶ): ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା ସାଲ୍ଭିଆ ଷ୍ଟାଇଲ ଏଡିଶନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ସ୍କୋଡା ସାଲ୍ଭିଆ ଷ୍ଟାଇଲ ଏଡିଶନ ମଡେଲରେ ଅନେକ ଅତ୍ୟାଧୁନିକ…
ସ୍କୁଲରେ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ଜଣେ, ନାମ ୨ଟା
ପାରାଦୀପ,୧୫ା୨(ଶରତ ରାଉତ)ଜଗତ୍ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ବିଦ୍ୟାଳୟରେ ଯାବତୀୟ ବ୍ୟତିକ୍ରମ ଥିବା ଜନସୂଚନା ଅଧିକାରୀ ଆଇନ ତଥ୍ୟରେ ଜଣାପଡ଼ିଛି। କେଉଁଠାରେ ବିଦ୍ୟାଳୟ ପାଇଁ ସରକାରଙ୍କ ନିଜସ୍ବ ଘର ନାହିଁ। ସେଠାରେ ପୌର ପରିଷଦ ଗୋଷ୍ଠୀ କେନ୍ଦ୍ର, ପୋର୍ଟ…
ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ
ନୂଆଦିଲ୍ଲୀ,୧୫।୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା କମ୍ପାନୀର ଅଫିସିଆଲ ମର୍ଚ୍ଚାଣ୍ଡାଇଜ ‘ହୋଣ୍ଡା କଲେକ୍ସନ’କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଡିଜାଇନ ଓ ଆକର୍ଷଣୀୟ କଲରରେ ଉକ୍ତ କଲେକ୍ସନ ଯଥା ଟି-ଶାର୍ଟ, ଜାକେଟ ଏବଂ କ୍ୟାପ୍…
୪ ବର୍ଷରେ ୨୩୧ ଦୁର୍ଘଟଣା, ୯୮ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର, ୧୫ା୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଓ ୫୯ ଏବଂ ରାଜ୍ୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର…
ଆସିଲା ଖୁସି ଖବର: ଶୀଘ୍ର ବଜାରରେ ମିଳିବ କ୍ୟାନସର ଟିକା, ପୁଟିନ ଦେଲେ ସୂଚନା…
ମସ୍କୋ,୧୫।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆମର ବୈଜ୍ଞାନିକମାନେ କ୍ୟାନସର ଟିକ ବିକଶିତ କରିବାର ନିକଟତର ହୋଇଛନ୍ତି ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ପୁଟିନ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଆମେ କର୍କଟ ଟିକା ଏବଂ…
କଟକଣାକୁ ବେଖାତିର: ପୁଣି କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଏକାଧିକ କ୍ରୁଜ କ୍ଷେପଣାସ୍ତ୍ର ସମୁଦ୍ରକୁ ନିକ୍ଷେପ କରିଛି। କଟକଣାକୁ ବେଖାତିର କରି ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବୁଧବାର ଏହା କରାଯାଇଛି। ଜାନୁଆରୀ ପରଠାରୁ ଏହା ହେଉଛି କିମଙ୍କର ପଞ୍ଚମ ପରୀକ୍ଷା। ଦକ୍ଷିଣ…
ପରେଡ ସମୟରେ ଆଖିବୁଜା ଗୁଳିମାଡ଼…
ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ ଅନୁଷ୍ଠିତ…
ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ
ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦେଇଥିବା…
କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍
କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଜିଲା ଟିମ୍ ଗଠନ ହୋଇଥିବା ନେଇ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ଘୋଷଣା କରିଛନ୍ତି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ…

