ଭାରତକୁ ମିଳିଲା ଡବଲ୍ ଖୁସି: ରୋହିତ୍ ବ୍ରିଗେଡ କଲେ ବଡ଼ କମାଲ
ନୂଆଦିଲ୍ଲୀ,୨୭।୨: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ ୨୦୨୩-୨୫ରେ ଉପରକୁ ଉଠିଛି। ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ ରୋହିତ…
କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ
ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି) ଲିମିଟେଡ୍ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍ ଜେଏସ୍ପି…
ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବନ୍ତାରା’ର ଶୁଭାରମ୍ଭ
ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍(ଆରଆଇଏଲ)ର ସିଏସ୍ଆର ୟୁନିଟ୍ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବନ୍ତାରା (ଜଙ୍ଗଲର ତାରା) ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ…
ଆମ୍ପିଓ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ବୁଝାମଣା
ଭୁବନେଶ୍ୱର,୨୭।୨: ଅନ୍ତଃରାଷ୍ଟ୍ରୀୟ ଘରୋଇ କମ୍ପାନୀ ତଥା ଆମ୍ପିଓ ପୋଲାଣ୍ଡ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ ଅଗ୍ରଣୀ କରିବା ପାଇଁ ଉଭୟ କମ୍ପାନୀ ମିଳିତ ହୋଇଛନ୍ତି। ଏପରିକି ଘରୋଇ…
ରୁଙ୍ଗ୍ଟା ଷ୍ଟିଲ୍ର ଡିଲର୍ସ ମିଟ୍
ଭୁବନେଶ୍ୱର,୨୭।୨: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ବିତ ଇସ୍ପାତ ଏବଂ ଟିଏମ୍ଟି ବାର୍ ଉତ୍ପାଦନକାରୀ ରୁଙ୍ଗ୍ଟା ଷ୍ଟିଲ୍ ପକ୍ଷରୁ ଦିନିକିଆ କର୍ମଶାଳା ଓ ଡିଲର୍ସ ମିଟ୍ର ଆୟୋଜନ କରାଯାଇଥିଲା। ବିଶେଷକରି ପଶ୍ଚିମବଙ୍ଗର ପ୍ରମୁଖ ବିତରକ ଏସ୍ଭିଏନ୍ ଏଣ୍ଟରପ୍ରାଇଜେସ୍ର ମିଳିତ ସହଯୋଗରେ ଆସାନସୋଲ୍ର…
ଖିମ୍ଜୀ ଜୁଏଲର୍ସ ପୁରୀର ପ୍ରଥମ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୨୭।୨: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’ର ପୁରୀ ଆଲଟ୍ଲେଟ୍(ଷ୍ଟୋର) ପକ୍ଷରୁ ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍ଜୀ ଜୁଏଲର୍ସର ଗ୍ରାହକମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି…
ସଫଳ ହେଲା ଶାମିଙ୍କ ସର୍ଜରୀ, କଥା ଦେଲେ ଖୁବଶୀଘ୍ର ଫେରିବେ
ନୂଆଦିଲ୍ଲୀ,୨୭।୨: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର କରାଯାଇଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରି ତାଙ୍କ ଚିକିତ୍ସା ବିଷୟରେ ସୂଚନା ବାଣ୍ଟିଥିଲେ । ସଫଳ ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇ ଶାମି କହିଛନ୍ତି ଯେ…
ଓଡ଼ିଶା ବଜାରରେ ରୟାଲ ଏନ୍ଫିଲ୍ଡର ଅଲ୍ ନ୍ୟୁ ସଟ୍ଗନ-୬୫୦ ସିସି
ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ୨ଚିକିଆ ପ୍ରିମିୟମ ଯାନ ତଥା ଗ୍ଲୋବାଲ ଲିଡର (ଦି ମିଡ୍ ସାଇଜ୍ ୨୫୦-୭୫୦ ସିସି ମୋଟରସାଇକେଲ ସେଗ୍ମେଣ୍ଟ) ମୋଟରସାଇକେଲ ‘ରୟାଲ ଏନ୍ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ‘ସଟ୍ଗନ-୬୫୦’ ମଡେଲର ସର୍ବଭାରତୀୟ…
ପିତାଙ୍କ ଉପଦେଶ ମାନି ସଫଳତା ପାଇଛନ୍ତି ଆୟୁଷ୍ମାନ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ନିକଟରେ ଏକ ସାକ୍ଷାତ୍କାରରେ ନିଜ ଫିଲ୍ମ କ୍ୟାରିୟରକୁ ନେଇ ବିସ୍ତୃତ ମତ ରଖିଥିଲେ। ପିତାଙ୍କ ପରାମର୍ଶ ମାନି ବଲିଉଡ୍ରେ ସଫଳତା ପାଇପାରିଥିବା ସେ ଏହି ଅବସରରେ କହିଛନ୍ତି। ସୁପରଷ୍ଟାର୍ ହେବା ପାଇଁ ପ୍ରଥମେ ଜଣେ…
ଶଟ୍ଡାଉନ୍କୁ ନେଇ ଆମେରିକା କଂଗ୍ରେସରେ ଝଡ଼
ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍ଡାଉନ୍ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍,…
ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୭।୨: ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନରୁ ବାଦ୍ ଦିଆଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼…
ଅନଶନ ଭାଙ୍ଗିଲେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତା
ମ୍ବମ୍ବାଇ, ୨୭।୨: ମରାଠା ସମୁଦାୟର ଲୋକଙ୍କୁ ଓବିସି ବର୍ଗରେ ସାମିଲ ଦାବି ନେଇ ଆନ୍ଦୋଳନରେ ବସିଥିବା ମନୋଜ ଜରାଙ୍ଗେ ପାଟିଲ୍ ୧୭ ଦିନ ପରେ ଅନଶନରୁ ଓହରି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। କୁନ୍ବୀ ଜାତି ପ୍ରମାଣପତ୍ର ଥିବା ପରିବାରର…

