Home

ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍‌,…

ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭।୨: ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନରୁ ବାଦ୍‌ ଦିଆଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼…

ଅନଶନ ଭାଙ୍ଗିଲେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତା

ମ୍ବମ୍ବାଇ, ୨୭।୨: ମରାଠା ସମୁଦାୟର ଲୋକଙ୍କୁ ଓବିସି ବର୍ଗରେ ସାମିଲ ଦାବି ନେଇ ଆନ୍ଦୋଳନରେ ବସିଥିବା ମନୋଜ ଜରାଙ୍ଗେ ପାଟିଲ୍‌ ୧୭ ଦିନ ପରେ ଅନଶନରୁ ଓହରି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କୁନ୍‌ବୀ ଜାତି ପ୍ରମାଣପତ୍ର ଥିବା ପରିବାରର…

୩ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭।୨(ପି.ଟି.): ୩ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ୧ରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ…

ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ ରାଷ୍ଟ୍ରପତି…

୩ ରାଜ୍ୟରେ କୃଷକଙ୍କ ଟ୍ରାକ୍ଟର ରାଲି

ଚଣ୍ଡିଗଡ଼/ଲକ୍ଷ୍ନୌ,୨୭।୨(ପି.ଟି.): ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ଚୁକ୍ତିନାମାକୁ ବିରୋଧ କରି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ସୋମବାର ଟ୍ରାକ୍ଟର ରାଲି କରିଥିଲେ। ଡବ୍ଲ୍ୟୁଟିଓ ଚୁକ୍ତିରୁ କୃଷି ସେକ୍ଟରକୁ ବାଦ୍‌ ଦେବା ପାଇଁ ସେମାନେ ଦାବି କରିଛନ୍ତି।…

ପେଟିଏମ ପେମେଣ୍ଟ ବ୍ୟାଙ୍କ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ,୨୭।୨: ପେଟିଏମ ପେମେଣ୍ଟ ବ୍ୟାଙ୍କର ସହ-ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। One97 କମ୍ୟୁନିକେସନ ଲିମିଟେଡ ପେଟିଏମ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ଏହାର ନାମାଙ୍କନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି, ଏହା ପରେ ବିଜୟ ଶେଖର…

ରାହୁଲ ଗାନ୍ଧୀଙ୍କ ସଂସଦୀୟ ଆସନରେ ଖେଳ, ଏହି ମହିଳା ନେତାଙ୍କୁ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ନୂଆଦିଲ୍ଲୀ,୨୬।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଚାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେରଳର ଶାସକ ବାମ ଡେମୋକ୍ରାଟିକ ମୋର୍ଚ୍ଚାରେ ସିପିଆଇ ହେଉଛି ଦ୍ୱିତୀୟ ବୃହତ୍ତମ ସହଯୋଗୀ ଭାଗିଦାରୀ। କେରଳର ଯେଉଁ ୱାୟନାଡ…

ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦୁଝରଗଡ଼ ଷ୍ଟେଶନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେଶନଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ସୋମବାର ଅମୃତ ଭାରତ ଯୋଜନାରେ କେନ୍ଦୁଝରଗଡ଼ ଷ୍ଟେଶନର ପୁନର୍ବିକାଶ ଭିଡିଓ କନ୍‌ଫରେନ୍ସିଂ…

ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ…

ମୁମ୍ବାଇ: ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି। ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିବା ପରେ ରବୀନା ଓଟିଟି ଦୁନିଆରେ ପ୍ରବେଶ କରିଛନ୍ତି। ନିକଟରେ ‘କର୍ମା କଲିଂ’ ରିଲିଜ ହୋଇଥିଲା। ଯେଉଁଥିରେ ରବୀନା ନିଜର…

ହିନ୍ଦ ମହାସାଗରରେ ଭାରତ ନିିୟୋଜିତ କରିବ ଏହି ମିଶାଇଲ, ଚାଇନାର ୫ ସହରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୨: ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଜଳରାଶିରେ ଥିବା ଉଭୟ ଦେଶକୁ ଏକ ପରାଜୟ ଦେବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂର ଜଳମଗ୍ନ-ଲଞ୍ଚ କ୍ରୁଜ ମିସାଇଲ…

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କ ଝିଅ ନାୟବ ଉଧାସ ସୋସିଆଲ ମିଡିଆ ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?