ଆଇପିଏଲ୍ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ
ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ ଉପରେ ୧୦ ଟିମ୍ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି ବିଦେଶୀ…
ଆଇପିଏଲ୍ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍ସିବି
ଦୁବାଇ,୧୯।୧୨: ଆଇପିଏଲ୍ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ…
ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍
ବମ୍ବେ: ବଲିଉଡ୍ କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍ଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ…
ଥରିଲା ଘର କାନ୍ଥ, ଭାଙ୍ଗିଲା କୋଠା: ଚାଇନାର ଭୂକମ୍ପ ଭିଡିଓ ଭାଇରାଲ…
ବେଜିଂ୧୯।୧୨ : ହଠାତ ଜୋରରେ ଝଟକା ଲାଗି ଘରର କାନ୍ଥଗୁଡ଼ିକ ଥରିବାରେ ଲାଗିଲା। ଏହା ସହିତ ବଡ଼ ବଡ଼ କୋଠା ଗୁଡ଼ିକ ଭୁଶୁଡ଼ି ପଡ଼ିଲା। ଯାନବାହନ ଚଳାଚଳ ଆରମ୍ଭ କଲା, ଘରର କାନ୍ଥରେ ଫାଟ ସୃଷ୍ଟି ହେଲା । ଲୋକମାନେ ଭୟଭୀତ…
ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…
ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି।…
ଦୌଡିଲେ ମିଳିବ ବୋନସ, କର୍ମଚାରୀଙ୍କୁ କହିଲା ଚାଇନା କମ୍ପାନୀ…
ବେଜିଂ,୧୯।୧୨ : କୁହାଯାଏ ଏକ ସୁସ୍ଥ ମନ ଏକ ସୁସ୍ଥ ଶରୀରରେ ରହିଥାଏ। ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀର ମାଲିକ ଏହାକୁ ବହୁତ ଭଲ ଭାବରେ ବୁଝିଛନ୍ତି। ଏହି କାରଣରୁ କର୍ମଚାରୀଙ୍କ ବୋନସ ପାଇଁ ଏହା ଏକ ନୂତନ ନୀତି…
୧୪୧ ଏମପିଙ୍କୁ ନିଲମ୍ବନ: ଅପ୍ରତ୍ୟାଶିତ ନା ଯୋଜନାବଦ୍ଧ, ଦେଶର ରାଜନୈତିକ ମହଲ ଉଷ୍ଣ…
ନୂଆଦିଲ୍ଲୀ,୧୯।୧୨ : ଗୋଟିଏ ପଟେ ବିରୋଧୀ ଏମପିଙ୍କ ନିଲମ୍ବନକୁ ନେଇ ବିରୋଧ ପ୍ରଦର୍ଶନକୁ ଜୋରଦାର କରୁଥିବାବେଳେ ଏକ ସମୟରେ ପ୍ରଶ୍ନ ଉଠିଛି କି ବିରୋଧୀ ନିଜେ ଏହି ନିଲମ୍ବନ କରିଛନ୍ତି କି? ଯଦି ହଁ ତେବେ କାହିଁକି? ବାସ୍ତବରେ, ବିରୋଧୀ ଏମପିମାନେ…
ପାଣିରେ ଚାଲିଲା କାର, ଭିଡିଓ ହେଲା ଭାଇରାଲ…
ନୂଆଦିଲ୍ଲୀ,୧୯।୧୨ : ସମ୍ପ୍ରତିି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ ପାଇଁ କ୍ରେଜ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଲାଇକ ପାଇବା ଦୌଡ଼ରେ ଯୁବବର୍ଗମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ତିଆରି କରୁଥିବା ଦେଖାଯାଉଛି। ନିକଟରେ ଏକ ଭାଇରାଲ ଭିଡିଓ ସୋସିଆଲ…
ଏହି ହ୍ୟାଣ୍ଡସମ୍ ହଙ୍କ୍ଙ୍କୁ ଡେଟ୍ କରୁଛନ୍ତି ଆନିମଲ୍ ଫେମ୍ ତୃପ୍ତି! ଫଟୋ ହେଉଛି ଭାଇରାଲ…
ବମ୍ବେ: ବ୍ୟବସାୟୀଙ୍କୁ ଡେଟ୍ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସଦ୍ୟ ନ୍ୟାଶନାଲ କ୍ରସ୍ ଆଖ୍ୟା ପାଇଥିବା ତୃପ୍ତି ଡିମ୍ରି। ନିକଟରେ ରିଲିଜ ହୋଇଥିବା ‘ଆନିମଲ’ ଯୋଗେ ରାତାରାତି ଫେମ୍ ମିଳିଛି ତାଙ୍କୁ। ଏବେ ସେ ଫିଲ୍ମ ସଫଳତାକୁ ଉପଭୋଗ କରୁଥିବା ବେଳେ…
କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଇଣ୍ଡିଆର ଚିନ୍ତା ବଢ଼ିଲା, ବୈଠକ ଶେଷ…
ନୂଆଦିଲ୍ଲୀ,୧୯।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ ଦଳ ମଙ୍ଗଳବାର ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି ସମ୍ଭାବ୍ୟ ମିଳିତ ମଞ୍ଚରେ ଆଲୋଚନା କରିଛି।…
Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…
ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ…
ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍, ଏବେ ଓ୍ବାର୍ନରଙ୍କୁ ବ୍ଲକ୍ କରିଛି ସନରାଇଜର୍ସ ହାଇଦ୍ରାବାଦ
ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍ ୨୦୧୬ ଟାଇଟଲ୍ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ କରିଛନ୍ତି।…
Archives


